ବନ୍ଧୁଗଣ ଓଡିଆ ଢଗ ବିଷୟରେ ଅଧିକାଂଶ ବ୍ୟକ୍ତି ଜାଣିଥାନ୍ତି । ସେହି ଢଗ ଗୁଡିକ କହିବାକୁ କିମ୍ବା ପଚାରିବାକୁ ବହୁତ ଆନନ୍ଦ ଲାଗିଥାଏ । ମାତ୍ର ଏହି ଢଗ ଗୁଡିକ କେତେକ କଥାକୁ ବୁଝାଉଥାଏ । ଆସନ୍ତୁ ଆଜି ସେହି ଢଗ ଗୁଡିକ ବିଷୟରେ କିଛି ଜାଣିବା ।
୧- ମୁଁ ସବୁଜ ମୋ ଛୁଆ କଳା, ଲୋକମାନେ ମତେ ଛାଡି ମୋ ଛୁଆକୁ ଖାଆନ୍ତି, ମୁଁ କିଏ ?
ଉତ୍ତର- ଗୁଜୁରାତି ।
୨-କେଉଁ ଟେବୁଲ ଯାହାକୁ ଆମେ ଖାଇଥାଉ ?
ଉତ୍ତର- ଭେଜିଟେବୁଲ ।
୩- କେଉଁ ଜିନିଷ ନିଜ ଉପରେ ରଖିଲେ ସାହସ, ଅନ୍ୟ ଉପରେ ରଖିଲେ ଦୁର୍ବଳତା ହୋଇଥାଏ ?
ଉତ୍ତର- ବିଶ୍ଵାସ/ଭରସା
୪- ‘ଲଛମା’ ର ସୁପ୍ରସିଦ୍ଧ ଲେଖକ କିଏ ?
ଉତ୍ତର- ଫକୀରି ମୋହନ ସେନାପତି ।
୫- ସେ କିଏ ଯିଏ ବୁଢା ହେଲେ ମଧ୍ୟ ଲୋକମାନେ ତାକୁ ଜବାନ କହିଥାନ୍ତି ?
ଉତ୍ତର- ସୈନିକ ।
୬- କିଏ ପ୍ରଥମେ ଗୀତ ସୁନାଏ ଏବଂ ପରେ ଆକ୍ରମଣ କରିଥାଏ?
ଉତ୍ତର- ମଶା ।
୭- ତାହା କଣ ଯାହା ଜଣେ ବାଳକକୁ ବୃଦ୍ଧ କରିଥାଏ ?
ଉତ୍ତର- ବୟସ ।
୮- ଏମିତି କେଉଁ ଜିନିଷ ଯାହାକୁ ପୁଅମାନେ ସବୁଦିନ ଏବଂ ଝିଅମାନେ ବର୍ଷକୁ ଥରେ ପିନ୍ଧନ୍ତି ?
ଉତ୍ତର- ପଇତା ।
୯- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ରବର ଉତ୍ପାଦନ ହୋଇଥାଏ ?
ଉତ୍ତର- କେରଳ ।
୧୦- ଦୁନିଆରେ ସବୁଠାରୁ କମ ବୟସରେ ପ୍ରଧାନ ମନ୍ତ୍ରୀ କିଏ ବନିଥିଲେ ?
ଉତ୍ତର- ସାନ ମାରିନୋ (୩୪ ବର୍ଷ ବୟସରେ ) ।
୧୧- ଦୁନିଆରେ ସବୁଠାରୁ ଏଚଆଇଭି ପଜେଟିଭ ଲୋକ କେଉଁ ଦେଶରେ ଅଛନ୍ତି ?
ଉତ୍ତର- ସାଉଥ ଆଫ୍ରିକାରେ ।
୧୨- ଆମ ପୃଥିବୀ ପ୍ରତି ସେକେଣ୍ଡ ରେ କେତେ ମିଟର ଘୂରିଥାଏ?
ଉତ୍ତର- ୪୬୫ ମିଟର ।
୧୩- କଲେକ୍ଟରଙ୍କୁ ହିନ୍ଦୀରେ କଣ କୁହନ୍ତି?
ଉତ୍ତର- ଜନପଦ ମୁଖ୍ୟାଧିକାରୀ ।
୧୪- ଏମିତି କେଉଁ ଡ୍ରେସ ଯାହାକୁ ଆମ୍ଭେ ପିନ୍ଧିପାରିବା ନାହିଁ ?
ଉତ୍ତର- ଆଡ୍ରେସ ।
୧୫- ଭାରତର କେଉଁ ରାଜ୍ୟରେ ହାତୀମାନେ ଅଧିକ ଅଛନ୍ତି?
ଉତ୍ତର- କର୍ଣ୍ଣାଟକ ।
୧୬- ବିଶ୍ବରେ ସବୁଠାରୁ କମ ସମୟ ପାଇଁ ଯୁଦ୍ଧ କେଉଁ ଦେଶ ମଧ୍ୟରେ ହୋଇଥିଲା ?
ଉତ୍ତର- ବ୍ରିଟେନ ଏବଂ ଜଞ୍ଜିବାର ।
୧୭- ଏମିତି କେଉଁ ପକ୍ଷୀ ଯିଏ ଚାଲିଥାଏ,ଉଡିଥାଏ କିନ୍ତୁ ଗଛ ଉପରେ ବସି ନଥାଏ ?
ଉତ୍ତର- ଟିଟୋନୀ ପକ୍ଷୀ ।
୧୮- ସେ କେଉଁ ବିଛଣା ଯେଉଁଠି ସମସ୍ତେ ଶୁଅନ୍ତି କିନ୍ତୁ କେହି ବି ଶୋଇବାକୁ ଇଚ୍ଛା କରିନଥାନ୍ତି ?
ଉତ୍ତର- କୋକେଇ ।
୧୯- କେଉଁ ଦୁଇଟି ସଂଖ୍ଯାକୁ ଗୁଣନ କଲେ ଗୁଣଫଳ ୧୩ ହେବ ?
ଉତ୍ତର- ୧୩*୧=୧୩ ।
ଏହି ପ୍ରଶ୍ନ ଗୁଡିକର ଉତ୍ତର ଅଧିକାଂଶ ବ୍ୟକ୍ତି ଜାଣି ନଥାନ୍ତି, ତେବେ ବନ୍ଧୁଗଣ ଆପଣ ଏହି କେତେକ ବିଶେଷ ପ୍ରଶ୍ନ ଉପରେ ଦ୍ରୁଷ୍ଟି ପାକନ୍ତୁ ଏବଂ ଅନ୍ୟ କେହି ପଚାରିଲେ ଆପଣ ଏହି ପ୍ରଶ୍ନ ଅଥବା ଢଗ ଗୁଡିକର ଉତ୍ତର ସଙ୍ଗେ ସଙ୍ଗେ ଦିଅନ୍ତୁ । ଏହା ଆପଣଙ୍କୁ ଭଲ ଲାଗିଲେ ଗୋଟିଏ ଲାଇକ୍ କରନ୍ତି ।