ଦେଖନ୍ତୁ Video: ନିଜ ଦୁ-ର୍ଘ-ଟ-ଣା-କୁ ନେଇ ଭା-ଇ-ରା-ଲ ହେଉଥିବା ଖବର ଉପରେ ମୁହଁ ଖୋଲିଲେ Asima, Live ଆସି କହିଲେ ମୁଁ…

ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି କି ଓଡିଶାର ସମସ୍ତଙ୍କର ପ୍ରିୟ ଗାୟିକା ଅସୀମା ପଣ୍ଡାଙ୍କର ଗତକାଲି ଦୁ-ର୍ଘ-ଟ-ଣା ହୋଇଛି । ସୂଚନା ଅନୁସାରେ କଟକ ନେତାଜୀ ସେତୁରେ ଅସୀମା ପଣ୍ଡାଙ୍କ କାରର ଦୁ-ର୍ଘ-ଟ-ଣା ହୋଇଥିଲା । କହିବାକୁ ଗଲେ ଏହି ଖବର ପ୍ରଥମେ ଏକ ନ୍ୟୁଜ ସା-ଇ-ଟରେ ପ୍ରକାଶିତ ହୋଇଥିଲା ।

ତେବେ ଖବରଟି କିଛି ଏମିତି ଥିଲା, ଯାହାକି ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେବାରେ ଲାଗିଛି । ସୂଚନା ଅନୁସାରେ ଅସୀମା ପଣ୍ଡା ଓ ତାଙ୍କ ଭାଇ ଏହି ଗାଡିରେ ଥିଲେ । ବର୍ତ୍ତମାନ ସମୟରେ କୌଣସି ପ୍ରକାରର ଶୁ-ଟି-ଙ୍ଗ କଟକରେ ହେଉ ନାହିଁ । ଏମିତିରେ ଅସୀମା ପଣ୍ଡା ଓ ତାଙ୍କର ଭାଇ ଏତେ ରାତିରେ କେଉଁ ସ୍ଥାନରୁ ଫେରୁଥିଲେ ଏହା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ପ୍ରକାରର ସୂଚନା ହସ୍ତଗତ ହୋଇ ନାହିଁ ।

ଦୁ-ର୍ଘ-ଟ-ଣା ପରେ ଦୁଇ ଜଣଙ୍କୁ କଟକର ବଡ ମେଡିକାଲରେ ଅ-ଡ-ମି-ସ-ନ କରାଯାଇଥିଲା । ଦୁ-ର୍ଘ-ଟ-ଣା ପରେ ସେମାନଙ୍କର ପରିସ୍ଥିତି କେମିତି ଅଛି ଏହା ବିଷୟରେ ବି କୌଣସି ସୂଚନା ନାହିଁ । କହିଦେଉଛୁ କି ଶୁକ୍ରବାର ଦିନ ଅର୍ଥାତ ଗତକାଲି ରାତିରେ ଏହି ଘ-ଟ-ଣା ଟି ଘଟିଛି । କୁହାଯାଉଛି କି ବର୍ତ୍ତମାନ ଅସୀମା ପଣ୍ଡା ଓ ତାଙ୍କର ଭାଇଙ୍କର ଚିକିତ୍ସା ବଡ ମେଡିକାଲରେ ଚାଲିଛି ଓ ଅସୀମା ପଣ୍ଡା ବର୍ତ୍ତମାନ ସୁସ୍ଥ ଅଛନ୍ତି ।

ଆପଣ ଫଟୋରେ ଦେଖି ପାରିବେ କି ଗାଡିର କେଉଁ ଭଳି ଭାବରେ ଅବସ୍ଥା ହୋଇଛି । ଗାଡିର ଆଗ ଅଂସ ପାଖାପାଖି ବହୁତ ନଷ୍ଟ ହୋଇଛି । ଏମିତିରେ ଚିନ୍ତା କରନ୍ତୁ କି ଦୁ-ର୍ଘ-ଟ-ଣା କେତେ ଭ-ୟ-ଙ୍କ-ର ହେଇଥିବ । କିନ୍ତୁ ସବୁଠୁ ଭଲ କଥା ହେଉଛି କି ସେହି ସମୟରେ ରାସ୍ତାରେ କେହି ବି ନ ଥିଲେ ।

ଏମିତିରେ ଅନ୍ୟ କାହାର କିଛି କ୍ଷତି ହୋଇ ନାହିଁ । ତେବେ ଏହି ଖବର ଭା-ଇ-ରା-ଲ ହେବା ପରେ ଅସୀମା ନିଜ ମୁହଁ ଖୋଲିଛନ୍ତି ଓ କହିଛନ୍ତି କି ତାଙ୍କର କିଛି ହୋଇ ନାହିଁ, ସେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ଓ ତାଙ୍କ ଘରେ ଅଛନ୍ତି । ଏହା ସେ ନିଜେ ଏକ ଭି-ଡ଼ି-ଓ ମାଧ୍ୟମରେ କହିଛନ୍ତି ।

କହିଦେଉଛୁ କି ଅସୀମା ପଣ୍ଡା ଓଡିଶାର ସବୁଠୁ ଚର୍ଚିତ ସିଙ୍ଗରମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଯାହାଙ୍କର ସବୁ ଗୀତ ବହୁତ ହି-ଟ ମଧ୍ୟ ହୋଇଥାଏ । ଓଡିଆ ଦର୍ଶକମାନେ ମଧ୍ୟ ତାଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି । ତାଙ୍କର ଗୀତ ଯେତେ ମଧୁର ସେ ଦେଖିବାକୁ ବି ବହୁତ ସୁନ୍ଦର ।

ସେ ଫିଲ୍ମ, ଆଲବମ ଓ ଭଜନ ଇତ୍ୟାଦିରେ ବି ଗୀତ ଗାଇଛନ୍ତି । ସେ କେତେକ ସ୍ଟେଜ ଶୋ ମଧ୍ୟ କରିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରିରେ ସେ ଜଣେ ପ୍ରକ୍ଷାତ ସିଙ୍ଗର ଅଟନ୍ତି । ୟୁଟ୍ୟୁବରେ ତାଙ୍କର ଗୀତାକୁ ଲକ୍ଷ ଲକ୍ଷ ଦର୍ଶକମାନେ ଦେଖିଥାନ୍ତି ।

Leave a Reply

Your email address will not be published. Required fields are marked *