ଗଜବ! ବିଦାଇ ପରେ ଶାଶୂଘର ନୁହେଁ ହସ୍ପିଟାଲ ପହଞ୍ଚି ଥିଲା ବୋହୂ, ଦେଲା ଝିଅକୁ ଜନ୍ମ

ଆଜିକାଲି ଦୁନିଆରେ କି କି ଖବର ସବୁ ଶୁଣିବାକୁ ମିଳୁଛି । ଆପଣ ତ ପଢୁଥିବେ ଓ ଜାଣୂଥିବେ । ତେବେ ଆଜି ପୁଣି ଏକ ଆଶ୍ଚର୍ଯ୍ୟ କଳା ଭଳି ଖବର ନେଇ ଆସିଛୁ ଆମେ ଆପଣଙ୍କ ପାଇଁ । ଆଜ୍ଞା ହଁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିବାହ ପରେ ନୂଆ ସଙ୍ଗେ ସଙ୍ଗେ ଜନ୍ମ ଦେଇଛନ୍ତି ଏକ ସନ୍ତାନକୁ । ତେବେ କଣ ଏହା ପଛର ସତ୍ୟତା ସେ ବିଷୟରେ ଆସନ୍ତୁ ଜାଣିବା । ଏବଂ ସେହି ସନ୍ତାନ କାହାର ? ତେବେ ପ୍ରକୃତରେ ଘଟଣା ହେଲା ହରିୟଣା ର ଅମ୍ବାଲା ରେ ଏକ ଏମିତି ଘଟଣା ସାମ୍ନା କୁ ଆସିଛି ଯାହା ଦ୍ଵାରା ସମସ୍ତେ ଚକିତ ହୋଇ ରହିଯାଇଛନ୍ତି ।

Image Courtesy: Google

ଏହି ଘଟଣା ଟି ହେଉଛି ବିବାହ ହବା ପରେ ଝିଅ କୁ ଶଶୁର ଘର ନନେଇ ହସ୍ପିଟାଲ ନବାକୁ ପଡିଲା, ବୋହୁ ଜନ୍ମ କରିଥିଲା ଗୋଟେ ଝିଅ । ବର ରାଜସ୍ଥାନ ର ଭରତପୁର ରେ ରହୁଥିବା ବେଳେ ଝିଅ ହରିୟଣା ରେ । ଝିଅ ଓ ପୁଅର ୨ ବର୍ଷ ପୂର୍ବରୁ ବିବାହ ଠିକ ହୋଇଥିଲା । ଯାହାପରେ  ସେମାନେ ପରସ୍ପର ସହ ଦେଖା ହେଉଥିଲେ ଓ ମିଶୁଥିଲେ । ତେବେ ଖବର ଅନୁସାରେ ବାହାଘର ଦିନ ଏ ଝିଅ ବିଦା ହେବା ପରେ ରାସ୍ତାରେ ତାର ଲେବର ପେନ୍ ଆରମ୍ଭ ହୋଇଥିଲା ।

Image Courtesy: Google

ଯାହା ଫଳରେ ତାକୁ ତୁରନ୍ତ ହସ୍ପିଟଲ ନିଆ ଯାଇଥିଲା । ଯେଉଁଠି ସେ ଏକ ଝିଅକୁ ଜନ୍ମ ଦେଇଥିଲା । ତେବେ ସେହି ଝିଅ ବରର ବୋଲି ସେ ସ୍ଵୀକାର କରିଥିଲେ । ଏହା ପରେ ଜଣା ପଡିଲା ଜନ୍ମ ହୋଇଥିବା ଝିଅ ଟି ହେଉଛି ସେଇ ପୁଅ ର ଯାହାର ବାହାଘର ହେଉଥିଲା, ଏହା ପରେ ହସ୍ପିଟାଲ ର କର୍ମ ଚାରି ସବୁ ଆସିଲେ ଝିଅ ସହ କଥା ହୋଇଥିଲେ ।

Image Courtesy: Google

ଏହି ଘଟଣା ପରେ ହସ୍ପିଟାଲ କର୍ମଚାରୀମାନେ ତାଙ୍କୁ ଡିଶ୍ଚାର୍ଜ କରିବାକୁ ମନ କଲେ । ଶେଷରେ ବର ଓ ବୋହୁ କାହାକୁ କିଛି ନ କହି ନିଜ ଝିଅ କୁ ନେଇ ସେଠାରୁ ପଳେଇଲେ । ହସ୍ପିଟାଲ ରେଜିଷ୍ଟର ରେ ଝିଅ ର ଲାଳନ ପାଳନ କରିପାରିବେ ବୋଲି ଲେଖିକି ଝିଅ କୁ ନେଇଗଲେ  । ଏହି ଘଟଣା ବିଷୟରେ ଆପଣଙ୍କ ମତାମତ ନିଶ୍ଚୟ ଦ୍ଦେବେ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *