ଓଡିଆ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନେ ବିନା ମେକପରେ ଦେଖିବାକୁ କେମିତି ଲାଗନ୍ତି ? ଦେଖନ୍ତୁ Video

ଓଲିଉଡ ଜଗତରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ନିଜର ଷ୍ଟାଇଲ, ଲୂକ ଓ ପର୍ଶନାଲିଟି ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଆପଣ ଏମାନେ ଯେଉଁ ଅଭିନେତ୍ରୀ ମାନଙ୍କଉ ଟିଭି ପରଦାରେ ଦେଖୁଛନ୍ତି ସେମାନେ ରିୟଲ ଲାଇଫରେ ଦେଖିବାକୁ କେମିତ ଲାଗନ୍ତି କେବେ ଜାଣିଛନ୍ତି । ସେମାନେ ଟିଭି ପରଦାରେ ମେକପ ନେଇ ଏତେ ସୁନ୍ଦର ଦେଖା ଯାଆନ୍ତି କିନ୍ତୁ ରିୟଲ ଲାଇଫରେ ଦେଖିବାକୁ ଅଲଗା ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ସିରିଏଲରେ ଅଭିନେତ୍ରୀ ମାନେ ରିୟଲ ଲାଇଫରେ ଦେଖିବାକୁ କେମିତି ଲାଗନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

୧- ଦୂର୍ଗା : ଓଡିଆ ଅଭିନେତ୍ରୀ ଦୂର୍ଗାଙ୍କ ପ୍ରକୃତ ନାଁ ହେଉଛି ଅର୍ପିତା କର ଯିଏ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଖୁବ ଲୋକପରିୟ ହୋଇ ଅପରିଛନ୍ତି । ଏହି ଭି-ଡି-ଓ ରେ ସେ ବିନା ମେକପରେ ମଧ୍ୟ ବହୁତ ସୁନ୍ଦର ଲାଗୁଛନ୍ତି ।

୨- ଶ୍ରଦ୍ଧା : ଆମ ଲିଷ୍ଟର ଦିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଯିଏ ଅନେକ ଓଡିଆ ସିରିଏଲରେ ଅଭିନୟ କରି ବେଶ ଚର୍ଚ୍ଚାରେ ରହିଛନ୍ତି । ଏହି ଭି-ଡି-ଓ ରେ ତାଙ୍କର ବିନା ମେକପ ଫୋଟୋ ଦେଖା ଯାଇଛି ଯେଉଁଥିରେ ସେ ବହୁତ ସୁନ୍ଦର ଲାଗୁଛନ୍ତି ।

Loading...

୩- ଦ୍ରୁଷ୍ଟି : ଆମ ଲିଷ୍ଟର ତୃରୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଦ୍ରୁଷ୍ଟି ଯିଏ “ଦିବ୍ୟଦ୍ରୁଷ୍ଟି” ସିରିଏଲରେ ମୁଖ୍ୟ ନାୟିକା ଭାବେ ଅଭିନୟ କରୁଛନ୍ତି । ଏହି ଭି-ଡି-ଓ ରେ ସେ ବିନା ମେକପରେ ଏମିତି ଲାଗୁଛନ୍ତି ।

୪- ଲିପି : ଆପଣ ମାନେ “ତାରା ତାରିଣୀ” ସିରିଏଲରେ ଅଭିନେତ୍ରୀ ଲିପିଙ୍କୁ ଖୁବ ସୁନ୍ଦର ଅଭିନୟ କରିବାର ନିଶ୍ଚୟ ଦେଖିଥିବେ । ଏହି ଭି-ଡି-ଓ ରେ ସେ ବିନା ମେକପରେ ଦେଖିବାକୁ ବହୁତ ସୁନ୍ଦର ଲାଗୁଛନ୍ତି ।

୫- ରାଧିକା : ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ରାଧିକା ଯିଏ “ନୂଆ ବୋହୁ” ସିରିଏଲରେ ଅଭିନୟ କରୁଥିଲେ । ଏହି ଭି-ଡି-ଓ ରେ ସେ ବିନା ମେକପରେ ଦେଖିବାକୁ ବହୁତ ଗରଜେସ ଲାଗୁଛନ୍ତି ।

୬- ଜେସୀ : ଆପଣ ମାନେ “ତୁ ମୋ ଜୀବନ ସାଥି” ସିରିଏଲରେ ଅଭିନେତ୍ରୀ ଜେସୀଙ୍କୁ ଖୁବ ସୁନ୍ଦର ଅଭିନୟ କରିବାର ଦେଖିଥିବେ । ସେ ଏହି ଭି-ଡି-ଓ ରେ ବିନା ମେକପରେ ଦେଖିବାକୁ ଏମିତି ଲାଗୁଛନ୍ତି ।

୭- ତୃପ୍ତି : ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ତୃପ୍ତି ଯିଏ ଅନେକ ସିରିଏଲରେ ଅଭିନୟ କରିବାର ନଜର ଆସିଛନ୍ତି । ଏହି ଭି-ଡି-ଓ ରେ ସେ ବିନା ମେକପରେ ଦେଖିବାକୁ ଏମିତି ଲାଗନ୍ତି ।

୮- ଲିପ୍ସା ମିଶ୍ର : ଆପଣ ମାନେ “ହେ ପ୍ରଭୁ” ସିରିଏଲରେ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କୁ ଅଭିନୟ କରିବାର ଦେଖିଥିବେ । ଏହି ଭି-ଡି-ଓ ରେ ସେ ବିନା ମେକପରେ ଦେଖିବାକୁ ବହୁତ ସୁନ୍ଦର ଲାଗୁଛନ୍ତି ।

୯- ପୂଜା : “ଝିଅ ଆମର ନୂଆ ବୋହୁ” ସିରିଏଲରେ ଅଭିନେତ୍ରୀ ପୂଜାଙ୍କୁ ଅଭିନୟ କରିବାର ଦେଖିଥିବେ । ଏହି ଭି-ଡି-ଓରେ ସେ ବିନା ମେକପରେ ଦେଖିବାକୁ ଏମିତି ଲାଗନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *