ଓଡିଆ ଫିଲ୍ମ ହିରୋ Sabyasachi ଏମିତି ପାଳନ କରିଲେ ରାକ୍ଷୀ ପୂର୍ଣ୍ଣିମା, ଶାଳି ମାନଙ୍କ ହାତରୁ ବାନ୍ଧିଲେ ରାକ୍ଷୀ… ଦେଖନ୍ତୁ Video

ରାଖୀ ପୁର୍ଣିମା ଭାଇ ଓ ଭଉଣୀମାନଙ୍କର ଉତ୍ସବ ହୋଇଥାଏ । ଏହି ଦିନ ସବୁ ଭଉଣୀ ନିଜ ଭାଇର ହାତରେ ରାଖୀ ପିନ୍ଧାନ୍ତି ଓ ଭାଇ ମଧ୍ୟ ନିଜ ଭଉଣୀର ରକ୍ଷା କରିବା ପାଇଁ ପ୍ରତିଶ୍ରୁତି ଦେଇଥାଏ । ଏହା ସହିତ ସବୁ କ୍ଷେତ୍ରରେ ନିଜ ଭଉଣୀ ପାଖରେ ଛିଡା ହେବା ପାଇଁ ବି ଭାଇ କଥା ଦେଇଥାଏ । ସୁଖ ଦୁଃଖର ସାଥି ହେବ ବୋଲି ବି ଭାଇ ନିଜ ଭଉଣୀକୁ ପ୍ରତିଶ୍ରୁତି ଦେଇଥାଏ । କହିବାକୁ ଗଲେ ଏହି ରାଖୀ ପୁର୍ଣିମା ଉପଲକ୍ଷେ ସବ୍ୟସାଚୀ ବି ଭଉଣୀଙ୍କ ହାତରୁ ରାଖୀ ପିନ୍ଧୁଥିବାର ନଜର ଆସିଛନ୍ତି ।

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କିଛି ଦିନ ତଳେ ହିଁ ସବ୍ୟସାଚୀ ଓ ଅର୍ଚିତା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏମିତିରେ ରାଖୀ ପୁର୍ଣିମା ଦିନ ଅର୍ଚିତାଙ୍କ ଭଉଣୀମାନେ ସବ୍ୟସାଚୀଙ୍କ ଘରେ ଆସି ପହଞ୍ଚିଛନ୍ତି ।

ସବ୍ୟସାଚୀଙ୍କ ଶାଳିମାନେ ସବ୍ୟସାଚୀଙ୍କୁ ପୂଜା କରିବା ସହିତ ରାଖୀ ବାନ୍ଧିଛନ୍ତି । ଏହି ସମୟରେ ସମସ୍ତ ବହୁତ ଧୁମଧାମରେ ରାଖୀ ପୁର୍ଣିମାକୁ ପାଳନ କରୁଥିବାର ନଜର ଆସୁଛନ୍ତି । କେବଳ ସବ୍ୟସାଚୀଙ୍କ ଶାଳିମାନେ ନୁହନ୍ତି ତାଙ୍କର ଭଉଣୀମାନେ ବି ସବ୍ୟସାଚୀଙ୍କ ହାତରେ ରାଖୀ ବାନ୍ଧିଛନ୍ତି । ସବ୍ୟସାଚୀ ନିଜର ଶାଳି ଓ ଭଉଣୀଙ୍କ ଠାରୁ ରାଖୀ ବାନ୍ଧୁ ଥିବାର କିଛି ଫଟୋ ସବ୍ୟସାଚୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି ।

ଯାହାକୁ ସମସ୍ତ ପସନ୍ଦ ବି କରୁଛନ୍ତି । ସବ୍ୟସାଚୀ ଏହି ଫଟୋ ଶେୟାର କରିଛନ୍ତି କି ଭାଇ ଭଉଣୀର ସ-ମ୍ପ-ର୍କ ଏକ ଏମିତି ସ-ମ୍ପ-ର୍କ ଅଟେ ଯାହାକୁ କେବେ ବି ଭାଙ୍ଗି ହୁଏ ନାହିଁ । ଭାଇ ମନରେ ଭଉଣୀ ଓ ଭଉଣୀ ମନରେ ଭାଇ ସର୍ବଦା ହିଁ ରହିଥାଏ ।

ଏହା ସହିତ ସେ କହିଲେ କି ସବୁବେଳେ ନିଜର ଭଉଣୀ ଓ ସମସ୍ତ ମହିଳାଙ୍କୁ ସମ୍ମାନ କରିବା ଉଚିତ । ସବ୍ୟସାଚୀ ଓ ଅର୍ଚିତା ବର୍ତ୍ତମାନ ନିଜର ବୈବାହିକ ଜୀବନରେ ବହୁତ ଖୁସିରେ ଅଛନ୍ତି । ଯାହାର ପ୍ରମାଣ ଆପଣ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଦେଖି ପାରିବେ । ସେ ପ୍ରାୟତଃ ଅର୍ଚିତାଙ୍କ ସହ ତାଙ୍କର ଫଟୋ ଶେୟାର କରିଥାନ୍ତି ।

ଏଥିରୁ ଜଣା ପଡୁଛି ସେମାନଙ୍କ ମଧ୍ୟରେ ବଡିଙ୍ଗ କେମିତି ଅଛି । କହିଦେଉହକୁ କି ଏହା ମଧ୍ୟରେ ସବ୍ୟସାଚୀ ସମାଜ ସେବା କାର୍ଯ୍ୟ ବି କରୁଛନ୍ତି । ଯାହାର କିଛି ଫଟୋ ବି ସେ ଶେୟାର କରିଛନ୍ତି । ଏଥିରୁ ଜଣ ପଡୁଛି କି ସେ କେବଳ ନିଜର ପରିବାର ନୁହେଁ ସମସ୍ତଙ୍କ ପ୍ରତି ତାଙ୍କର ଭଲ ପାଇବା ଅଛି ।

Leave a Reply

Your email address will not be published. Required fields are marked *