ଆ-ତ୍ମ-ହ-ତ୍ୟା କରିବା ପୂର୍ବରୁ ମୁସ୍‌ଲିମ୍‌ ପତ୍ନୀଙ୍କୁ, କିଛି ଏମିତି ଲେଖିଲା ସ୍ଵାମୀ କି ପଢି ଆପଣ ବି କାନ୍ଦି ପକେଇବେ “ମୁଁ ମରୁଛି, କିନ୍ତୁ ମୋ….

ଆପଣମାନେ ବହୁତ ଆ-ତ୍ମ-ହ-ତ୍ୟା ମା-ମ-ଲା ବିଷୟରେ ଶୁଣିଥିବେ କିମ୍ବା ଦେଖିଥିବେ । ଯେଉଁଥିରେ ଆ-ତ୍ମ-ହ-ତ୍ୟା କରିବାକୁ ଯାଉଥିବା ବ୍ୟକ୍ତି କୌଣସି ମା-ନ-ସି-କ ଚା-ପ କାରଣରୁ ଆ-ତ୍ମ-ହ-ତ୍ୟା କରିଥାଏ ଓ ସେ ଏକ ଚିଠିରେ ଏହା ବିଷୟରେ ଉଲ୍ଲେଖ କରି ଦେଇ ଯାଇ ଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଆ-ତ୍ମ-ହ-ତ୍ୟା ମା-ମ-ଲା ବିଷୟରେ କହିବୁ ଯାହାକି ବହୁତ ହିଁ ଭିନ୍ନ ଅଟେ ।

ଆ-ତ୍ମ-ହ-ତ୍ୟା କରିବା ପୂର୍ବରୁ ଏହି ବ୍ୟକ୍ତି ଜଣକ ତାଙ୍କର ଗର୍ଭବତ୍ତୀ ପତ୍ନୀଙ୍କୁ ସୁ-ସା-ଇ-ଡ ନୋଟରେ ଏମିତି କିଛି ଲେଖିଛନ୍ତି କି ଯଦି ଆପଣ ସେହି ସୁ-ସା-ଇ-ଡ ନୋଟ ପଢିବେ ତେବେ ଆପଣଙ୍କ ଆଖିରୁ ବି ଲୁହ ଚାଲି ଆସିବ । ସିଟି କୋତବାଲି ଥା-ନା ଅଞ୍ଚଳର ବେନଗଞ୍ଜରେ ରହୁଥିବା ଜଣେ ବ୍ୟକ୍ତି ନିଖୋଜ ଥିଲେ ।

ଏହା ପରେ ୧୮ ଜୁନ ଦିନ ତାଙ୍କର ପରିବାର ଲୋକମାନେ ନିକଟବର୍ତ୍ତୀ ଥା-ନାରେ ଅ-ଭି-ଯୋ-ଗ କରିଲେ । ଏହା ପରେ ପୋ-ଲି-ସଙ୍କୁ ମୁମ୍ବାଇର ରେଳ ଲାଇନରେ ଜଣେ ଯୁବକଙ୍କର ଶ-ବ ମିଳିଲା । ସେହି ଯୁବକର ଶ-ବକୁ ଉଦ୍ଧାର କରି ଯେତେବେଳେ ତାଙ୍କର ଯାଞ୍ଚ କରାଗଲା ତେବେ ତାଙ୍କ ପକେଟରେ ଗୋଟିଏ ସୁ-ସା-ଇ-ଡ ନୋଟ ମିଳିଲା ଯାହାକି ର-କ୍ତ-ରେ ପୂରାପୂରି ଭିଜି ଯାଇଥିଲା ।

