ନିର୍ବନ୍ଧ ପରେ ନିଜ ବୟଫ୍ରେଣ୍ଡଙ୍କ ସହ କିପରି ସମୟ ବିତଉଛନ୍ତି Somalin

ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ଖୁବ ଚର୍ଚ୍ଚା ରେ ରହିଛନ୍ତି । ଟିଭି ଜଗତରେ ଅଭିନୟ କରି କଳାକାର ମାନେ ବହୁତ ଆଗରେ ଅଛନ୍ତି । ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ଦେଖିବା ପାଇଁ ଆଜିକାଲି ଘରେ ଘରେ ଲୋକ ମାନେ ପସନ୍ଦ ଅକରୁଛନ୍ତି । ତେବେ ଟିଭି ଇଣ୍ଡଷ୍ଟ୍ରିରେ କିଛି କଳାକାର ମାନେ ନିଜର ପର୍ଶନାଳ ଲାଇଫରେ ମ୍ୟାରେଜ କରିଛନ୍ତି ତ ଆଉ କେହି ଆଗକୁ ମ୍ୟାରେଜ କରିବାକୁ ଯାଉଛନ୍ତି । ତେବେ ଅଭିନେତ୍ରୀ ଜ୍ୟାକଲିନଙ୍କ ଭଉଣୀ ସୋମାଲିନଙ୍କ ଏନଗେଜମେଣ୍ଟ ପରେ ସେ କିପରି ଭାବେ ତାଙ୍କ ପ୍ରେମିକ ସହ ସମୟ ଅତିବାହିତ କରୁଛନ୍ତି ତାହା ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ଆପଣ ମାନେ ଟିଭି ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ଜ୍ୟାକଲିନ ପରିଡାଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ସିରିଏଲରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇଛନ୍ତି । ସେହିପରି ତାଙ୍କ ଭଉଣୀ ସୋମାଲିନ ଏକ ଟିଭିରେ ପ୍ରସାରିତ ହେଉଥିବା ଧାରାବାହିକ ଜରିଆରେ ଟିଭି ଇଣ୍ଡଷ୍ଟ୍ରିରେ ନିଜର କ୍ଯାରିୟର ଆରମ୍ଭ କରି ସଫଳତା ହାସଲ କରିଛନ୍ତି । ସୋମାଲିନ କେବଳ ସିରିଏଲ ନୁହେଁ ବରଂ ଆଲବମରେ ମଧ୍ୟ ଅଭିନୟ କରି ସାରିଛନ୍ତି ଯାହା ପାଇଁ ସେ ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି । ଗତ ଦିନ ମାନଙ୍କରେ ସୋମାଲିନଙ୍କ ବଡ ଭଉଣୀ ଜ୍ୟାକଲିନଙ୍କ ବିବାହ ହୋଇ ସାରିଛି ।

ନିଜ ଭଉଣୀ ମ୍ୟାରେଜରେ ସୋମାଲିନ ଜବରଦସ୍ତ ଡ୍ୟାନ୍ସ କରିବାର ଭି-ଡି-ଓ ଭା-ଇ-ରା-ଲ ହୋଇଥିଲା । ଦୁଇ ଭଉଣୀଙ୍କ ମଧ୍ୟରେ ଅତୁଟ ସମ୍ପର୍କ ରହିବା ସହ ପରସ୍ପର ପ୍ରତି ଭଲ ପାଇବା ରହିଛି । ବର୍ତ୍ତମାନ ଏକ ବଡ ଖବର ଆସି ପହଞ୍ଚିଛି ଯେ ଜ୍ୟାକଲିନଙ୍କ ଭଉଣୀ ଗତ କିଛି ଦିନ ତଳେ ନିର୍ବନ୍ଧ କରିଛନ୍ତି । ସୋମାଲିନ ଟିଭି ଜଗତର ଡାଇରେକ୍ଟର ଓ ପ୍ରଡ୍ୟୁସର ନିଶିତ ନାୟକଙ୍କ ସହ ଏନଗେଜମେଣ୍ଟ କରିଛନ୍ତି । ଦୁହେଁ ପରସ୍ପରକୁ ଶୁ-ଟି-ଙ୍ଗ ସେ-ଟରୁ ଭଲ ପାଇ ବହୁତ ଜଲ୍ଦି ବିବାହ ବ-ନ୍ଧ-ନ-ରେ ଆ-ବ-ଦ୍ଧ ହେବାକୁ ଯାଉଛନ୍ତି ।

ତେବେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ସୋମାଲିନ ନିଜର ପ୍ରେମିକ ନିଶିତଙ୍କ ସହ ବୁଲିବାର ଦୃଶ୍ୟ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଭି-ଡି-ଓ ରେ ସୋମାଲିନ ଓ ନିଶିତ ପରସ୍ପର ସହ ହସ ଖୁସିରେ ସମୟ ଅତିବାହିତ କରିବାର ନଜର ଆସୁଛନ୍ତି ।

ଦୁହେଁ ଦୁହିଙ୍କ ସହ ବହୁତ ଖୁସି ଥିବାର ଜଣା ପଡ଼ୁଛନ୍ତି । ଦୁହେଁ ନିଜର ନିର୍ବନ୍ଧ ସାରିବା ପରେ ପରସ୍ପର ସହ ଟାଇମ ସ୍ପେନ୍ଡ କରୁଛନ୍ତି ଯାହା ଆପଣ ମାନେ ଏହି ଭି-ଡି-ଓ ରେ ଦେଖି ପାରିବେ । ତେବେ ଆଶା ଅକରୁଛୁ ଯେ ସୋମାଲିନ ଓ ନିଶିତଙ୍କ ଯୋଡି ଆଗକୁ ଏମିତି ହସ ଖୁସିରେ ରହିଥାଉ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ସୋମାଲିନ ପରିଡା ଓ ନିଶିତ ନାୟକଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *