ନିର୍ବନ୍ଧ ହେବା ପରେ ବି ଅଲଗା ହୋଇଥିବା ସେଲିବ୍ରେଟି ଯୋଡି

ଓଲିଉଡ ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଭଲ ପାଇ ନିର୍ବନ୍ଧ କରିଲେ । କିନ୍ତୁ କିଛି ସମୟ ପରେ କୌଣସି କାରଣରୁ ନିର୍ବନ୍ଧକୁ ଭା-ଙ୍ଗି ଦେଲେ ଓ ଶେଷରେ ଅନ୍ୟ କାହାକୁ ବିବାହ କରି ନେଲେ । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ କହିବୁ ।

ଶ୍ରଦ୍ଧା ଓ ରାଜରାଜେସ

ଓଲିଉଡର ଏହି ଯୋଡି ବହୁତ ଚର୍ଚିତ ଯୋଡି ମଧ୍ୟରୁ ଗୋଟିଏ ଅଟେ । କହିଦେଉଛୁ କି ଗତ ବର୍ଷ ଦୁଇ ଜଣ ପରସ୍ପର ସହ ନିର୍ବନ୍ଧ କରିଥିଲେ । କିନ୍ତୁ କୌଣସି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଦେଖା ଯାଇ ଥିଲା । ଏହା ପରେ ଦୁଇ ଜଣ ନିଜର ନିର୍ବନ୍ଧ ଭା-ଙ୍ଗି ଦେଲେ ଓ ବର୍ତ୍ତମାନ ରାଜରାଜେସ ଶ୍ରଦ୍ଧାଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି ।

ଚନ୍ଦନ ଓ ଲିସା

ଚନ୍ଦନ ଓ ଲିସାଙ୍କ ଯୋଡି ବିଷୟରେ ଆପଣମାନେ ଜାଣିଛନ୍ତି । ଏମାନେ ବହୁତ ଦିନ ପର୍ଯ୍ୟନ୍ତ ରିଲେଶନସିପରେ ରହିଥିଲେ । କିନ୍ତୁ କିଛି ସମୟ ପରେ ଦୁଇ ଜଣ ପରସ୍ପର ଠାରୁ ବ୍ରେକଅପ କରି ନେଲେ । ବର୍ତ୍ତମାନ ଚନ୍ଦନ ମାହିଙ୍କୁ ବିବାହ କରିସାରିଛନ୍ତି ।

ଲିପ୍ସା ମିଶ୍ର

୨୦୨୦ରେ ଲିପ୍ସା ମିଶ୍ର ନିଜର ବୟଫ୍ରେନ୍ଡ ବିଷୟରେ ସମସ୍ତଙ୍କୁ କହିଥିଲେ । କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳୁଛି କି ଦୁଇ ଜଣଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇ ଯାଇଛି ଓ ବର୍ତ୍ତମାନ ଦୁଇ ଜଣ ଅଲଗା ହୋଇ ଯାଇଛନ୍ତି ।

ଦେବିକା

ଓଡିଆର ବହୁତ ସିରିଏଲରେ ନଜର ଆସିଥିବା ଦେବିକା ବହୁତ ହିଁ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ଦେବିକା ନିଜର ବୟଫ୍ରେନ୍ଡ ସହ ନିର୍ବନ୍ଧ କରିଥିଲେ । କିନ୍ତୁ କିଛି ଦିନ ପରେ କୌଣସି କାରଣରୁ ଦେବିକା ଓ ତାଙ୍କର ବୟଫ୍ରେନ୍ଡଙ୍କ ନିର୍ବନ୍ଧ ଭା-ଙ୍ଗି ଗଲା । ନିର୍ବନ୍ଧ ଭା-ଙ୍ଗିବା ପରେ ତାଙ୍କର ବୟଫ୍ରେନ୍ଡ ଅନ୍ୟ କାହାକୁ ବିବାହ କରିସାରିଛନ୍ତି ।

ସିଦ୍ଧାନ୍ତ ଓ ରଚନା

ସିଦ୍ଧାନ୍ତ ଓ ରଚନା ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ସବୁଠୁ ଚର୍ଚିତ ଓ ଜଣାଶୁଣା ଯୋଡି ଅଟନ୍ତି । ଆଜି ବି ଦର୍ଶକମାନେ ଏହି ଯୋଡିକୁ ବଡ ପରଦାରେ ଦେଖିବାକୁ ପସନ୍ଦ କରନ୍ତି । କହିଦେଉଛୁ କି ଦୁଇ ଜଣ ୨୦୦୨ରେ ପରସ୍ପରକୁ ବିବାହ କରିଥିଲେ । କିନ୍ତୁ ବିବାହର ବର୍ଷେ ପରେ ଦୁଇ ଜଣ ପରସ୍ପର ଠାରୁ ତଲାକ ନେଇଗଲେ । ଏହା ସିଦ୍ଧାନ୍ତ ମାମା ମିଶ୍ରଙ୍କୁ ବିବାହ କରିନେଲେ ।

Leave a Reply

Your email address will not be published. Required fields are marked *