ଯେଉଁଥିରୁ ଜଣାପଡିଲା କି ବେନଗଞ୍ଜରେ ନିଖୋଜ ଥିବା ବ୍ୟକ୍ତି ଜଣକ ଏହି ସ୍ଥାନରେ ଆ-ତ୍ମ-ହ-ତ୍ୟା କରିଛନ୍ତି । ତାଙ୍କର ନାଁ ଭୂପେନ୍ଦ୍ର ଯାଦବ ଓ ବୟସ ୩୦ ବୋଲି ଜଣା ପଡିଲା । ସବୁଠୁ ଗୁରୁତ୍ଵପୂର୍ଣ କଥା ହେଉଛି କି ମୃ-ତ୍ୟୁ ପୂର୍ବରୁ ଭୂପେନ୍ଦ୍ର ଯାଦବ ନିଜର ଗର୍ଭବତ୍ତୀ ପତ୍ନୀଙ୍କ ଉଦ୍ଦେଶ୍ୟରେ ଏକ ଭାବପୂର୍ଣ ସୁ-ସା-ଇ-ଡ ନୋଟ ଲେଖିଦେଇ ଯାଇଛନ୍ତି ।

ଭୂପେନ୍ଦ୍ର ଯାଦବ ନିଜର ସୁ-ସା-ଇ-ଡ ନୋଟରେ ଲାଖିଛନ୍ତି କି, ମୁଁ ଆ-ତ୍ମ-ହ-ତ୍ୟା କରିବାକୁ ଯାଉଛି । ମୋର ମୃ-ତ ଶରୀରକୁ ଘରେ ମୋର ପତ୍ନୀଙ୍କ ପାଖରେ ପହଞ୍ଚାଇ ଦିଅନ୍ତୁ । ମୋ ପତ୍ନୀଙ୍କ ନାଁ ମ-ରି-ୟ-ମ ବାନୋ । ପିତାଙ୍କ ନାମ ମହମ୍ମଦ ଆଜାଦ ବା ଫଜ୍ଜୁ ଓ ସେ ଟିକମଗଡ଼ରେ ରୁହନ୍ତି । ମରିୟମ ମୁଁ ତୁମକୁ ବହୁତ ଭଲ ପାଏ । ତୁମେ ମୋ ବିଷୟରେ ଚିନ୍ତା କରିବ ନାହିଁ । ମୁଁ ସବୁବଳେ ତୁମ ସହିତ ରହିବି । ତୁମେ ଆମର ସନ୍ତାନକୁ ନିଶ୍ଚିତ ଜନ୍ମ ଦେବ । କାରଣ ସେ ଆମ ପ୍ରେମର ଶେଷ ଚିହ୍ନ ଅଟେ । ମୁଁ ମ-ରି-ଯି-ବି ସତ୍ବେ କିନ୍ତୁ ସବୁଦିନ ତୁମ ହୃଦୟରେ ଥିବି ଓ ସବୁବେଳେ ତୁମ ଆଖ ପାଖରେ ହିଁ ରହିବି ।

ଭୂପେନ୍ଦ୍ର ଯାଦବ ଆଗକୁ କହିଲେ କି, ମୁଁ କାହିଁକି ଆ-ତ୍ମ-ହ-ତ୍ୟା କରିଛି ମୋ ପତ୍ନୀ ଆପଣଙ୍କୁ ଏହାର ଅସଲ କାରଣ ବିଷୟରେ କହିବ । ମୋର ଶେ-ଷ ଇଚ୍ଛା ହେଉଛି ମୋର ଅ-ନ୍ତି-ମ ସଂ-ସ୍କା-ର ମୋର ପତ୍ନୀ ମ-ରି-ୟ-ମ ହାତରେ ହେଉ । ଅନ୍ୟ କେହି ବି କରିଲେ ମୋତେ ଶାନ୍ତି ମିଳିବ ନାହିଁ । ଆଗକୁ କହିଲେ କି, ମରିୟମ ମୁଁ ତୁମକୁ ଗୋଟିଏ ଅନୁରୋଧ କରୁଛୁ କି ତୁମେ ଆଉ କାହାକୁ ବି ବିବାହ କରିବ ନାହିଁ । କାରଣ ମୁଁ ଏହା ସହି ପାରିବି ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *