Ollywood ଅଭିନେତ୍ରୀ Barshaଙ୍କ ଆଖିରେ ଲୁହ, କାହିଁକି କାନ୍ଦୁଛନ୍ତି ସେ, ଦେଖନ୍ତୁ Video

ଓଡିଆ ଇଣ୍ଡଷ୍ଟ୍ରିର କଳାକାର ମାନେ ନିଜର ସାନଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଜାଗା ସୃଷ୍ଟି କରି ପାରିଛନ୍ତି । ଓଡିଆ ଜଗତର କଳାକାର ମାନେ ନିଜର ଷ୍ଟାଇଲିସ, ପର୍ଶନାଲିଟି ମଧ୍ୟ ବେଶ ଚର୍ଚ୍ଚାରେ ରହିଥାନ୍ତି ।

କିଛି କଳାକାର ମାନେ ପ୍ରେମ ବିବାହ କରି ବେଶ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ଆଉ କିଛି କଳାକାର ମାନେ ନିଜର ବୈବାହିକ ଜୀବନରେ କିଛି ସମସ୍ଯା ରହି ଥିବାରୁ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ଅନୁଭବ ମହାନ୍ତି ଓ ଓଡିଆ ଜଗତର କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଯୋଗୁ ବର୍ଷା ଏକା ଘରେ ରହି କଣ କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଜାଣିଥିବେ ୨୦୧୪ ରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟା ଦର୍ଶିନୀ ପରସ୍ପରକୁ ପ୍ରେମ ଅକ୍ରିୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହେଁ ସୁଟିଙ୍ଗ ସେଟରୁ ହିଁ ପରସ୍ପରକୁ ଭଲ ପାଇ ବସିଥିଲେ । କିନ୍ତୁ ବିବାହର କିଛି ଦିନ ପରେ ପାରିବାରିକ କଳହ ଯୋଗୁ ବର୍ତ୍ତମାନ ଦୁହେଁ ପରସ୍ପର ଠାରୁ ଅଲଗା ହେବା ପାଇଁ ନିସ୍ପତି ନେଇଛନ୍ତି । ଯାହା ଦ୍ଵାରା ଅନୁଭବ ଓ ବର୍ଷା ପରସ୍ପର ଠାରୁ ଅଲଗା ହୋଇ ରହୁଛନ୍ତି । ଦୁହିଙ୍କ ମଧ୍ୟରେ ବିବାଦ ଏତେ ମାତ୍ରାରେ ବଢି ଯାଇଛି ଯେ ଦୁହେଁ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ।

କିନ୍ତୁ ଅନେକ ବୁଝାମଣା ପରେ ମଧ୍ୟ ଅନୁଭବ ବର୍ତ୍ତମାନ ବର୍ଷାଙ୍କ ସହ ପୁଣି ଥରେ ଏକାଠି ରହିବା ପାଇଁ ଇଚ୍ଛା କରୁ ନାହନ୍ତି ବୋଲି ନିଜ ରାଏରେ କହିଛନ୍ତି । କିନ୍ତୁ ଅନ୍ୟ କ୍ଷେତ୍ରରେ ବର୍ଷା ଅନୁଭବଙ୍କ ସହ ପୁଣି ଥରେ ନୂଆ ଜୀବନ ଆରମ୍ଭ କରିବାକୁ ଚାହୁଁଛନ୍ତି ବୋଲି ଜଣାଇଛନ୍ତି । ଏହି ଭିଡିଓ ରେ ବର୍ଷା ଏକା ଘରେ କିପରି ନିଜକୁ ସୁନ୍ଦର ଭାବେ ସଜବାଜ ହୋଇ ଥିବାର ନଜର ଆସୁଛନ୍ତି ।

ଏହା ସହ ଏହି ଭିଡିଓ ରେ ବର୍ଷା ନିଜର ହେୟାର ଷ୍ଟାଇଲକୁ ମଧ୍ୟ ବେଶ ଭଲ ଭାବେ ସଜାଇଛନ୍ତି । ବହୁତ ସୁନ୍ଦର ଶାଢୀ ପିନ୍ଧି ଥିବାର ଏହି ଭିଡିଓ ରେ ବର୍ଷା ନଜର ଆସିଛନ୍ତି । ତାଙ୍କର ଆଖିର ଲୂକ କହୁଛି ଯେ ସେ ଅନୁଭବଙ୍କୁ କେତେ ମିସ କରୁଛନ୍ତି ।

ଏହି ଭିଡିଓ ରେ ବର୍ଷା ମନ ଦୁଖ କରିବାର ମଧ୍ୟ ନଜର ଆସୁଛନ୍ତି । ଏହି ଭିଡିଓ ରେ ସ୍ପଷ୍ଟ ହେଉଛି ଯେ ବର୍ଷାଙ୍କ ଆଖି କିପରି ତାଙ୍କ ସ୍ଵାମୀ ଅନୁଭବଙ୍କୁ ସବୁବେଳେ ଖୋଜି ହେଉଛି । ଏହି ଭିଡିଓ ରେ ବର୍ଷା ପ୍ରିୟଦର୍ଶିନୀ ବହୁତ ସୁନ୍ଦର ଓ ଗରଜେସ ଲାଗୁଛନ୍ତି । ଆଶା କରୁଛୁ ବର୍ଷା ଓ ଅନୁଭବ ପୁଣି ଥରେ ନିଜ ଭିତରେ ଥିବା ମନାନ୍ତର ଭୁଲି ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *