ଓଡିଆ ଚ୍ଚଳଚିତ୍ର ଜଗତର ପ୍ରସିଦ୍ଧ ଅଭିନେତା ସବ୍ୟସାଚୀ କାହିଁକି ପ୍ରଥମ ସ୍ତ୍ରୀ କୁ ଦେଇଛନ୍ତି ଛାଡପତ୍ର

ବନ୍ଧୁଗଣ ଆମ ଓଡିଆ ଫିଲ୍ମ ଜଗତର ନାୟକ ନାୟିକାଙ୍କ ସମ୍ବନ୍ଧରେ ପ୍ରାଏ ସମସ୍ତେ ଜାଣିଛନ୍ତି । ମାତ୍ର ତାଙ୍କର ବ୍ୟକ୍ତିଗତ ଜୀବନ ଶୈଳୀର କେତେକ କଥା ଅଛି ଯାହାକି ଅନେକ ଦର୍ଶକ ମାନଙ୍କୁ ଅଛପା ଅଛି ତାହା ବିଷୟରେ କେହି ଜାଣି ନାହାନ୍ତି । ଆସନ୍ତୁ ଜାଣିବା ସବ୍ୟଶଚୀ କେଉଁ କାରଣ ବଶତ ତାଙ୍କ ପ୍ରଥମ ସ୍ତ୍ରୀ ଙ୍କୁ ଛାଡପତ୍ର ଦେଲେ । ବନ୍ଧୁଗଣ ସବ୍ୟସାଚୀ ଏବଂ ଫେମସ ଅଭିନେତ୍ରୀ ଅର୍ଚିତା ବିବାହ କରୁଥିବା ଖବର ସୋସିଆଲ ମିଡିଆରେ ଟ୍ବିଟ କରି କହିଛନ୍ତି । ବନ୍ଧୁଗଣ ଏହା ଜାଣି ଉଭୟଙ୍କ ପ୍ୟାନ ମାନେ ବହୁତ ଉତ୍କଣ୍ଠା ହୋଇ ଯାଇଛନ୍ତି ।

ଆଜ୍ଞା ହଁ ହେବେ ନାହି ବା କେମିତି ? ବନ୍ଧୁଗଣ ସମସ୍ତ ଦର୍ଶକ ପ୍ରାଏ ସବ୍ୟଶଚୀ ଏବଂ ଅର୍ଚିତାଙ୍କ ଯୋଡି କୁ ବେସ ପସନ୍ଦ କରି ଆସିଛନ୍ତି । ଆପଣ ମାନଙ୍କ ଲୋକ ପ୍ରିୟ ଯୋଗୁ ଆଜି ଦୁହେଁ ଫେମସ ଅଛନ୍ତି । ସେମାନେ ଦୁହେଁ ଚଳଚିତ୍ରରେ ଅତ୍ୟନ୍ତ ଉନ୍ନତ ମାନର ପ୍ରଦର୍ଶନ ଦେଇ ଆସିଛନ୍ତି । ତାଙ୍କ ଅଭିନୟରେ ମୁଗ୍ଧ ହୋଇ ବହୁତ ବଡ ବଡ କଳାକାର ମଧ୍ୟ ପ୍ରଶଂସା କରିଛନ୍ତି ।

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଅର୍ଚ୍ଚିତା କୁ ବିବାହ କରିବାକୁ ଯାଉଛନ୍ତି ମାତ୍ର ଅର୍ଚ୍ଚିତାଙ୍କ ପୂର୍ବରୁ ସେ ଆଉ ଜଣଙ୍କୁ ମଧ୍ୟ ବିବାହ କରିଥିଲେ । ସେ ବର୍ତମାନ ଏ କଥା କହି ନାହାନ୍ତି କିନ୍ତୁ ଏହା ସତ୍ୟ ଅଟେ । ସବ୍ୟ ନିଜର ଇଂଜିନିୟରିଙ୍ଗ କରୁଥିବା ସମୟରେ ଜଣଙ୍କୁ ଭଲ ପାଇଥିଲେ, ତାଙ୍କ ନାମ ହେଉଛି ସୀମା । ସେ ଦୁହେଁ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିବା ସମୟରେ ଦୁହିଙ୍କୁ ପ୍ରେମ ହୋଇଯାଇଥିଲା ।

