Odia ଇଣ୍ଡଷ୍ଟ୍ରିର ଏହି 6ଜଣ ଅଭିନେତ୍ରୀ ଯେଉଁମାନେ ରିୟଲ ଲାଇଫ ରେ ନେଇସାରିଛନ୍ତି Divorce

ବନ୍ଧୁଗଣ, ଆପଣ ମାନେ ସମସ୍ତେ ଓଲିଉଡ ଇଣ୍ଡଷ୍ଟ୍ରି ସମ୍ବନ୍ଧରେ ଜାଣିଥିବେ । ଦର୍ଶକବନ୍ଧୁ ଙ୍କ ପସନ୍ଦ ଅନୁସାରେ ଅଭିନେତା ତଥା ଅଭିନେତ୍ରୀ ମାନଙ୍କୁ ଟିଭି ପରଦା ରେ ଅଭିନୟ କରୁଥିବା ଦେଖିବାକୁ ବେଶ ଭଲ ପାଇଥାନ୍ତି । ବନ୍ଧୁଗଣ ଆଜି ଆମ୍ଭେ ଆପଣ ମାନଙ୍କୁ ଏହି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କର ରିୟଲ ଲାଇଫ ଛାଡପତ୍ର ସମ୍ବନ୍ଧୀୟ କିଛି ତତ୍ଵ ପ୍ରଦାନ କରିବାକୁ ଯାଉଅଛୁ ।

ଆପଣ ମାନେ ପ୍ରାଏ ଏହି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ଜାଣିଥିବେ । ଆସନ୍ତୁ ବର୍ତ୍ତମାନ ଏହି ଅଭିନେତ୍ରୀ ମାନଙ୍କ ରିୟଲ ଲାଇଫ ସମ୍ବନ୍ଧୀୟ କିଛି ବିଷୟବସ୍ତୁ ଉପରେ ନଜର ପକାଇବା । ୧- “କୋଏଲ ବାନାର୍ଜୀ” ;- ବନ୍ଧୁଗଣ “କୋଏଲ ବାନାର୍ଜୀ” ୨୦୧୨ ମସିହାରେ ଅଭିନେତା “ବବି ମିଶ୍ର” ଙ୍କୁ ବିବାହ କରିଥିଲେ । ଦୁହେଁ ବେଶ ହସଖୁସିରେ ରହୁଥିଲେ ।

ମାତ୍ର ତାହା କିଛି ସମୟ ପର୍ଯ୍ୟନ୍ତ ସ୍ଥଗିତ ଥିଲା ୨୦୨୧ ମସିହାରେ ତାଙ୍କର ଛାଡପତ୍ର ହୋଇଯାଇଥିଲା । ବର୍ତ୍ତମାନ କୋଏଲ କଲିକତା ରେ ରହୁଛନ୍ତି ।

୨-“ଅନୁ ଚୌଧୁରୀ” ;- ବନ୍ଧୁଗଣ ପ୍ରସିଦ୍ଧ ଅଭିନେତ୍ରୀ “ଅନୁ ଚୌଧୁରୀ” ଙ୍କୁ କିଏ ବା ନ ଜାଣେ । ଆପଣ ମାନେ “ଅନୁ ଚୌଧୁରୀ” ଙ୍କୁ ଅନେକ ସିନେମା ରେ ଅଭିନୟ କରିଥିବା ର ଦେଖିଛନ୍ତି । “ଅନୁ ଚୌଧୁରୀ” ୨୦୦୬ ମସିହାରେ ସନ୍ଦୀପ ମିଶ୍ରଙ୍କୁ ବିବାହ କରିଥିଲେ । ଏହାପରେ ୨୦୧୨ ମସିହାରେ ଉଭୟଙ୍କର ଛାଡପତ୍ର ହୋଇଯାଇଥିଲା ।

୩- “ରଚନା ବାନାର୍ଜୀ” ;- ବନ୍ଧୁଗଣ “ରଚନା ବାନାର୍ଜୀ” ଜଣେ ବଙ୍ଗୀୟ ଅଭିନେତ୍ରୀ ଅଟନ୍ତି । ସେ ୨୦୦୩ ମସିହାରେ ଅଭିନେତା ସିଦ୍ଧାର୍ଥ ଙ୍କୁ ପ୍ରେମ ବିବାହ କରିଥିଲେ । ମାତ୍ର ୨୦୦୪ ମସିହା ବେଳକୁ ଉଭୟଙ୍କ ଛାଡପତ୍ର ହୋଇଯାଇଥିଲା ।

୪- “ଉଷସୀ ମିଶ୍ର” ;- ବନ୍ଧୁଗଣ “ଉଷସୀ ମିଶ୍ର” ଓଡିଆ ଚଳଚିତ୍ର ସମେତ ଓଡିଆ ଧାରାବାହିକ ରେ ମଧ୍ୟ ଅଭିନୟ କରି ପ୍ରସିଦ୍ଧ ହୋଇଛନ୍ତି । ବନ୍ଧୁଗଣ “ଉଷସୀ ମିଶ୍ର” ୨୦୦୯ ମସିହାରେ “ରତନ ଲକ୍ଷମଣୀ” ଙ୍କୁ ବିବାହ କରିଥିଲେ । ଏହାପରେ ୨୦୧୯ ମସିହାରେ ତାଙ୍କର ଛାଡପତ୍ର ହୋଇଯାଇଥିଲା ।

୫- “ବର୍ଷା ପ୍ରିୟଦର୍ଶନୀ” ;- ଦର୍ଶକବନ୍ଧୁ ଆପଣ ମାନେ ସମସ୍ତେ ବର୍ଷା ଙ୍କୁ ଜାଣିଥିବେ । ବର୍ଷା ଖୁବ କମ ସମୟରେ ଓଡିଆ ଚଳଚିତ୍ର ଜଗତରେ ବହୁତ କାମ କରି ପ୍ରସିଦ୍ଧ ହୋଇଛନ୍ତି । ସେ ୨୦୧୪ ମସିହାରେ ଓଲିଉଡ କଳାକାର “ଅନୁଭବ ମହାନ୍ତି” ଙ୍କୁ ବିବାହ କରିଥିଲେ । ଏହାପରେ ୨୦୨୦ ମସିହାରେ ଉଭୟ ଅଲଗା ହୋଇ ଯାଇଛନ୍ତି ମାତ୍ର ଦୁହିଙ୍କର ଛାଡପତ୍ର ବର୍ତ୍ତମାନ ସୁଦ୍ଧା ହୋଇନାହିଁ ।

୬- “ପ୍ରିୟା ଚୌଧୁରୀ” ;- ବନ୍ଧୁଗଣ “ପ୍ରିୟା ଚୌଧୁରୀ” ୨୦୧୩ ମସିହାରେ “ଦୂର୍ଗା ପ୍ରସାଦ ମିଶ୍ର” ଙ୍କୁ ବିବାହ କରିଥିଲେ । ଏହାପରେ ତାଙ୍କର ଛାଡପତ୍ର ହୋଇଯାଇଥିଲା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *