ଦେଖନ୍ତୁ Video: ଏହି ଚମତ୍କାରୀ ଝିଅ ଯିଏ ତାର ଆଖି ବନ୍ଦ କରି ମଧ୍ୟ ସବୁ ଦେଖି ପାରେ, କେମତି ଜାଣନ୍ତୁ ରହସ୍ୟ

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ଯେଉଁ ଝିଅଟି ସମ୍ବନ୍ଧରେ କହିବାକୁ ଜାଉଅଛୁ ସେ ହେଉଛନ୍ତି ଅଭିପ୍ସା । ଏହି ଅବିସ୍ମୟ ଝିଅ ଅଭିପ୍ସା ନିଜ ତୃତୀୟ ନେତ୍ର ସାହାର୍ଯ୍ୟରେ ସବୁକିଛି ଦେଖି ପାରନ୍ତି ବୋଲି କହିଛନ୍ତି । ବିଶ୍ଵରେ କେତେକ ଚମତ୍କାରୀ ଘଟଣା ମାନ ଘଟୁଅଛି ତାହା ପ୍ରାଏ ସମସ୍ତଙ୍କୁ ଜଣା ।

ମାତ୍ର ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଗୋଟେ ଏଭଳି ଝିଅ ର ଚର୍ଚ୍ଚା ହେଉଅଛି ଯେ କି ନିଜ ଆଖି କୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିବା ପରେ ମଧ୍ୟ ସବୁ କିଛି ଦେଖି ପାରୁଛି । ମି-ଡି-ଆ ଭାଇମାନେ ଅଭିପ୍ସା କୁ ପଚାରିଥିଲେ, ତୁମେ ଆଖି ପଛପଟେ କୌଣସି ଜିନିଷ ରଖିଲେ ତାହା ସମ୍ବନ୍ଧରେ ଜାଣି ପାରିବ ? ଅଭିପ୍ସା କହିଥିଲେ ଆଖି ପଛପଟେ ସବୁ କରିପାରେ ମାତ୍ର ଏତେ ଭଲ କରି ହୋଇନି ।

ଏହାପରେ ତାଙ୍କୁ ପଚାରା ହୋଇଥିଲା ଆମ୍ଭେ ଏଠାରେ କେତେଜଣ ଅଛୁ କହିପାରିବ ? ଅଭିପ୍ସା ର ଆଖିରେ ପଟି ବନ୍ଧା ହେଲା ଏହାପରେ ଅଭିପ୍ସା କହିଲେ ଯେ ସମୁଦାୟ ୧୦ ଜଣ ଅଛନ୍ତି । ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ପରେ ଗୋଟିଏ ବହିକୁ ଆଣି ତାକୁ ନଦେଖି ପଢିବାକୁ ଲାଗିଲେ । ତାଙ୍କୁ ପଚରାଗଲା କିଭଳି ଏସବୁ ସମ୍ଭବ ହୋଇ ପାରୁଛି ?

ଅଭିପ୍ସା କହିଲେ ଏ ସବୁ ମୋର ତୃତୀୟ ନୟନ ଦ୍ଵାରା ସମ୍ଭବ ହୋଇ ପାରୁଛି । ଏହା ଗୋଟିଏ ଟ୍ରେନିଂ ଅଟେ ବୋଲି କହିଥିଲେ ଅଭିପ୍ସା । ମାତ୍ର ଏହି ଟ୍ରେନିଂ ନେବାକୁ ପ୍ରାଏ ୨ ମାସ ସମୟ ଲାଗିଥିଲା ଅଭିପ୍ସା ଙ୍କୁ । ଏଭଳି ପ୍ରତିଭା ଓଡିଶା ରେ ଖୁବ କମ ଥିବ ବୋଲି କୁହା ଯାଉଅଛି । ଅଭିପ୍ସା ଅ ଏହି ଚମତ୍କାରିତାକୁ ଦେଖି ପ୍ରାଏ ସମସ୍ତେ ଆଶ୍ଚର୍ଯ୍ୟ ରହି ଯାଉଛନ୍ତି ।

କେବଳ ଓଡିଆ ନୁହେଁ ସାରା ବିଶ୍ଵରେ ମଧ୍ୟ କେଉଁଠି ନା କେଉଁଠି ଏଭଳି ପ୍ରତିଭା ମାନ ଦେଖିବାକୁ ମିଳିଥାଏ । ମାତ୍ର ସେ ସବୁ କେତେକ କ୍ଷେତ୍ରରେ ଲୋକ ନଜରକୁ ଆସିଥିବା ବେଳେ ଅନ୍ୟ କେତେକ ଚାରିକାନ୍ଥ ମଧ୍ୟରେ କଏଦ ହୋଇ ରହୁଅଛି ।

ଏହି ଝିଅଟିର ପ୍ରତିଭା କୁ ଦେଖି ମାନେ ହେଉଛି ଯେ, ଏପରି ଆଦୌ ହୋଇ ନଥିବ । ମାତ୍ର ୨ ମାସ କାଳ ଟ୍ରେନିଂ ନେଇ ଏହି ଅବିସ୍ମରଣୀୟ ପ୍ରତିଭାକୁ ଦେଖାଇବାରେ ସକ୍ଷମ ହୋଇଛନ୍ତି “ଅଭିପ୍ସା” । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *