ଓଡିଆ ସୁପରଷ୍ଟାର Anubhab ନେବେକି ସନ୍ୟାସ, ଏମିତି କାଟୁଛନ୍ତି ଏବେ ଦିନ… ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇ ପାରିଛନ୍ତି । ଓଡିଆ ଜଗତର କଳାକାର ମାନେ ନିଜର ଜୀବନ ଶୈଳୀ କୁ ନେଇ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଓଡିଆ ଜଗତରେ ଅନେକ କଳାକାର ମାନଙ୍କ ଯୋଗୁ ଓଡିଆ ଇଣ୍ଡଷ୍ଟ୍ରି ଆଜିକା ଡେଟରେ ଆଗକୁ ବଢିବାରେ ସଫଳ ହୋଇ ପାରିଛନ୍ତି ।

ତେବେ ଏମିତି କିଛି କଳାକାର ଅଛନ୍ତି ଯେଉଁ ମାନେ ନିଜର ଅଭିନୟ ଯାଦୁ ରେ ଦର୍ଶକ ମାନଙ୍କ ମନକୁ କିଣି ନେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସୁପର ଷ୍ଟାର ଅନୁଭବ ମହାନ୍ତି କିପରି ପୂଜା ପାଠରେ ନିଜର ସମୟ ଅତିବାହିତ କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଓଡିଆ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରିଛନ୍ତି ଯାହା ପାଇଁ ଅନେକ ଫିଲ୍ମ ହିଟ ମଧ୍ୟ ହୋଇ ପାରିଛି ।

ଅନୁଭବ ଓଲିଉଡ ଜଗତର କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ୨୦୧୪ରେ ପ୍ରେମ ବିବାହ କରିଛନ୍ତି । ତେବେ ଗତ କିଛି ଦିନ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ପାରିବାରିକ କଳହ ଯୋଗୁ ଦୁହେଁ ପରସ୍ପର ଠାରୁ ଅଲଗା ହେବ ଏପାଇଁ ନିଷ୍ପତି ନେଇଛନ୍ତି ।

ଏ ନେଇ ଦୁହେଁ କୋର୍ଟର ମଧ୍ୟ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ଆଜି ଜାଣେ ଦୁହିଙ୍କର କେସର କିଛି ସମାଧାନ ହୋଇ ନାହି । ବର୍ତ୍ତମାନ ବର୍ଷା ଓ ଅନୁଭବ ନିଜ ନିଜ କାମରେ ବ୍ୟସ୍ତ ଅଛନ୍ତି । ଏହି ଭିଡିଓ ରେ ଅନୁଭବ ଅନେକ ସ୍ଥାନ ଗୁଡିକରେ ପୂଜା ପାଠ କରୁଥିବାର ନଜର ଆସୁଛନ୍ତି ।

ଏମିତି ଲାଗୁଛି ଯେ ସାଂସାରିକ ଦୁନିଆରୁ ବାହାରି ନିଜର ପୁରା ଜୀବନ ପ୍ରଭୁ ଙ୍କ ପାଦ ତଳେ ସମର୍ପଣ କରି ଦେଇଛନ୍ତି । ତେବେ ଏହି ଭିଡିଓ ରେ ଅନୁଭବ ଶିବଲିଙ୍ଗରେ ଜଳାଭିଷେକ କରିବା ସହ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରୁଛନ୍ତି । ଏହା ଛଡା ସେ ଅନେକ ମନ୍ଦିର ରେ ଯାଇ ପୂଜା କରିବାର ଏହି ଭିଡିଓ ରେ ନଜର ଆସୁଛନ୍ତି ।

ଏହା ବ୍ଯତୀତ ଅନୁଭବ ଠାକୁରଙ୍କ ପୁସ୍ତକ ପଢୁଥିବାର ମଧ୍ୟ ଏହି ଭିଡିଓ ରେ ନଜର ଆସୁଛି । ସେ ଅନେକ ମନ୍ଦିର ଯାଇ ପ୍ରଭୁ ଙ୍କ ଦର୍ଶନ କରିବାରେ ଲାଗିଛନ୍ତି ଯାହା ଏହି ଭିଡିଓ ରୁ ଜଣା ପଡୁଛି । ସେ କୌଣସି ଏକ ମନ୍ଦିରରେ ଧ୍ୟାନ କରୁଥିବାର ମଧ୍ୟ ଏହି ଭିଡିଓ ରୁ ଜଣା ପଡୁଛି । ତେବେ ସେ ନିଜକୁ ଏକା ଅନୁଭବ ନ କରିବା ପାଇଁ ହୁଏ ତ ଏମିତି କରୁଛନ୍ତି ବୋଲି ଆଶା କରା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଅନୁଭବ ମହାନ୍ତିଙ୍କର ଅଭିନୟ ଓ ତାଙ୍କର ପୂଜା ପାଠର ଶୈଳୀ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *