ଓଡିଶାରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା ବିରଳ Cobra, ଉଦ୍ଧାର କରିବା ସମୟର ଦୃଶ୍ୟ ଦେଖି ରାମ ଟାଙ୍କୁରିଯିବ… ଦେଖନ୍ତୁ Video

ଆମ ଦେଶରେ ଅନେକ ପ୍ରକାରର ସା-ପ ଦେଖିବାକୁ ମିଳିଥାଏ । କିଛି ସା-ପ ମାନଙ୍କର ବି-ଷ ଏତେ ଭ-ୟ-ଙ୍କ-ର ହୋଇଥାଏ ଚୋଟ ମା-ରି-ବା ମାତ୍ରେ ବ୍ୟକ୍ତିର ମୃ-ତ୍ୟୁ ହୋଇଥାଏ । ପ୍ରତି ଦିନ ସୋସିଆଲ ମିଡିଆରେ ଅନେକ ବି-ଷଧର ସା-ପ ଗୁଡିକୁ ଉଦ୍ଧାର କରା ଯିବାର ଭି-ଡି-ଓ ଶେୟାର କରା ଯାଉଛି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବି-ଷୟରେ କହିବାକୁ ଯାଉଛୁ । ଏହି ଘଟଣା ଟି ଘଟିଛି ଜୋନପୁର ସାହାରର ଉତ୍ତର ପ୍ରଦେଶ ଜିଲ୍ଲା ରେ ଯେଉଁଠାରେ ଚନ୍ଦ୍ର ନାଗକୁ ଉଦ୍ଧାର କରା ଯାଇଛି । ଏହି ଭି-ଡି-ଓ ରେ ଆପଣ ମାନେ ଦେଖିବାକୁ ଅପାଇବେ ଯେ ସା-ପ ଟି ଜଣଙ୍କ ବାଡି ରହିଛି ଯେଉଁଠାରେ ଗଛ ଗୁଡିକ ରହିଛି ।

ବର୍ତ୍ତମାନ ବର୍ଷା ଦିନ ହୋଇଥିବା ଯୋଗୁ ଏହି ଭଳି ଅଳିଆ ଆବର୍ଜନା ଥିବା ଜାଗାରେ ସା-ପଙ୍କର ସଂଖ୍ୟା ଅଧିକ ରହିଥାଏ । ଯେଉଁ ବ୍ୟକ୍ତିଙ୍କ ଘର ପଛ ପଟେ ସା-ପ ଦେଖିବାକୁ ମିଳିଥିଲା ସେ ତୁରନ୍ତ ସା-ପ ଧରାଳିଙ୍କୁ ଜଣାଇ ଥିଲେ । ଏହା ପରେ ସା-ପ ଧରାଳି ଜଣକ ସେଠାରେ ଆସି ସା-ପକୁ ଗଛ ତଳୁ ଉଦ୍ଧାର କରିଛନ୍ତି । ସା-ପକୁ ଉଦ୍ଧାର କରିବା ସମୟରେ ସେ ଆହତ ହୋଇଛି ଯାହା ଆପଣ ମାନେ ଦେଖି ପାରିବେ ଏହି ଭି-ଡି-ଓ ଜରିଆରେ । କାରଣ ଆଉ ଗୋଟେ କୋବ୍ରା ସା-ପ ସେ ଚନ୍ଦ ନାଗ ସା-ପକୁ ଆହତ କରିଛି । ଯାହା ପାଇଁ ଚନ୍ଦ୍ର ନାଗ ସେଠାରୁ ଯାଇପାରି ନାହି ।

ଏହି ଭି-ଡି-ଓ ରେ ଚନ୍ଦ୍ରନାଗ କୁ ଯେତେବେଳେ ବାହାରକୁ ଅଣାଗଲା ସେହି ସମୟରେ ତା ମୁଣ୍ଡ ଭାଗର ତଳ ଅଂଶ ଯେଉଁଠାରେ ତାର ହୃଦୟ ରହିଛି ସେଠାରେ ଆଘାତ ଲାଗିଛି । ସେହି ସା-ପର ଲମ୍ବା ପ୍ରାୟତ ୪ ଫୁଟରୁ ଅଧିକ ହେବ ବୋଲି ସା-ପ ଧରାଳି ଜଣକ କହିଛନ୍ତି । ସା-ପ ଧରାଳି ଜଣକ ବହୁତ ଚତୁରତାର ସହ ଚନ୍ଦ୍ର ନାଗକୁ ଧରିବାରେ ସଫଳ ହୋଇଛନ୍ତି । ଏହା ପରେ ସା-ପକୁ ସେ ଏକ ମୁଣିରେ ପୁରାଇ ସୁରକ୍ଷିତ ଭାବେ ସେଠାରୁ ନେଇ ଯାଇଛନ୍ତି । ବର୍ତ୍ତମାନ ବର୍ଷ ଦିନ ହୋଇ ଥିବାରୁ ଆପଣ ମାନେ ନିଜ ଘର ବା ଘର ବାହାରେ ସଫା ସୁତୁରା ରଖନ୍ତୁ ।

କାରଣ ଯେଉଁ ଜାଗାରେ ଅଳିଆ ଆବର୍ଜନା ଭରୁ ରହିଥାଏ ସେଠାରେ ସା-ପ ମାନଙ୍କର ପ୍ରାଦୁର୍ଭାବ ଅଧିକ ରହିଥାଏ । ଏହା ଦ୍ଵାରା କେତେବେଳେ କଣ ହେବ ତାହା କହି ହେବ ନାହି । ଯଦି ଆପଣ ନିଜ ଘରେ ବା ଆଖ ପାଖରେ କୌଣସି ସା-ପ ଦେଖନ୍ତି ତେବେ ତୁରନ୍ତ ସା-ପ ଧରାଳି ବା ବନ୍ୟା ବିଭାଗ କୁ ଅବଗତ କରାନ୍ତୁ । କେବେ ବି ସା-ପ କୁ ମା-ରି-ବା ଉଚିତ ନୁହେଁ । ଏଥିରେ ଆପଣଙ୍କର ହିଁ କ୍ଷତି ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖାଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *