ଜନ୍ମ ହେବାର କିଛି ସମୟ ଭିତରେ ହିଁ ଚାଲିବାକୁ ଲାଗିଲା ଶିଶୁ, ବିଶ୍ୱାସ ନ ହେଲେ ଦେଖନ୍ତୁ ଏହି ଭିଡିଓ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ଦେବାକୁ ଯାଉଛୁ । ଯାହା ଉପରେ ଆପଣ ବିଶ୍ଵ କରିବେତ ନାହିଁ କିନ୍ତୁ ଏହା ସତ୍ୟ ଅଟେ । ସେଥିପାଇଁ ଆମେ ଆପଣଙ୍କୁ ଏକ ଭିଡିଓ ମଧ୍ୟ ଦେଖାଇବୁ ଯେଉଁଥିରେ ଆପଣ ଦେଖିବାକୁ ପାଇବେ ଏକ ନବଜାତ ଶିଶୁ କେମିତି ଜନ୍ମ ହେଉ ହେଉ ଚାଲିବାର ପ୍ରୟାସ କରୁଛି । ତେବେ ଆସନ୍ତୁ ଜାଣିବା ପୁରା ଘଟଣା କଣ ।

Image Courtesy: Google

ଛୋଟ ଛୁଆ ଆଜି କାଲୀ ଯୁଗ ରେ ବଡ ବଡ କାମ କରୁଛନ୍ତି ହେଲେ କେବେ ଶୁଣିଛନ୍ତି ଜନ୍ମ ହବା ର କିଛି ମିନିଟ ଭିତେରେ ଛୁଆ ର ଚାଲିବା କଥା ? ଏଇ ଭିଡିଓ ରେ ଦେଖନ୍ତୁ ଛୁଆ କେମିତି ଡକ୍ଟର କୁ ଭି ଆଶ୍ଚର୍ଯ୍ୟ କରିଦେଲା, ଛୁଆ ଜନ୍ମ ହେଉ ହେଉ ଚାଲବାକୁ ଚେଷ୍ଟା କଲାଣି । ଛୋଟ ପିଲାଙ୍କର ଆପଣ ବହୁତ କାରନାମା ଦେଖିଥିବେ ହେଲେ ଆଜି ଏମିତିଆ ଗୋଟେ ଛୁଆ ର ଭିଡିଓ ଭାଇରାଲ ହେଇଛି ଯିଏ କି ଜନ୍ମ ହବା ର କିଛି ସମୟ ରେ ଚାଲିବା ଏବଂ ଠିଆ ହବା ର ଚେଷ୍ଟା କରୁଛି ଦେଖି ଆପଣଙ୍କର ଆଖି ଖୋଲା ହିଁ ରହି ଯିବ ।

Image Courtesy: Google

ମା ଗର୍ଭ ରୁ ଛୁଆ ବାହାରିବା ପରେ ଡକ୍ଟର ଛୁଆ କୁ ଯେମିତି ଧରିଲେ ଛୁଆ ଡକ୍ଟର ହାତ ରେ ଚାଲିବାକୁ ଚେଷ୍ଟା କଲା । ଛୁଆ ଜନ୍ମ ହେଲେ ବୋହୁତ ଦୁର୍ବଳ ଥାନ୍ତି ବୋଲି ଆମେ ଜାଣୁ ହେଲେ ଏଠି ଛୁଆ ଡକ୍ଟର ସହ ଚାଲିଆ ପାଇଁ ଚେଷ୍ଟା କରୁଛି ଏଇଟା ଆଶ୍ଚର୍ଯ୍ୟ ର କଥା ହେଲେ ମଧ୍ୟ ଏହା ସତ୍ୟ ଅଟେ । ଯଦି ଆପଣଙ୍କର ବିଶ୍ବାସ ନାହିଁ। ତେବେ ଵହି ଭିଡିଓ ନିଶ୍ଚୟ ଦେଖନ୍ତୁ ।

ସାମାନ୍ଯ ପିଲାଙ୍କୁ ଚାଲିବା ରେ 10-12 ମାସ ଲାଗିଯାଏ କହିଙ୍କିନା ଶିଶୁ ବିକାଶ ରେ ସେତିକି ସମୟ ଲାଗେ, ହେଲେ ଏଠି ଛୁଆ ର ହାଡ ଏତେ ମଜବୁତ ଅଛି କି ସେ ଜନ୍ମ ହେଉ ହେଉ ଚାଲିବାକୁ ଚେଷ୍ଟା କଲାଣି । ଏହି ଘଟଣା ଏବେ ବହୁତ ଭାଇରାଲ ହେଉଛି । ଆପଣ ମଧ୍ୟ ଥରେ ଦେଖନ୍ତୁ ଏହି ଭିଡିଓ କେମିତି ଏହି କୁନି ପିଲାଟି ତାର କୁନି କୁନି ପାଦରେ ଡାକ୍ତର ହାତ ଧରି ଚାଲିବାକୁ ଚେଷ୍ଟା କରୁଛି ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *