ଆଜିକାଲି ସାଧାରଣ ଜ୍ଞାନ ଥିବା ବହୁତ ଆବଶ୍ୟକ ଅଟେ । କାରଣ କେତେବେଳେ କିଏ କେଉଁଠି କୌଣସି ପ୍ରଶ୍ନ କରି ଦେବ ତେବେ ଆପଣ ତାର ଉତ୍ତର ଦେଇ ପାରିବେ । ତେଣୁ ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ ।
ଆଜିକାଲି ଇଣ୍ଟରବିୟୁରେ ଏମିତି କିଛି ପ୍ରଶ୍ନ ପଚରା ଯାଉଛି ଯାହାର ଉତ୍ତର ପ୍ରାୟତ କ୍ୟାଣ୍ଡେଟ ମାନେ ଜାଣି ନ ଥାନ୍ତି । ଆଉ କିଛି ଉତ୍ତର ଜାଣି ମଧ୍ୟ ସଠିକ ଉତ୍ତର କ୍ୟାଣ୍ଡେଟ ମାନେ ପରୀକ୍ଷା ସମୟରେ ଦେଇ ପାରନ୍ତି ନାହି । କିଛି ପ୍ରଶ୍ନ ର ଉତ୍ତର ସହଜ ହୋଇ ମଧ୍ୟ କ୍ୟାଣ୍ଡେଟ ମାନେ ଦେଇ ପାରନ୍ତି ନାହି । ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ ।
ଏହି ସବୁ ପ୍ରଶ୍ନ ଓ ଉତ୍ତର ପାଠ ପଢୁଥିବା ପିଲା ମାନେ ମଧ୍ୟ ପଢି ପାରିବେ ଯାହା ସେମାନଙ୍କର ବିକାଶରେ ସହାୟକ ହେବ । ଏହି କ୍ରମ ରେ ଆଜି ଆମେ ଆପଣ ମାନଙ୍କ ପାଇଁ ସାଧାରଣ ଜ୍ଞାନ ର କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ମଜାଦାର କଥା କହିବାକୁ ଯାଉଛୁ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ରେଶମ ପୋକ….. ଗଛର ପାତ୍ର ଖାଇ ବଞ୍ଚିଥାଏ ଏହାର ଉତ୍ତର କଣ ?
ଉତ୍ତର- ଟୁଥ
୨- ସବୁଠାରୁ ବୁଦ୍ଧିଆ ପଶୁ ର ନାମ କଣ ?
ଉତ୍ତର- ସିମ୍ପାଜି
୩- କେଉଁ ଠାରେ ରାତିରେ ଇଂଦ୍ରଧନୁ ଦେଖାଯାଏ ?
ଉତ୍ତର- ହୱାଇଦୀପ
୪- ସବୁଠାରୁ ବଡ ଜଳଚର ପ୍ରାଣୀ ର ନାମ କଣ ?
ଉତ୍ତର- ନୀଳତିମି
୫- କିଏ ଆଖି ଦ୍ଵାରା ଶୁଣିପାରେ ?
ଉତ୍ତର- ପାଣିବେଙ୍ଗ
୬- କେଉଁ ଜୀବ ଅନେକ ଦିନ ପାଣି ନ ପିଇ ବଞ୍ଚିପାରେ ?
ଉତ୍ତର- ଓଟ
୭- କେଉଁ ପତଙ୍ଗ ରକ୍ତ ପିଇ ବଞ୍ଚିଥାଏ ?
ଉତ୍ତର- ମସା
୮- କେଉଁ ପକ୍ଷୀ ମାଟିକୁ ଛୁଏଁ ନାହି ?
ଉତ୍ତର- ବାଦୁଡି
୯- କେଉଁ ଦେଶରେ ବିଲେଇକୁ ପୂଜା କରାଯାଏ ?
ଉତ୍ତର-ମସାର
୧୦- କେଉଁ ବିରାଟକାୟ ପଶୁ ଚାଲିପାରେ ନାହି ?
ଉତ୍ତର- ହାତୀ
୧୧- କିଏ ବହି ଯାଉଥିବା ପାଣି ପିଏ ନାହି ?
ଉତ୍ତର- ମେଣ୍ଢା
୧୨- କେଉଁ ଜଳଚର ପ୍ରାଣୀ ଦୁଇ ଟି ମୁଣ୍ଡ ଥାଏ ?
ଉତ୍ତର- ଜୋକ
୧୩- କିଏ ଦୂର ରୁ ବାସ୍ନା ଜାଣିପାରେ ?
ଉତ୍ତର- ପିମ୍ପୁଡି
୧୪- କେଉଁ ପ୍ରାଣୀ ର ଦାନ୍ତ ଖୁବ ମୂଲ୍ୟବାନ ହୋଇଥାଏ ?
ଉତ୍ତର- ହାତୀ
୧୫- କେଉଁ ପକ୍ଷୀ ଦ୍ରୁତ ଉଡିପାରେ ?
ଉତ୍ତର- ଓଟପକ୍ଷୀ
୧୬- କେଉଁ ଜୀବର ବେକ ନାହି ?
ଉତ୍ତର- ବେଙ୍ଗ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।