ଅକ୍ଟୋବରରୁ ହେବ ବଡ ପରିବର୍ତ୍ତନ, ବଦଳିଯିବ ଏହି ସବୁ ନିୟମ…. ତୁରନ୍ତ ଦେଖନ୍ତୁ

ବନ୍ଧୁଗଣ ସୂଚନା ଅନୁସାରେ ଅକ୍ଟୋବର ମାସରୁ ବଡ ପରିବର୍ତ୍ତନ ଦେଖାଯିବ । ବଦଳିବ ଅନେକ ନିୟମ ଯାହା ଆପଣଙ୍କ ଉପରେ ପ୍ରଭାବ ପଡିବ । ଅକ୍ଟୋବର ୧ରୁ ଆପଣଙ୍କ ବ୍ଯାଙ୍କ ଓ ଏଟିଏମ ସହ ଜଡିତ ଅନେକ ନିୟମ ବଦଳିବାକୁ ଯାଉଛି । କେବଳ ଏମିତି ନୁହେଁ ଏଲପିଜି ଗ୍ଯାସ ସିଲିଣ୍ଡରରେ ଅମଧ୍ୟ ପରିବର୍ତ୍ତନ ହୋଇପାରେ । ଆଜି ଆମେ ଆପଣ ମାନଙ୍କୁ କେଉଁ କେଉଁ ନିୟମ ବଦଳିବାକୁ ଯାଉଛି ସେହି ବିଷୟରେ କହିବାକୁ ଯାଉଛୁ । ପ୍ରଥମ ନିୟମ ରହିଛି ପେନସନ ନିୟମରେ ହେବ ପରିବର୍ତ୍ତନ । ଅକ୍ଟୋବର ୧ରୁ ଡିଜିଟାଲ ଲିଗେ ସାର୍ଟିଫିକେଟ ସହ ଜଡିତ ନିୟମ ବଦଳିବ ।

ଯେଉଁ ମାନକର ବୟସ ୮୦ରୁ ଉର୍ଦ୍ଧ ରହିଛି ସେମାନେ ଦେଶର ସବୁଠାରୁ ହେଡପୋଷ୍ଟ ଅଫିସର ପ୍ରମାଣ ସେଣ୍ଟରରେ ଡିଜିଟାଲ ଲାଇଫରେ ଟିକେଟ ଜମା କରି ଅପରିବେ । ଏଥିପାଇଁ ନଭେମ୍ବର ୩୦ ଯାଏଁ ସମୟ ଦିଆ ଯାଇଛି । ଦିତୀୟ ନିୟମ ହେଉଛି ଆଉ ଚାଲିବନି ପୁରୁଣା ଚେକବୁକ । ଅକ୍ଟୋବର ୧ରୁ ୩ଟି ବ୍ଯାଙ୍କର ଚେକବୁକ ଓ ଏମଆଇସି କୋଡ ଇନଭ୍ୟାଲିଡ ହୋଇଯିବ । ଏହି ବ୍ଯାଙ୍କ ଗୁଡିକ ହେଉଛି ORIENTAL BANK OF COMMERCE, UNTED BANK OF INDIA, ALLAHABAD BANK ।

ଏଗୁଡିକ ହେଉଛି ସେହି ବ୍ଯାଙ୍କ ଯାହା ସହ ଅନ୍ୟ ବ୍ଯାଙ୍କ ଗୁଡିକର ମିଶ୍ରଣ ହୋଇଛି । ତେଣୁ ଖାତାଧାରିଙ୍କ ଆକାଉଣ୍ଟ ନମ୍ବର, MIC କୋଡରେ ପରିବର୍ତ୍ତନ ହେବା କାରଣରୁ ଆସନ୍ତା ଅକ୍ଟୋବର ୧ରୁ ବ୍ଯାଙ୍କ ସିଷ୍ଟମ ପୁରୁଣା ଚେକବୁକକୁ ଋଜେକ୍ଟ କରିଦେବ । ଏହି ବ୍ଯାଙ୍କ ଗୁଡିକର ସମସ୍ତ ଚେକବୁକ ଅମାନ୍ଯ ହୋଇଯିବ ।

Loading...

ତୃତୀୟ ନିୟମ ହେଉଛି ବଦଳିବା ଅଟୋ ଡେବିଟ କାର୍ଡ ନିୟମ । ଅକ୍ଟୋବର ୧ରୁ ଆପଣଙ୍କ ଦେବିତ ଓ କ୍ରେଡିଟ କାର୍ଡରେ ହେଉଥିବା ଅଟୋ ଡେବିଟ କାର୍ଡରେ ନୂଆ ନିୟମ ଆଲଗୁ କରିବାକୁ ଯାଉଛି RBI । ନୂଆ ନିୟମ ଅନୁସାରେ ଦେବିଟ ବା କ୍ରେଡିଟ କାର୍ଡ ଓ ମୋବାଇଲ ୱାଲେଟରୁ ହେଉଥିବା କିଛି ଅଟୋ ଡେବିଟ ସେତେ ଯାଏଁ ହୋଇ ପାରୀଣ ନାହି ଯେ ଯାଏଁ ଗ୍ରାହକ ମଞ୍ଜୁରୀ ଦେଇନାହି । ଏହାର ଅର୍ଥ କଷ୍ଟମରଙ୍କ ଖାତାରୁ ଟଙ୍କା ସେତେବେଳେ ଡେବିଟ ହେବ ହେତେବେଳେ ସେ ଏହାକୁ କନଫର୍ମ କରିବେ । ଏହି ସୂଚନା ଆପଣଙ୍କୁ SMS IMEL ଜରିଆରେ ମିଳିବ ।

ଚତୁର୍ଥ ନିୟମ ଅକ୍ଟୋବର ୧ରୁ ଏଲପିଯି ଗ୍ଯାସ ଦରରେ ହେବ ପରିବର୍ତ୍ତନ । ପ୍ରତି ମାସରେ ଘରୋଇ ଗ୍ଯାସ ଓ କମରସିୟାଲ ଗ୍ଯାସର ଦର ପରିବର୍ତ୍ତନ କରା ଯାଇଥାଏ ।

ପଞ୍ଚମରେ ନିୟମ ରହିଛି ବନ ହେବ ଅକ୍ଟୋବର ୧ରୁ ବେସରକାରୀ ମଦ ଦୋକାନ । ଦିଲ୍ଲୀରେ ଅକ୍ଟୋବର ୧ରୁ ବେସରକାରୀ ମଦ ଦୋକାନ ବନ୍ଦ ହେବାକୁ ଯାଉଛି । ନଭେମ୍ବର ୧୬ ଯାଏଁ ମଦ ବିକ୍ରି ହେବ । ଏହା ପରେ ମଭେମ୍ବର ୧୭ରୁ ନୂଆ ନିୟମ ଲାଗୁ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *