ନୂଆବର୍ଷରେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ପୁରା ବର୍ଷ ହେବ ଧନର ବର୍ଷା- Jyotisha Shastra

ସମସ୍ତଙ୍କ ମନରେ ଗୋଟିଏ କଥା ରହିଥାଏକି ନୂତନ ବର୍ଷ କେମିତି କଟିବ । ଏହି ଲେଖା ମାଧ୍ୟମରେ କହିବୁକୀ ଘରକୁ କେଉଁ ଜିନିଷ ଆଣିଲେ ଆମର ଶୁଭ ହୋଇଥାଏ । ତାହା ସହିତ ବର୍ଷ ସାରା ଟଙ୍କା ପଇସାର ଅଭାବ ଦେଖାଦେଇନଥାଏ । ଏମିତି କୁହାଯାଏକି ନୂଆ ବର୍ଷର ଆରମ୍ଭ ଯଦି ଭଲରେ କରାଯିବ ତେବେ ପୁରା ବର୍ଷ ଭଲରେ କଟିବ । ବନ୍ଧୁଗ ନୂଆ ବର୍ଷ ଆସିବା ପୂର୍ବରୁ ଏହି ଛଅଟି ଜିନିଷ ମଧ୍ୟରୁ କୌଣସିବି ଗୋଟିଏ ଜିନିଷ ଘରକୁ ନେଇ ଆସନ୍ତୁ । ଦେଖିବେ ଆପଣଙ୍କ ଭାଗ୍ୟ ଚମକି ଉଠିବ । ମା ଲକ୍ଷ୍ମୀଙ୍କ କୃପାରୁ ବର୍ଷଟି ବହୁତ ଭଲ ଓ ହସ ଖୁସିରେ କଟିବ । ତେବେ ଆସନ୍ତୁ ଜାଣିବା ସେହି ୫ଟି ଜିନିଷ ବିଷୟରେ ।

ଭଗବାନ ଗଣେଶଙ୍କ ମୂର୍ତି :-

ଭଗବାନ ଗଣେଶଙ୍କୁ ବିଘ୍ନ ହରତା ବୋଲି କୁହାଯାଇଥାଏ । ଯିଏ ସବୁ ଦୁଃଖ କଷ୍ଟକୁ ଦୂର କରିଥାନ୍ତି ।   ଯଦି ଆପଣ କେଉଁ ସମସ୍ୟାରେ ଫଶୀ ଯାଇଛନ୍ତି । ତେବେ ନୂଆ ବର୍ଷରେ ଭଗବାନ ଗଣେଶଙ୍କ ମୂର୍ତି ନିଶ୍ଚିନ୍ତ ଆଣନ୍ତୁ । ଏହା ଦ୍ଵାରା ଭଗବାନ ଗଣେଶ ଆପଣଙ୍କ ଜୀବନରେ ସବୁ ଦୁଃଖ କଷ୍ଟକୁ ଦୂର କରିଥାନ୍ତି । ଏବଂ ଆପଣଙ୍କୁ ଖୁସି ପ୍ରଦାନ କରିବେ । ନୂଆ ବର୍ଷ ଦିନ ହିଁ ଗଣେଶଙ୍କ ମୂର୍ତିକୁ ପୂଜା ପାଠ କରନ୍ତୁ । ଦେଖିବେ ଭଗବାନ ଗଣେଶ ଆପଣଙ୍କ ସବୁ ସମସ୍ଯା ଦୂର କରିବେ ।

ନଡିଆ :- ଏହି ବର୍ଷ ଯଦି ନଡିଆ ଭାଙ୍ଗି ଆରମ୍ଭ କରାଯାଏ ତେବେ ବହୁତ ଶୁଭ ହୋଇଥାଏ । ଏହା ଦ୍ଵାରା ଆପଣ ମାନଙ୍କର ସଫଳତାର ରାସ୍ତା ମଧ୍ୟ ଖୋଲିଯାଇଥାଏ । ସମସ୍ତଙ୍କ ନକରାତ୍ମକ ଊର୍ଜା ବାହାରି ଯାଇଥାଏ ଏବଂ ସକରାତ୍ମକ ଊର୍ଜା ଆସିଥାଏ । ଘରେ ହେଉ କିମ୍ବା କୌଣସି ମନ୍ଦିରରେ କେଉଁଠିବି ନଡିଆ ଭାଙ୍ଗି ପାରିବେ ।

ମୟୂର ଚୂଳ :- ଯଦି ଆପଣ ସବୁଦିନ ଧନର ସମସ୍ୟକୀ ନେଇ ଚିନ୍ତିତ ରହୁଛନ୍ତି ତାହେଲେ ଏହି ନୂଆ ବର୍ଷ ଦିନ ଘରକୁ ମୟୁର ଚୂଳ ନିଶ୍ଚିନ୍ତ ଆଣନ୍ତୁ । ଧ୍ୟାନ ରଖିବେଜେ କିଣିବା ସମୟରେ ଶ୍ରୀକୃଷ୍ଣଙ୍କ ନାମ ନିଶ୍ଚିନ୍ତ ନେବେ । ଏମିତି କରିବା ଦ୍ଵାରା କାର୍ଯ୍ୟରେ ସଫଳତା ମିଳିଥାଏ । ଆଉ ସବୁ କାମ ଭଲରେ ହୋଇଥାଏ ।

ମନିପ୍ଲାଣ୍ଟ :- ଏହି ନୂଆ ବର୍ଷରେ ଆପଣ କୌଣସି ମନି ପ୍ଳାଣ୍ଟ ଗଛ ଘରକୁ କିଣି ଆଣିବେ । ବନ୍ଧୁଗଣ ଏହି ଗଛ ଘରକୁ ସୁଖ ସମୃଦ୍ଧି ଆଣିଥାଏ । ଯଦି ଆପଣ ଟଙ୍କାର ସମସ୍ୟାକୁ ଚିନ୍ତିତ ଅଛନ୍ତି ତେବେ ନୂଆ ବର୍ଷରେ ଏହି ଗଛ ମଧ୍ୟରୁ କୌଣସି ଗୋଟିଏ ଗଛ ଘରେ ଲଗାନ୍ତୁ । ଦେଖିବେ ଆପଣଙ୍କ ପୁରା ବର୍ଷଟି ଭଲରେ କଟିବ ।

ହନୁମାନଙ୍କ ଫୋଟ :- ଶାସ୍ତ୍ରରେ ଏମିତି କୁହାଯାଏକି ଘରେ ହନୁମାନଏନକେ ଫୋଟ ନିହାତି ରଖିବା ଦରକାର । ନୂଆ ବର୍ଷରେ ହନୁମାନଙ୍କ ଫୋଟ ଘରକୁ ନେଇକି ଆସନ୍ତୁ  ଏବଂ ଘରର ମୁଖ୍ୟ ଦ୍ଵାରରେ ଲଗାନ୍ତୁ ଏମିତି କରିବା ଦ୍ଵାରା ମଙ୍ଗଲ, ସନି ଓ ଭୁତ ପ୍ରେତଙ୍କର ଭୟ ଲାଗିନଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *