କରୋନା ପାଇଁ ଯୁବକ ମାନଙ୍କ ମଧ୍ୟରେ ଦେଖା ଦେଉଛି ଏହି ଭୟଙ୍କର ସମସ୍ଯା, ରୁହନ୍ତୁ ସତର୍କ

ଆଜିକା ସମୟରେ କ-ରୋ-ନା ଠାରୁ ବଞ୍ଚି ରହିବା ବହୁତ ଆବଶ୍ୟକ ଅଟେ, ତେବେ କଣ ଆପଣ ଜାଣିଛନ୍ତି କିଛି ଲୋକଙ୍କ ଶରୀରରେ କ-ରୋ-ନା ଲକ୍ଷଣ କିଛି ଜଣା ପଡୁ ନାହିଁ କିନ୍ତୁ ହଟାତ ତାଙ୍କ ସ୍ୱାସ୍ଥ୍ୟ ଏତେ ଖରାପ ହୋଇଯାଉଛି ଯେ ଭେ-ଣ୍ଟି ଲେଟର ରେ ରଖିବାକୁ ପଡୁଛି । ତେବେ ଭେ-ଣ୍ଟି-ଲେଟରରେ ରଖିବା ଅର୍ଥ ରୋ-ଗୀ ବହୁତ ସି-ରି-ଏ-ସ ହେଇ ଯାଇଛନ୍ତି । ତେବେ ଆଜି ଆମେ ଏହାର କାରଣ ଆପଣଙ୍କୁ ଭଲ ଭାବରେ କହିବାକୁ ଯାଉଛୁ ।

ତେବେ ଡକ୍ଟର ମାନେ ମଧ୍ୟ ରୋ-ଗୀ ଆଉ ତାଙ୍କ ଘର ଲୋକଙ୍କୁ ବହୁତ କଥା ଲୁଚାଉଛନ୍ତି ଯାହା ଦ୍ଵାରା ଘର ଲୋକ ଅଧିକ ଚିନ୍ତା କରିବେ ନାହିଁ କିନ୍ତୁ ଘର ଲୋକଙ୍କୁ ବହୁତ କଥା ଜାଣିବା ଆବଶ୍ୟକ ହୋଇଥାଏ । ତେବେ ଆଜି ଆମେ ଯେଉଁ କଥା କହିବାକୁ ଯାଉଛୁ ତାହା ଯୁବା ମାନଙ୍କୁ ଜାଣିବା ବହୁତ ଆବଶ୍ୟକ ଅଟେ । କ-ରୋ-ନା ର କେତେ ଷ୍ଟ୍ରେ-ନ ଦେଖିବାକୁ ମିଳୁଛି ଆଉ ଖବର ଅନୁଯାଇ ତୃତୀୟ ଲହର ମଧ୍ୟ ଖୁବ ଶୀଘ୍ର ଆସିବାକୁ ଯାଉଛି ।

ଏହା ଛଡା କଣ ଆପଣ ଜାଣିଛନ୍ତି ଯେ ପୁରା ଦୁନିଆର କ-ରୋ-ନା କାଉଣ୍ଟିଂ ଅନୁଯାଇ ୫୦% କେବଳ ଭାରତୀୟ ଅଛନ୍ତି ତେବେ ଭାବୁଥାନ୍ତୁ ଭାରତରେ ଏହା କେତେ ମାତ୍ରାରେ ବଢି ଯାଇଛି । ତେବେ ବର୍ତମାନ ସ୍ଥିତରେ ଗୋଟେ ନା ଆସୁଛି ଯାହାକୁ ହାପି ହା-ଇ-ପୋ-କ୍ସି-ଆ କୁହା ଯାଉଛି । ତେବେ ହାଇପୋକ୍ସିଆ ଅର୍ଥ ଆରମ୍ଭ ଲକ୍ଷଣ ତେବେ ହା-ଇ-ପୋ-କ୍ସି-ଆ କୋରୋନାର ପ୍ରଥମ ଲକ୍ଷଣ ବୁଢା ବୁଢୀ ମାନଙ୍କ ପାଖରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି ।

ଯେତେବେଳେ ତାଙ୍କ ରୋ-ଗ ପ୍ରତି ରୋଧକ କ୍ଷମତା କମ ଥାଏ ସେଥିପାଇଁ କ-ରୋ-ନା ପ-ଜେ-ଟି-ବ ହେଲେ ତାଙ୍କର ବହୁତ ଶୀଘ୍ର ଲକ୍ଷଣ ଦେଖା ଦେଇଥାଏ ଯାହା ପରେ ତାଙ୍କ ଚିକିତ୍ସା ସଠିକ ସମୟରେ ଆରମ୍ଭ ହେଇ ପାରୁଛି କିନ୍ତୁ ଯେଉଁ ଲୋକଙ୍କ କ-ରୋ-ନା ଲକ୍ଷଣ ଦେଖା ଯାଉ ନାହିଁ ତାଙ୍କର ଅଧିକ ସମୟ ହେଲା ପରେ ପରିସ୍ଥିତି ବହୁତ ଖରାପ ଜଣା ପଡୁଛି ଯାହା ସମସ୍ତଙ୍କ ପାଇଁ ବହୁତ ଅସୁବିଧା କରୁଛି । ତେବେ ହାପି ହାଇପୋକଶିଆ କମ ବୟସ ଲୋକଙ୍କୁ ହେଉଛି ତେବେ ଏଥିରେ ରୋ-ଗୀକୁ ସଂ-କ୍ର-ମ-ଣ ହେଇଥିବ କିନ୍ତୁ କିଛି ଲକ୍ଷଣ ନଥିବ ।

ରୋ-ଗୀ ଆକ୍ସିଜନ କମି କମି ଯାଉଥିବ କିନ୍ତୁ ଶରୀରକୁ ଜଣା ପଡିବ ନାହିଁ ନା ଜର ଆସିବ ନା ଥକା ଲାଗିବ ଆପଣଙ୍କୁ କିଛି ଲକ୍ଷଣ ଜଣା ପଡିବ ନାହିଁ କିନ୍ତୁ ଆପଣଙ୍କ ଫୁସ ଫୁସ ଉପରେ ଏହାର ପ୍ରଭାବ ଦିନକୁ ଦିନ ବଢିବାକୁ ଲାଗିବ ଆଉ ପରିସ୍ଥିତି ହାତରୁ ବାହାରିବା ପରେ ଆପଣଙ୍କ ହାତରେ କିଛି ନଥିବ ତେବେ ଆକ୍ସିଜନ ମାପିବା ପାଇଁ ଘରେ ଗୋଟେ ମେସିନ ରଖନ୍ତୁ ଆଉ ଦିନରେ କେବଳ ଥରେ ମସ୍ତଙ୍କ ଆକ୍ସିଜନ ଲେବଲ ମାପି ଦିଅନ୍ତୁ ଯଦି କାହାର ୯୨ ତଳେ ଆକ୍ସିଜନ ମାତ୍ରା ଆସୁଛି ତେବେ ଆପଣ ଡକ୍ଟର ପାଖକୁ ଯାଇ ଚି-କି-ତ୍ସା କରନ୍ତୁ ।

Leave a Reply

Your email address will not be published. Required fields are marked *