ଯେଉଁ ମଞ୍ଚରୁ ବିଦାୟ ନେଲେ ନି-ଶାା ମହାରଣା ସେହି ମଞ୍ଚ ଉପରକୁ ଉଠିଲେ ଓଡିଆ ଅଭିନେତ୍ରୀ ଋଯ ଦେଓ । ଯେଉଁ ମଞ୍ଚରେ ନି-ଶାା ମହାରଣା ନାଚିବାକୁ ମନା କରାଗଲା ସେହି ମଞ୍ଚରେ ଜଲୱା ଦେଖାଇଲେ ରିୟା ଦେଓ । ଅତିଥି କଳାକାର ଆସନ୍ତୁ ଦର୍ଶକ ବି ଖୁସି ହୁଅନ୍ତୁ । କିନ୍ତୁ ଯାତ୍ରା ମଞ୍ଚ ଉପରେ ଅ-ଶ୍ଳୀ-ଳ-ତା କୁ ପ୍ରଶୟ ଦିଆଯିବ ନାହି ।
ଏମିତି କିଛି ଯୁକ୍ତି ବାଢି ସରିବା ପରେ ନି-ଶାା ମହାରଣାକୁ ମଞ୍ଚ ଉପରକୁ ମନା କରା ଯାଇଥିଲା । ହଁ ଦର୍ଶକ ବନ୍ଧୁ କାଲି ରାତିରେ ରାଜଧାନୀ ଅପେରା ର ମଞ୍ଚ ଉପରେ ଜଲୱା ଦେଖାଇ ଥାନ୍ତେ ନି-ଶାା ମହାରଣା । ମଞ୍ଚ ଉପରୁ ପାଣି ପଡିଥାନ୍ତା ଆଉ ଟିପ ଟିପ ବର୍ଷା ପାଣିରେ ନିଜର ଜଲୱା ଦେଖାଇ ଥାନ୍ତେ ନି-ଶାା ମହାରଣା । କିନ୍ତୁ ଏହା ପୂର୍ବରୁ ବିବାଦ ଦେଖାଗଲା ।
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ଖଡମୂଳ ବସନ୍ତ ପଡିଆରେ ଯାତ୍ରା ଚାଲିଥିବା ବେଳେ ନି-ଶାାକୁ ଏଇ ବିବାଦ ଦେଖାଗଲା । ମଞ୍ଚ ଉପରକୁ ଯାଇଦ ନି-ଶାା ଉଠିବେ ତେବେ ମଞ୍ଚ ଉପରକୁ ଉଠିବେ ନାହି କମିଟି ମେମ୍ବର ଙ୍କ ସହ ତାଙ୍କ ସାଥି କଳାକାର ମାନେ । ଯାହାକୁ ନେଇ ପ୍ରବଳ ବିରୋଧ କରାଗଲା । ଆଉ ଶେଷକୁ ଯେବେ ଯାତ୍ରା ହେଲା ସେତେବେଳେ ମଞ୍ଚ ଉପରକୁ ଉଠିଲେ ନାହି ନି-ଶାା ମହାରଣା ।
ଆଉ ଜଲୱା ଦେଖାଇଲେ ଓଡିଆ ଅଭିନେତ୍ରୀ ରିୟା ଦେଓ । ରିୟା ନାଚିଲେ ଆଉ ଗୀତ ଗାଇଲେ । କିନ୍ତୁ ସେଥିରେ ନ ଥିଲା ଅ-ଶ୍ଳୀ-ଳ-ତା । ସେଥିପାଇଁ ତ ତାଙ୍କୁ ମିଳିଲା ସୁଯୋଗ ଆଉ ଜଣଙ୍କୁ କରାଗଲା ବାରଣ । ଶେଷରେ ଯାତ୍ରା ହୋଇ ସୁରୁଖୁରରେ ଶେଷ ହେଲା । ଭଲରେ ଭଲରେ ଯାତ୍ରା ସରିଲା ଆଉ ଦର୍ଶକ ବି ଯାତ୍ରା ଦେଖିଲେ । ଆଉ ସବୁଠାରୁ ବଡ କଥା ନି-ଶାା ମହାରଣା ମଞ୍ଚ ଉପରକୁ ଉଠିବେ ନାହି ।
ଆଉ ତାଙ୍କ ବଦଳରେ ରିୟା ଦେଓ ଯୋଗ ଦେବେ ବୋଲି ଏମିତି ପଡିଆରେ ସନ୍ଧ୍ୟାରେ ପ୍ରଚାର କରା ଯାଇଥିଲା । ଆଉ ମୂଳ ବସନ୍ତ ନିତାଇ ଚୈତନ୍ୟ ଯାତ୍ରା କମିଟି ଦ୍ଵିତୀୟ ରାତିରେ ଆଇଟମ ଗାର୍ଲ ନି-ଶାା ମହାରଣା ଆସି ନ ଥିଲେ । ତାଙ୍କ ବଦଳରେ ଆସିଥିଲେ ରିୟା ଦେଓ । ଆଉ ଯେଉଁଥି ପାଇଁ ଗତ କାଲି ରାତିରେ ଯାତ୍ରା ଭଲରେ ଶେଷ ହେଲା ।
ଏଠାରେ କହି ରଖୁଚୁ ଆଦି ନି-ଶା ମହାରଣା ମଞ୍ଚ ଉପରକୁ ଉଠନ୍ତି ତେବେ ଯାତ୍ରା ହେବ ନାହି ବୋଲି କଳାକାର ମାନେ ରୋକ ଠୋକ ମନା କରିଥିଲେ । ଆଉ ସେମାନେ ଅଭିଯୋଗ କରିଥିଲେ କି ନି-ଶାା କଳାକାର ନୁହେଁ ଏଭଳି ଅ-ଶ୍ଳୀ-ଳ ନୃତ୍ଯୁ କରି ଲୋକପ୍ରିୟ ହେବାକୁ ଚେଷ୍ଟା କରୁଛନ୍ତି । ଅନ୍ୟ ପଟେ ନି-ଶା ମହାରଣା ସୋସିଆଲ ମିଡିଆରେ ଯାତ୍ରା କଳାକାରଙ୍କୁ କଡା ଭାଷାରେ ଗାଳି ଗୁଲଜ କରିଛନ୍ତି । ଆଉ ଏହାରି ଭିତରେ ଖୁବ ସୁନ୍ଦର ନାଟକ ମଞ୍ଚସ୍ଥ କରିଥିଲା ରାଜଧାନୀ ଅପେରା ରିୟା ଦେଓ ଙ୍କୁ ନେଇ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।