ଦର୍ଶକ ବନ୍ଧୁ 7 ଜୁଲାଇ 1977 ମସିହା ରେ ଜନ୍ମ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଜନ୍ମଗ୍ରହଣ କରିଥିଲେ । ତାଙ୍କର 46 ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଆ-ର-ପା-ରି କୁ ଚାଲି ଯାଇଛନ୍ତି ପିଣ୍ଟୁ ନନ୍ଦ । ଆଜି ଆମେ ଆପଣଙ୍କୁ ପିଣ୍ଟୁ ନନ୍ଦ ଙ୍କ ଘର ପରିବାର, ସମ୍ପତି ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଅଭିନେତା ପିଣ୍ଟୁ ନନ୍ଦ ଙ୍କର ପିଲା ଦିନରୁ ଅଭିନୟ ପ୍ରତି ରୁଚି ନ ଥିଲା । ସେ ଅଭିନୟକୁ ପସନ୍ଦ କରୁ ନ ଥିଲେ ।
ହେଲେ ସମୟ ସ୍ରୋତ ରେ ବୋହି ଆସିଥିଲେ ପିଣ୍ଟୁ ନନ୍ଦ । ପ୍ରଥମ କରି ଅଭିନୟ କରିବାର ସୁଯୋଗ ପାଇଥିଲେ ଆଲବମ ରୁ । ଏ ଗୌରା କଣ ଖାଇବି ମାଉଁସ ଗୀତ ରେ ପ୍ରଥା ଥର ପାଇଁ ସେ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ଏହା ପରେ ସେ ଘରେ ଘରେ ପରିଚିତ ହୋଇ ପାରିଥିଲେ ଆଉ ଖୁବ ଲୋକପ୍ରିୟତା ହାସଲ କରିଥିଲେ । ଦର୍ଶକ ମାନେ ଏହି ଗୀତ କୁ ବେସ ପସନ୍ଦ ମଧ୍ୟ କରିଥିଲେ ।
ଏହି ଗୀତ ପର ଠାରୁ ପିଣ୍ଟୁ ନନ୍ଦ ଫିଲ୍ମ ରେ କାମ କରିବା ଆରମ୍ଭ କରିଥିଲେ । ଶେଷ ଥର ପାଇଁ ସେ ପ୍ରେମ ପାଇଁ ମହାଭାରତ ଚଳସିତର ରେ ନଜର ଆସିଥିଲେ । ଏହାକୁ ଦର୍ଶକ ମାନେ ଖୁବ ସାରା ଭଲ ପାଇବା ଦେଇଥିଲେ । ତାହା ପୂର୍ବରୁ ସେ ନିଜର କ୍ଯାରିୟର ରେ ପାଖ ପାଖି 40 ରୁ ଅଧିକ ଫିଲ୍ମ ରେ ଆକ୍ଟିଙ୍ଗ କରି ସାରିଛନ୍ତି । ସେ ଜଗତସିଙ୍ଘପୁର ଠାରେ ଜନ୍ମଗ୍ରହଣ କରିଥିଲେ । ସେଠାରୁ କଲେଜ ଟାଇମ ଅତିବାହିତ ହୋଇଛି ।
ଜଗତସିଙ୍ଘପୁର ରେ ଗାଁ ସ୍କୁଲରୁ ସେ ନିଜର ସ୍କୁଲ ଟାଇମ ଅତିବାହିତ କରିଥିଲେ । ଦଶମ ପାଠ ସରିବା ପରେ ସେଠାରେ ଯୁକ୍ତ 2 ପାଠ ଶେଷ କରିଥିଲେ । ଏହା ପରେ ସେ ଭୁବନେଶ୍ବର ଆସିଥିଲେ ଓ ସେଠାରେ ଯୁକ୍ତ 3 ପଢା ଶେଷ କରିଥିଲେ । ତାଙ୍କର ପରିବାର କହିଲେ ଦୁଇ ପୁଅ ସ୍ତ୍ରୀ ଅଛନ୍ତି । ଏହା ସହ ତାଙ୍କର ବଡ ଭାଇ ଅଛନ୍ତି ଆଉ ତାଙ୍କର ସ୍ତ୍ରୀ ଓ ଗୋଟେ ପୁଅ ବି ଅଛନ୍ତି ।
ଯାହା ବର୍ତ୍ତମାନ ସମୟରେ ସୂଚନା ରହିଛି କିଛି ଦିନ ପୂର୍ବରୁ ପିଣ୍ଟୁ ନନ୍ଦ ଓ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା । ସେମାନେ ପରସ୍ପର ଠାରୁ ଦୂରେଇ ଯାଇଥିଲେ । ପିଣ୍ଟୁ ନନ୍ଦ ଅଧିକାଂଶ ସମୟରେ ନିଶା ଶାକ୍ତ ଅବସ୍ଥାରେ ନଜର ଆସୁଥିଲେ । ସେ ଲିଭର ଶିରୋଷିସ ରୋଗରେ ପୀଡିତ ଥିବାରୁ ତାଙ୍କର ମୃ-ତ୍ୟୁ ଘଟିଛି । ତାଙ୍କର ଆଲିଶାନ ଘର ରହିବା ସହ ଜନ୍ମ ମାଟିରେ କିଛି ସମ୍ପତି ରହିଛି ।
ସେ ଗୋଟେ ଫିଲ୍ମରେ କାମ କରିବା ପାଇଁ 2ରୁ 3 ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି । ତାଙ୍କର ପାଖାପାଖି ସମ୍ପତି 50 ଲକ୍ଷରୁ 1 କୋଟି ଟଙ୍କା ରହିଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।