ସେ ଦୁହିଜଣ ନିଷ୍ପତ୍ତି ନେଲେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ । ଏବଂ ବିବାହ ମଧ୍ୟ କରିଥିଲେ । ଦୁଇଜଣ ୨ ବର୍ଷ ପ୍ରେମସମ୍ପର୍କରେ ରହି ବିବାହ କରିଲେ ମାତ୍ର ପରେ ଦୁହିଜଣଙ୍କ ମଧ୍ୟରେ ଆପଶ ବୁଝାମଣା ବିଗିଡି ଯାଇଥିଲା । ଏହା ପରେ ଉଭୟଙ୍କର ଛାଡପତ୍ର ୨୦୧୫ ରେ ହୋଇଯାଇଥିଲା । ସେ ଦୁହିଜଣ ଦୁହିଜଣଙ୍କ ସହମତି ରେ ଛାଡପତ୍ର ଦେଇଥିଲେ ଦୁହିଜଣଙ୍କୁ । ଏହାପରେ ସବ୍ୟ ଇଞ୍ଜିନିୟରିଂ ଛାଡି ପାଦ ଦେଇଥିଲେ ଓଡିଆ ଫିଲ୍ମ ଜଗତରେ ।

ସେ ବହୁତ ନାମ ମଧ୍ୟ କମାଇଲେ ଏବଂ କ୍ରମଶ ସେ ଅର୍ଚ୍ଚିତାଙ୍କ ସହିତ ମିଶି ଅଭିନୟ କଲେ । ତାଙ୍କ ଯୋଡି ଦର୍ଶକଙ୍କୁ ଏତେ ଭଲ ଲାଗିଲା ଯେ ଦର୍ଶକ ତାଙ୍କୁ ନେଇ ବହୁତ ଗପସପ ମଧ୍ୟ କରିଥିଲେ । ଦର୍ଶକ କହିବାକୁ ଲାଗିଲେ ଯେ ଦୁହିଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅଛି, ମାତ୍ର ଏହାକୁ ସେ ଦୁହେଁ ମିଡିଆ ସାମ୍ନାରେ କେବେ ସ୍ଵୀକାର କରିନାହାନ୍ତି । ସାବ୍ୟଶଚି କହିଥିଲେ, ଯେ ସେ ଅର୍ଚ୍ଚିତାଙ୍କୁ ଏହି ବିଷୟରେ କିଛି ପଚାରି ନାହାନ୍ତି ମାତ୍ର ଯଦି ଅର୍ଚ୍ଚିତ ହଁ କହିବେ ତେବେ ସେ ରେଡି ଅଛନ୍ତି ବିବାହ କରିବାକୁ ।

ବନ୍ଧୁଗଣ ସୂଚନାରୁ ଖବର ମିଳିଛି ଯେ ଅର୍ଚ୍ଚିତା ହଁ କହିଦେଇଛନ୍ତି, କାରଣ ଦୁହିଜଣଙ୍କର ବିବାହ ଆଜି ରାଜସ୍ଥାନର ଗୋଟେ ବିଳାସ ବଡ ପ୍ୟାଲେସ ରେ ହେବାକୁ ଯାଉଛି । ବନ୍ଧୁଗଣ ଏହାଥିଲା ସବ୍ୟଶଚୀଙ୍କ ବ୍ୟକ୍ତିଗତ ଜୀବନ ଶୈଳୀ ବିଷୟରେ କିଛି ମହତ୍ଵପୂର୍ଣ୍ଣ ବସାୟବସ୍ତୁ । ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଦୟାକରି ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *