ମୃତ୍ୟୁ ପୂର୍ବରୁ Tapu ଏମିତି ପାଳିଥିଲେ ନିଜ ଶେଷ ଜନ୍ମ ଦିନ, ଦେଖନ୍ତୁ ପୁରା Photo Album

ତପୁ ମିଶ୍ର ହେଉଛଣି ଜଣେ ଓଡିଆ ଗାଇକା ସେ ଏବେ ଆଉ ଇହ ଜଗତରେ ନାହାନ୍ତି । ତେବେ ସେ ଛାଡି ଯାଇଛନ୍ତି ନିଜର କଥା ଓ କିଛି ସୁମଧୁର ଗୀତ । ନବେ ମସିହାର ଏକ ପ୍ରକ୍ଷାତ କଣ୍ଠଶିଳ୍ପୀ ଭାବେ ସେ ନିଜକୁ ପରିଚିତ କରାଇ ପାରି ଥିଲେ । ତାଙ୍କ ସହ ଯିଏ ଭି ମିଶିଛି କେବଳ ଅତିକି କହିଛି କି ସେ ଜଣେ ଭଲ ଗାଇକା ଅଟନ୍ତି । ସେ ନିଜ ପ୍ରତିଭାକୁ ଦେଖାଇବା ପାଇଁ ନିଜ ପରିଶ୍ରମ ଓ ନିଜ ପିତାଙ୍କ ପ୍ରେରଣା

ପାଇ ଥିଲେ । ତାଙ୍କୁ କେବଳ ଆମେ ନୁହେଁ ସାରା ରାଜ୍ୟ ତାଙ୍କୁ ଏବେ ଖୋଜି ବୁଲୁଛି । କାହାକୁ ବିଶ୍ଵାଷ ମଧ୍ୟ ହେଉନି କି ସେମାନେ ଆଉ ତାଙ୍କୁ ଦେଖି ପାରିବେ ନି ୧୯ ତାରିଖ ରାତିରେ ତାଙ୍କ ର ପରଲୋକ ଗମନ ହୋଇ ଥିଲା । ଦେଖିବା ପାଇଁ ଗଲେ ଆମେ ଜାଣି ପାରିବେ କି ଆମେ ତାଙ୍କୁ ଅନେକ ଛୋଟ ବୟଶରୁ ଗାଇବା ର୍ଦେଖିଚେ ।

ସେ ନିଜ ର ଜୀବନ ସାଥି ବାଛି ମାତ୍ର କିଛି ଦିନ ଘର ସଂସାର କରି ପାରିଛନ୍ତି । ସେ ଅନେକ ସମୟରେ ନିଜ ଗୀତ ସହ ଅଭ୍ଯାସ କରୁ ଥାନ୍ତି । ତାଙ୍କ କଣ୍ଠରୁ ଆମେ କେବଳ ରୋମାଣ୍ଟିକ ନୁହେଁ ବରଂ କିଛି ଭଜନ ତା ସହ କିଛି ଅଲଗା ପ୍ରକାର ଗୀତ ମଧ୍ୟ ଶୁଣିଛେ । ତେବେ ଏହା ଆମ ପାଇଁ ଖୁବ ଖୁଶିର କଥାକି ଆମେ ତାଙ୍କର କିଛି କଥା ଆପଣଙ୍କ ସହ ବାଣ୍ଟି ପାରିଲୁ ।

ଆଜି ଆମେ ଆପଣଙ୍କୁ ଦେଖାଇବା ପାଇଁ ଯାଉଛୁ କିଛି ଫଟ ଯାହା ସେ ତାଙ୍କ ଜନ୍ମ ଦିନ ପାଳନ କରିବା ସମୟରେ ଉଠାଇ ଥିଲେ । ତେବେ ତାଙ୍କ ପରଲୋକ କରୋନା ରୁ ଭଲ ହୋଇ ସାରିବା ପରେ ହୋଇ ଥିବାରୁ ତାଙ୍କ ଘରକୁ ଅନେକ କଳାକାର ଯାଇ ତାଙ୍କ ଶେଷ ଦର୍ଶନ କରି ଆସିଥିଲେ । ଏହା ପରେ ତାଙ୍କ ଅନ୍ତିମ ବିଦାୟୀ ଦେଇ ତାଙ୍କ ଦେହକୁ ଶ୍ମଶାନ କୁ ନିଆ ଯାଇଥିଲା ।

ତାଙ୍କ ସ୍ଵାମୀ ତାଙ୍କ ପାଇ କ୍ରିୟା ଧରି ତାଙ୍କ ଅନ୍ତିମ ବିଦାୟ ରେ ଶୋକା ଟୁର ହୋଇ ଯାଇଥିଲେ । ତେବେ ଆର ବର୍ଷ ର କିଛି ଫଟ ଅଛି ଯାହା ଆମକୁ ତାଙ୍କ କଥା ମାନେ ପକାଇ ଦେଉଛି କି ସେ କିଭଳି ନିଜ ପିତା ଓ ମାତା ଙ୍କ ସହ ଓ ନିଜ ପରିବାର ସହ ନିଜ ଜନ୍ମ ଦିନ ପାଳନ କରିଥିଲେ ।

Leave a Reply

Your email address will not be published. Required fields are marked *