ଓଲିଉଡ ଜଗତରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । କିଛି କଳାକାର ମାନେ ନିଜର ବ୍ୟକ୍ତିଗତ ଲାଇଫକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଠିକ ସେହି ଭଳି ଯାତ୍ରା ଜଗତରେ ଦମଦାର ଅଭିନୟ କରି କଳାକାର ମାନେ ଖୁବ ନାଁ କମାଇ ପାରିଛନ୍ତି । ଦର୍ଶକ ମାନେ ଯାତ୍ରା ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି । ଯାତ୍ରା ଜଗତର ଅଭିନେତ୍ରୀ ମାନେ ନିଜର ଅଭିନୟ ସହ ଷ୍ଟାଇଲିସ ଅନ୍ଦାଜ ପାଇଁ ଚର୍ଚ୍ଚା ରେ ରହିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ନୂଆ ଲୁକ ବିଷୟରେ କିଛି ଅନୋଖା କଥା କହିବାକୁ ଯାଉଛୁ । ଆପଣ ମାନେ ଯାତ୍ରା ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଅଭିନେତ୍ରୀ ରାନୀ ପଣ୍ଡା ସବୁ ସମୟରେ ବିବାଦ ରେ ଘେରି ହୋଇ ରହୁ ଥିବାରୁ ତାଙ୍କୁ ବିବାଦୀୟ ଅଭିନେତ୍ରୀ ବାହାବେ ଜଣାଯାଏ ।
ତେବେ ସେ ଅନେକ ସମୟରେ କୌଣସି ନା କୌଣସି କାରଣରୁ ବିବାଦ ରେ ପଡିଥାନ୍ତି । ଯାହା ପାଇଁ ତାଙ୍କର ଇମେଜ ଉପରେ ଖରାପ ପ୍ରଭାବ ପଡିଥାଏ । କିନ୍ତୁ ଏହା ମଧ୍ୟ ରେ ସେ ନିଜର ଅଭିନୟ ଜାରି ରଖିବା ସହ ଦର୍ଶକ ମାନଙ୍କ ସହ ନିଜର ବ୍ୟକ୍ତିଗତ ଲାଇଫ ବିଷୟରେ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ।

ତାଙ୍କର ଅଭିନୟ କୁ ଦର୍ଶକ ମାନେ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଏମିତି କିଛି ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଲାଗୁନି କି ସେ ରାନୀ ପଣ୍ଡା ।
କାରଣ ସେ ତାଙ୍କର ନୂଆ ଲୁକ ରେ ବେଶ ସୁନ୍ଦର ଓ ଗରେଜେସ ଲାଗୁଛନ୍ତି । ଏହି ଭିଡିଓ ରେ ଆପଣ ମାନେ ରାନୀ ପଣ୍ଡା ଙ୍କୁ ୱେସ୍ଟର୍ନ ଡ୍ରେସ ରେ ଦେଖି ପାରିବେ । ସେ ଏହି ନୂଆ ଲୂକ ରେ ଏତେ ହଟ ଲାଗୁଛନ୍ତି ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିଛନ୍ତି । ଏହା ସହ ସ୍ଟେଜ ରେ ମଧ୍ୟ ସେ ଦମଦାର ଡ୍ୟାନ୍ସ ପର୍ଫୋମାଂସ ଦେବାର ନଜର ଆସୁଛନ୍ତି ।

ତାଙ୍କର ଏହି ନୂଆ ଅବତାର ତାଙ୍କର ଫ୍ୟାନ୍ସ ମାନଙ୍କୁ ବେଶ ଆକର୍ଷିତ କରିଛି । ତେବେ ରାନୀ ପଣ୍ଡା ଙ୍କ ଡ୍ରେସ ଷ୍ଟାଇଲ ସହ ହେୟାର ଷ୍ଟାଇଲ ମଧ୍ୟ ଖୁବ ନିଆରା ହୋଇଛି । ତାଙ୍କୁ ଦେଖିଲେ ଲାଗୁଛି ଆଗ ଅପେକ୍ଷା ସେ ନିଜକୁ ବହୁତ ପରିବର୍ତ୍ତନ କରିଛନ୍ତି । ତାଙ୍କର ଏହି ନୂଆ ଅବତାର ବା ଲୁକ ବେଶ ଆକର୍ଷଣୀୟ ଓ ମନୋଲୋଭା ହୋଇଛି ।

ବନ୍ଧୁଗଣ ଆପଣ ମାନଙ୍କର ଅଭିନେତ୍ରୀ ରାନୀ ପଣ୍ଡାଙ୍କ ନୂଆ ଲୂକ କେମିତି ଲାଗିଲା ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
