ନିଜ କୋହକୁ ଅଟକାଇ ପାରୁ ନାହାନ୍ତି Pintuଙ୍କ ସ୍ତ୍ରୀ, କାନ୍ଦି କାନ୍ଦି କହୁଛନ୍ତି ମତେ ଛାଡ ମୁଁ ବି ସ୍ଵାମୀଙ୍କ ସହ…. ଦେଖନ୍ତୁ ହୃଦୟ ବିଦାରକ ଦୃଶ୍ୟ

ଦର୍ଶକ ବନ୍ଧୁ ନମସ୍କାର, ବର୍ତ୍ତମାନ ସାରା ରାଜ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କାରଣ ଆମ ସମସ୍ତଙ୍କର ପ୍ରିୟ ଓଡିଆ ଇଣ୍ଡଷ୍ଟ୍ରି ର ଚର୍ଚ୍ଚିତା ଚେହେରା ପିଣ୍ଟୁ ନନ୍ଦ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ବର୍ତ୍ତମାନ ସବୁ ଆଡେ ପିଣ୍ଟୁ ନନ୍ଦ ଙ୍କ ମୃ-ତ୍ୟୁ କୁ ନେଇ ଦୁ-ଖ-ର ଛା-ୟା ଖେଳି ଯାଇଛି । ତେବେ ପିଣ୍ଟୁ ଙ୍କ ଶେ-ଷ ଦ-ର୍ଶ-ନ କରିବା ପାଇଁ ସମସ୍ତେ ଆସି ପହଞ୍ଚି ଯାଇଛନ୍ତି ।

ପିଣ୍ଟୁ ଙ୍କ ମୃ-ତ ଶରୀରକୁ ହାଇଦ୍ରାବାଦ ଯଶୋଦା ହସପିଟାଲ ରୁ ଅଣା ଯାଇ ସାରିଛି ଗତ କାଲି ଠାରୁ । ସେ ଓଡିଶା ଆସିବା ପରେ ତାଙ୍କ ଶରୀରକୁ ତାଙ୍କ ଘରକୁ ନିଆ ଯାଇଛି । ଆଉ ସେଠାରୁ ସିଧା ପୁରୀ ସ୍ଵ-ର୍ଗ-ଦ୍ଵା-ର ଅଭିମୁଖେ ଯାତ୍ରା ଆରମ୍ଭ ହୋଇ ଯାଇଛି । ପିଣ୍ଟୁ ଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ପରିବାର ଠାରୁ ଆରମ୍ଭ କରି ଓଡିଆ ଇଣ୍ଡଷ୍ଟ୍ରି ର ବଡ ବଡ କଳାକାର ମାନେ, ବନ୍ଧୁ ବାନ୍ଧବ, ପରିଜନ, ସାଙ୍ଗ ସାଥି ସମସ୍ତେ ଆସିଛନ୍ତି ।

ଆଉ ଏହାରି ମଧ୍ୟରେ ପିଣ୍ଟୁ ଙ୍କ ସ୍ତ୍ରୀ ଶିଳ୍ପା ନିଜ ସ୍ବାମୀଙ୍କୁ ଶେଷ ଥର ପାଇଁ ଦେଖିବା ପାଇଁ ବାହାରିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏମିତିରେ ଦେଖିବାକୁ ଗଲେ ପିଣ୍ଟୁ ତାଙ୍କ ସ୍ତ୍ରୀ ଠାରୁ ଡିଭୋର୍ସ ନେଇ ସାରିଛନ୍ତି । ଦୁହିଙ୍କ ମଧ୍ୟରେ କିଛି ବି ସମ୍ପର୍କ ନାହି । ତଥାପି ତାଙ୍କ ସ୍ତ୍ରୀ ନିଜ ସ୍ଵାମୀ ଙ୍କୁ ଦେଖା କରିବାକୁ ବାହାରିଛନ୍ତି ।

ପିଣ୍ଟୁ ଙ୍କ ବଡ ପୁଅ ତାଙ୍କ ପାଖରେ ରହୁଥିବା ବେଳେ ସାନ ପୁଅ ମା ପାଖରେ ରହୁଛନ୍ତି । ପିଣ୍ଟୁ ଙ୍କ ସ୍ତ୍ରୀ ତାଙ୍କ ମୃ-ତ୍ୟୁ ଖବର ପାଇବା ପରେ କାନ୍ଦି କାନ୍ଦି ଗାଡି ଯାଉଛନ୍ତି । ଗୋଟେ ସ୍ତ୍ରୀ ନିଜ ସ୍ଵାମୀ ଙ୍କୁ ହ-ରା-ଇ-ଲେ କେତେ ଯେ ଦୁଖ ଯନ୍ତ୍ରଣା ହୋଇଥାଏ ତାହା କେବଳ ଗୋଟେ ସ୍ତ୍ରୀ ହିଁ କହି ପାରିବ । ଦୁହିଙ୍କ ମଧ୍ୟରେ କିଛି ସମ୍ପର୍କ ନ ଥିଲେ ବି ଏବେ ବି ଭଲ ପାଇବା ତିଷ୍ଠି ରହିଛି ।

ତେବେ ଶିଳ୍ପା ଙ୍କ ପାଖରେ ତାଙ୍କ ପରିବାର ଜଣ ଥିବା ବେଳେ ଅଭିନେତା ବବି ମିଶ୍ର ଓ ଦେବାଶିଷ ସେଠାରେ ଉପସ୍ଥିତ ଅଛନ୍ତି । ଆଉ ତାଙ୍କୁ ପିଣ୍ଟୁ ଙ୍କ ପାଖକୁ ନେବା ପାଇଁ କହୁଛନ୍ତି ଯାହା ଭାଇରାଲ ଭିଡିଓ ରେ ନଜର ଆସୁଛନ୍ତି । ଏମିତିକି ପିଣ୍ଟୁ ଙ୍କ ସାନ ପୁଅ କୁ ନେବା ଏପାଇଁ ତାଙ୍କ ସ୍ତ୍ରୀ କହୁଛନ୍ତି । ଏହି ଭିଡିଓ ରେ ଶେଷ ଥର ପାଇଁ ସାନ ପୁଅ ମଧ୍ୟ ବାପାକୁ ଦେଖିବ ଆଉ ଖ-ଇ କ-ଉ-ଡି ପକାଇବ ବୋଲି ପିଣ୍ଟୁ ଙ୍କ ସ୍ତ୍ରୀ କହୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *