ଓଡିଆ ଅଭିନେତ୍ରୀ Jhilik ସାଙ୍ଗମାନଙ୍କ ପାଇଁ ନିଜ ହାତରେ ଏମିତି ବନେଇଲେ ବିରିୟାନୀ, ଦେଖନ୍ତୁ Video

ଓଲିଉଡ ଜଗତରେ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ପର୍ଫୋମାଂସ ଦ୍ଵାରା ଦର୍ଶକ ମାନଙ୍କର ହୃଦୟ କୁ ଜିତି ପାରିଛନ୍ତି । ଏହା ଛଡା ଲୋକ ମାନେ ମଧ୍ୟ କିଛି କଳାକାର ମାନଙ୍କୁ ଏତେ ମାତ୍ରା ରେ ଭଲ ପାଇବା ଦେଇଛନ୍ତି କେବଳ ତାଙ୍କର ଅଭିନୟ ପାଇଁ ନୁହେ ବରଂ ତାଙ୍କର ଲାଇଫ ଷ୍ଟାଇଲ ପାଇଁ ମଧ୍ୟ ।

କିଛି ଅଭିନେତା ଓ ଅଭିନେତ୍ରୀ ମାନେ ମ୍ୟାରେଜ ପରେ ଅଭିନୟ ଦୁନିଆରୁ ବିଦାୟ ନେଇଛନ୍ତି ତ ଆଉ କିଛି ନିଜର ଅଭିନୟ ଜାରି ରଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଝିଲିକଭ ଟ୍ଟାଚାର୍ଜ୍ୟ ନିଜ ସାଙ୍ଗ ମାନଙ୍କ ସହ ବିରିଆନୀ ଖାଇ ମଜା ନେଉଛନ୍ତି ସେହି ବିଷୟରେ କିଛି ରୋମାଞ୍ଚକର କଥା କହିବାକୁ ଯାଉଛୁ । ଆପଣ ମାନେ ଅଭିନେତ୍ରୀ ଝିଲିକ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି ।

ସେ ଅନେକ ଓଡିଆ ଚଳଚ୍ଚିତ୍ର ଡ଼ଏ ଜବରଦସ୍ତ ଅଭିନୟ କରି ନିଜର ବେଷ୍ଟ ପର୍ଫୋମାଂସ ଦେଇଛନ୍ତି । ଯାହା ପାଇଁ ସେ ପୁରା ଓଡିଆ ଇଣ୍ଡଷ୍ଟ୍ରିରେ ଖୁବ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ସେ ଜଣେ ବଙ୍ଗାଳୀ ନାୟିକା ହୋଇଥିଲେ ମଧ୍ୟ ଓଡିଆ ଫିଲ୍ମ ଜଗତରେ ବେଶ ଭଲ ଭାବେ ନିଜକୁ ପେସ କରି ପାରିଛନ୍ତି ।

ତେବେ ସେ କିଛି ଦିନ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ବିବାହ ପରେ ତାଙ୍କୁ ଆଉ ଓଡିଆ ଫିଲ୍ମ ଜଗତରେ କୌଣସି ଫିଲ୍ମ କରିବାରେ ଦେଖାଯାଇ ନାହି । ତେବେ ଏହି ଭିଡିଓ ରେ ଅଭିନେତ୍ରୀ ଝିଲିକ ନିଜେ ଘରେ ବିରିଆନୀ ତିଆରି କରି ନିଜ ବନ୍ଧୁ ମାନଙ୍କୁ ନିମନ୍ତ୍ରଣ କରିବାର ଦୃଶ୍ୟ ହେଉଛି ।

ଏହା ସହ ସେ ନିଜେ ନିଜର ପ୍ରିୟ ବନ୍ଧୁ ମାନଙ୍କୁ ନିଜ ହାତରେ ବିରିଆନୀ ପରୋଷି ଥିବାର ଏହି ଭିଡିଓ ରୁ ଜଣା ପଡୁଛି । ଏହା ସହ ସେ ନିଜ ବନ୍ଧୁ ମାନଙ୍କ ସହ ବହୁତ ମଜା ମସ୍ତି କରିବାର ମଧ୍ୟ ଏହି ଭିଡିଓ ରୁ ସ୍ପଷ୍ଟ ହେଉଛି ।

ବିବାହ ପରେ ସେ ପ୍ରଥମ ଥର ପାଇଁ ନିଜ ବନ୍ଧୁ ମାନଙ୍କ ସହ ଏତେ ଭଲ ଟାଇମ ସ୍ପେନ୍ଡ କରୁଛନ୍ତି । ଏହା ଛଡା ଝିଲିକ ଏକ ସୁଇମିଙ୍ଗ ଫୁଲରେ ବସି ସେଠିକାର ପ୍ରକୃତିର ମଜା ନେବାର ନଜର ଆସୁଛନ୍ତି । ସେ ସୁଇମିଙ୍ଗ ଫୁଲରେ ଭିନ୍ନ ଭିନ୍ନ ପୋଜ ନେବାର ନଜର ଆସୁଛନ୍ତି । ତେବେ ଝିଲିକ ନିଜ ବନ୍ଧୁ ମାନଙ୍କ ସହ ଏତେ ଦିନ ପରେ ଦେଖା ହୋଇଥିବାରୁ ବହୁତ ଖୁସିରେ ଥିବାର ଜଣା ପଡ଼ୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *