Bollywoodର ଏହି 7 ଜଣ ଷ୍ଟାର ନିଜ ଝିଅ ବୟସର ଯୁବତୀଙ୍କୁ ବିବାହ କରି ବୁଢା ବୟସରେ ଉଠାଉଛନ୍ତି ଯବାନୀର ମଜା, ନମ୍ବର 5 ରେ ଥିବା ଯୋଡିଙ୍କ ବର୍ଷର ଅନ୍ତର ଜାଣି ମୁଣ୍ଡରେ ହାତ ଦେବେ

ବଲୀଉଡରେ ଏମିତି ବହୁତ ଷ୍ଟାର ଅଛନ୍ତି ଯେଉଁମାନେ ନିଜ ଠାରୁ ବଡ କିମ୍ବା ଛୋଟ ବୟସର ଝିଅଙ୍କ ସହ ବିବାହ କରିଛନ୍ତି । ପ୍ରିୟଙ୍କା ଚୋପଡା ନିଜ ଠାରୁ ୧୦ ବର୍ଷ ଛୋଟ ନିକ ଜୋନସଙ୍କୁ ବିବାହ କରି ସେ ସମସ୍ତଙ୍କୁ ଆଚମ୍ବିତ କରିଦେଇଛନ୍ତି । କିନ୍ତୁ ସେ ନିଜର ବୈବାହିକ ଜୀବନରେ ବହୁତ ଖୁସିରେ ଅଛନ୍ତି । କେବଳ ପ୍ରିୟଙ୍କା ଚୋପଡା ନୁହେଁ ବଲୀଉଡର ଏମିତି ବହୁତ ଷ୍ଟାର ଅଛନ୍ତି ଯେଉଁମାନେ ନିଜ ଠାରୁ ବହୁତ କମ ବୟସର ଝିଅଙ୍କ ସହ ବିବାହ କରିଛନ୍ତି ।

ଶାହିଦ କପୁର

ଶାହିଦ କପୁର ବଲୀଉଡର ବହୁତ ଅଭିନେତ୍ରୀଙ୍କୁ ଡେଟ କରିଛନ୍ତି । କିନ୍ତୁ ଶେଷରେ ସେ ମୀରା ରାଜପୁତଙ୍କୁ ଅରେଞ୍ଜ ମ୍ୟାରେଜ କରିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମୀରା ରାଜପୁତ ଶାହିଦ କପୁରଙ୍କ ଠାରୁ ୧୪ ବର୍ଷ ଛୋଟ ଅଟନ୍ତି । ତଥାପି ଦୁଇ ଜଣ ଦୁଇ ସନ୍ତାନ ସହ ନିଜର ବୈବାହିକ ଜୀବନରେ ହସ ଖୁସିରେ ଦିନ କାଟୁଛନ୍ତି ।

ସୈଫ ଅଲୀ ଖ଼ାନ

ସୈଫ ଅଲୀ ଖ଼ାନ ଓ କରିନା କପୁର ପ୍ରାୟତଃ ମିଡିଆରେ ଛାଇ ରହିଥାନ୍ତି । କହିଦେଉଛୁ କି ଏମାନଙ୍କ ମଧ୍ୟରେ ବି ୧୦ ବର୍ଷର ଗ୍ୟାପ ଅଛି । କିନ୍ତୁ ସମୟ ସହିତ ଏମାନେ ବହୁତ ବଦଳି ଯାଇଛନ୍ତି ଓ ଆଜି ନିଜର ଦୁଇ ସନ୍ତାନ ସହ ଏମାନେ ବହୁତ ଖୁସିରେ ଅଛନ୍ତି ।

ରିତେଶ ଦେଶମୁଖ

ରିତେଶ ଦେଶମୁଖ ଓ ଜେନେଲିୟା ଡିସୂଜା ପରସ୍ପରକୁ ୯ ବର୍ଷ ଡେଟ କରିବା ପରେ ବିବାହ କରିଥିଲେ । ରିତେଶ ଦେଶମୁଖ ଓ ଜେନେଲିୟା ଡିସୂଜାଙ୍କ ମଧ୍ୟରେ ୯ ବର୍ଷର ପାର୍ଥକ୍ୟ ଅଛି । କିନ୍ତୁ ତଥାପି ଏମାନେ ନିଜ ଜୀବନରେ ଖୁସିରେ ଅଛନ୍ତି ।

ଆମିର ଖାନ

ଆମିର ଖାନ ଦୁଇଟି ବିବାହ କରିଛନ୍ତି ଓ ଦ୍ଵିତୀୟ ପତ୍ନୀ ଆମିର ଖାନଙ୍କ ଠାରୁ ୯ ବର୍ଷ ଛୋଟ ଅଟନ୍ତି । ଏମିତିରେ ଦୁଇ ଜଣ ନିଜର ପୁଅ ସହ ବହୁତ ଖୁସିରେ ଅଛନ୍ତି ।

ମିଲିଣ୍ଡ ସୋମନ

ମିଲିଣ୍ଡ ସୋମନ ବର୍ତ୍ତମାନ ହିଁ କିଛି ଦିନ ତଳେ ନିଜ ଠାରୁ ୨୬ ବର୍ଷ ଛୋଟ ଅଙ୍କିତାଙ୍କୁ ବିବାହ କରିଛନ୍ତି । ଏହି ଯୋଡି ନିଜର ବିବାହ ସମୟରେ ମିଡିଆରେ ବହୁତ ଛାଇ ରହିଥିଲେ ।

କବୀର ବେଦି

କବୀର ବେଦି ଓ ପରବୀନ ଦୁସାଞ୍ଜଙ୍କ ମଧ୍ୟରେ ୩୦ ବର୍ଷ ପାର୍ଥକ୍ୟ ଅଛି । ସବୁଠୁ ବଡ ଆଶ୍ଚର୍ଯ୍ୟ କଥା ହେଉଛି କି କବୀର ବେଦିଙ୍କ ପ୍ରଥମ ଝିଅ ପୂଜା ବେଦି ନିଜ ତୃତୀୟ ମା ଠାରୁ ବୟସରେ ବି ବହୁତ ବଡ ଅଟନ୍ତି ।

ସଞ୍ଜୟ ଦତ୍ତ

କହିଦେଉଛୁ କି ସଞ୍ଜୟ ଦତ୍ତ ତିନୋଟି ବିବାହ କରିଛନ୍ତି ଓ ତିନୋଟି ବିବାହରେ ସେ ବହୁତ ଖୁସିରେ ରହିଛନ୍ତି । କିନ୍ତୁ କହିଦେଉଛୁ କି ସଞ୍ଜୟ ଦତ୍ତଙ୍କ ତୃତୀୟ ପତ୍ନୀ ଓ ସଞ୍ଜୟ ଦତ୍ତଙ୍କ ବୟସ ମଧ୍ୟରେ ପାଖାପାଖି ୨୦ ବର୍ଷ ପାର୍ଥକ୍ୟ ଅଛି । କିନ୍ତୁ ଦୁଇଟି ସନ୍ତାନ ସହ ଆଜି ଏମାନେ ବହୁତ ଖୁସିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *