ଆଗାମୀ 21 ବର୍ଷ ପର୍ଯ୍ୟନ୍ତ ପଡିଲା ଶନିଙ୍କ କୃପାଦୃଷ୍ଟି, ଏହି 5ଟି ରାଶି ଉପରେ ପ୍ରବଳ ଧନବର୍ଷା

ଯେତେବେଳେ କୌଣସି ଗ୍ରହର ଦଶ ଦିଶାରେ ଅଦଳ ବଦଳ ହୋଇଥାଏ, ତେବେ ନିଶ୍ଚିନ୍ତ ଭାବରେ ତାହାର ପ୍ରଭାବ ମନୁଷ୍ୟ ଜୀବନ ଉପରେ ପଡିଥାଏ । କିନ୍ତୁ ଆମେ ଏହି ପ୍ରଭାବକୁ ବୁଝି ପାରିନଥାଉ ଯାହା ଫଳରେ ଆମ ସହିତ କିଛି ଘଟଣା ଘଟି ଯାଇଥାଏ । କିନ୍ତୁ ଏହିଠାରେ ଆମେ କହିଦେଉଛୁ ଯେ ପ୍ରତେକ ଗ୍ରହର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ତେବେ ଆସନ୍ତୁ ଶନିଗ୍ରହ ବିଷୟରେ ଜାଣିବା । ଆମ ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଶନିଦେବା ଯେତେବେଳେ ଯାହା ଉପରେ ଖୁସି ହୋଇଥାନ୍ତି ସେଇ ମନୁଷ୍ୟର ସମୟ ବହୁତ ଅଧିକ ଭଲ ହେବା ଆରମ୍ଭ ହୋଇଥାଏ ।


ଶନିଦେବଙ୍କ ପ୍ରକୋପ ଯେତେ ଅଧିକ ପଡିଥାଏ ତାଠାରୁ ଅଧିକ ସେ ଲୋକମାନଙ୍କୁ ଖୁସି ଦେଇଥାନ୍ତି । ଶନି ଭଗବାନ କାହାର ଶତ୍ରୁ ହୋଇନଥାନ୍ତି ବରଂ ମିତ୍ର ହୋଇଥାନ୍ତି । ଶନିଦେବ ନ୍ୟାୟ ପ୍ରିୟ ଦେବତା ଅଟନ୍ତି । ଜିଏକି ପ୍ରତେକ ପ୍ରାଣୀ ସହିତ ନ୍ୟାୟ କରିଥାନ୍ତି ।


କିନ୍ତୁ ଯେଉଁ ଲୋକ ଅନଇତିକ ଓ ଭୁଲ କାର୍ଯ୍ୟ କରିଥାନ୍ତି ସେମାନକୁ ଭଗବାନ ଶନିଦେବଙ୍କର  ଦଣ୍ଡ ଭୋଗିବାକୁ ପଡିଥାଏ ।ଯେତେବେଳେ ଶନିଦେବ ନିଜର ଚାଳନ ବଦଳାନ୍ତି ସେ ରାଶି ମାନଙ୍କ ଉପରେ କାହା ଉପରେ ଭାରି ପଡନ୍ତିତ କାହା ଉପରେ ଖୁସି ହୋଇଥାନ୍ତି । ଏମିତିରେ ସବୁ ରାଶିଙ୍କ ଉପରେ ଶନିଦେବଙ୍କ ପ୍ରଭାବ ରହିଥାଏ । କିନ୍ତୁ ଏହି ମାସରେ ଜ୍ଯୋତିଷଙ୍କ ଅନୁସାରେ ଏମିତି କିଛି ରାଶି ରହିଛି ଭଗବାନ ଶନି ଦେବଙ୍କର ଆଗାମୀ ୨୧ ବର୍ଷ ପର୍ଯ୍ୟନ୍ତ ଶୁଭ ଦ୍ରୁଷ୍ଟି ରହିଛି । ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡିକ ।

ମେଷ ରାଶି :- ମେଷ ରାଶି ଉପରେ ଶନିଦେବ ଖୁସିରେ ରହିବେ । ଏହି ରାଶିର ଚିନ୍ତା କରିବାର ଆବଶ୍ୟକ ନହିଁ । ଏହି ରାଶି ଉପରେ ଶନି ଦେବଙ୍କର ଅସୀମ କୃପା ରହିଛି । ଏହା ପୁରା ସମ୍ପୂର୍ଣ ୨୧ ବର୍ଷ ପର୍ଯ୍ୟନ୍ତ । ମଝିରେ ଏହି ରାଶିର ଲୋକଙ୍କୁ ଧନର କୌଣସି ଅଭାବ ରହିବ ନହିଁ । ଏମାନଙ୍କର ସବୁ ମନସ୍କାମନା ଶନି ଦେବା ପୂରଣ କରିବେ ।


ସିଂହ ରାଶି :- ଶନିଦେବଙ୍କର କୃପା ଏହି ରାଶି ଉପରେ ବର୍ଷିବ ଏବଂ ଏମାନଙ୍କ ଭିତରେ  କୌଣସି ଆତ୍ମା ବିଶ୍ବାସର ଅଭାବ ରହିବ ନହିଁ । ଏମାନଙ୍କର ସବୁ ଭାବନା ଭଗବାନ ଶନି ଦେବଙ୍କ ଦ୍ଵାରା ପୂରଣ ହୋଇଯିବ । କିନ୍ତୁ ଗୋଟିଏ କଥାର ଧ୍ୟାନ ରଖନ୍ତୁଯେ ଆପଣ ସମ୍ପୂର୍ଣ ପରିଶ୍ରମ ଓ ନିଜ କାର୍ଯ୍ୟ ଉପରେ ଧ୍ୟାନ ରଖିବା ନିହାତି ଦରକାର ।

କନ୍ୟା ରାଶି :- ଆପଣଙ୍କ ଉଧାର ଶନି ମହାରାଜ ମଧ୍ୟ କରିବେ । କିନ୍ତୁ ଗୋଟିଏ ସର୍ତ ରହିଚିକି ନିଜର ସମୟ ଜୀବନସାଥି ସହିତ କାଟିବାକୁ ପଡିବ । ଶନିଦେବଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ରହିବ ।


ତୁଳା ରାଶି :- ସଫଳତା ଆପଣଙ୍କ ଦ୍ଵାରରେ ଅଛି । କୌଣସି ଝଗଡା ବା କଳିଝଗଡା ଠାରୁ ଆପଣ ଦୂରେଇ ରୁହନ୍ତୁ । ତେବେ ଯାଇ ଆପଣଙ୍କ ଘର ପରିବାରରେ ସୁଖ ଶାନ୍ତି ଲାଗିରହିବ ।

କର୍କଟ ରାଶି :- ଏହି ରାଶି ଉପରେ ଶନିଦେବ ବହୁତ ଖୁସିରେ ରହିବେ । ଏମାନକୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନହିଁ । ଏହି ରାଶି ଉପରେ ଶନିଦେବଙ୍କର ଅସୀମ କୃପା ରହିବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *