Interesting GK Questions – ଭିକାରି ନୁହେଁ କିନ୍ତୁ ପଇସା ମାଗିଥାଏ ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବାଯାଇଥାଏ ସେ କିଏ ?

ଆପଣ ମାନେ ଜାଣିଥିବେ ଇଣ୍ଟରବିୟୁରେ ଅନେକ ପ୍ରଶ୍ନ ପଚରାଯାଏ । କିଛି ପ୍ରଶ୍ନ ସହଜ ହୋଇଥାଏ ତ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ଏକ ରୋମାଞ୍ଚକର ଖେଳ ନେଇ ଆସିଛୁ । ଏଥିରୁ ଆପଣ ମାନେ ଅନେକ କିଛି ଶିଖିବାକୁ ପାଇବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଯାହା ପାଠ ପଢୁଥିବା ପିଲା ମାନେ ମଧ୍ୟ ଜାଣି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ଖେଳ କଣ ରହିଛି ।

୧- ଦିଲ୍ଲୀର ଲାଲକିଲ୍ଲା କିଏ ନିର୍ମାଣ କରିଥିଲେ ?

ଉତ୍ତର- ଶାହଜାହାନ

୨- ଆଗ୍ରାର ଲାଲକିଲ୍ଲା କିଏ ନିର୍ମାଣ କରିଥିଲେ ?

ଉତ୍ତର- ଆକବର

୩- ମୟୂର ସିଂହାସନ କିଏ ନିର୍ମାଣ କରିଥିଲେ ?

ଉତ୍ତର- ଶାହାଜାହାନ

୪- ବିବି କା ମକବରା ବା ମିନି ତାଜ ମହଲ କେଉଁଠାରେ ଅବସ୍ତିତ ?

ଉତ୍ତର- ଔରଙ୍ଗାବାଦ

୫- ବିଶ୍ଵ ନଡିଆ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ସେପ୍ଟେମ୍ବ ୨ରେ

୬- ଫାରେଇନହାଇଟ ସ୍କେଲରେ ମାନବ ଶରୀରର ସାଧାରଣ ତାପମାତ୍ରା କେତେ ?

ଉତ୍ତର- ୯୮.୬ ଡିଗ୍ରୀ

୭- ସେଲସିୟସ ସ୍କେଲରେ ମାନବ ଶରୀରର ସାଧାରଣ ତାପମାତ୍ରା କେତେ ?

ଉତ୍ତର- ୩୭ ଡିଗ୍ରୀ

୮- କେଳଭିନ ସ୍କେଲରେ ମାନବ ଶରୀରର ସାଧାରଣ ତାପମାତ୍ରା କେତେ ?

ଉତ୍ତର- ୩୧୦.୧୫

୯- LPG ଗ୍ଯାସ ଗନ୍ଧହୀନ କିନ୍ତୁ ଏଥିରେ କେଉଁ ଗ୍ଯାସ ମିସିଥିବାରୁ ଆମେ ଗ୍ଯାସ ଲିକ ହେଲେ ଜାଣିପାରୁ ?

ଉତ୍ତର- ଇଥାଇଲ ମର୍କପ୍ଟନ

୧୦- ବିକାଶର ସିଦ୍ଧାନ୍ତ କିଏ ପ୍ରତିପାଦନ କରିଥିଲେ ?

ଉତ୍ତର- ଚାର୍ଲ୍ସ ଡାରଉଇନ

୧୧- ରାମାୟଣ କଥା ଅନୁସାରେ ମା ସୀତାଙ୍କର ପିତାଙ୍କ ନାମ କଣ ଥିଲା ?

ଉତ୍ତର- ଜନକ

୧୨- ରାମାୟଣ କଥା ଅନୁସାରେ କିଏ ରାବଣର ମା ଥିଲେ ?

ଉତ୍ତର- କୈକସି

୧୩- ୨୦୨୧ ଟୋକିଓ ପଇରାଲମ୍ପିକରେ ପ୍ରବୀଣ କୁମାର ଉଚ୍ଚ ଡିଆଁରେ ଏସିଆର ନୂଆ ରେକର୍ଡ କରି କେଉଁ ମେଡାଲ ହାସଲ କରିଛନ୍ତି ?

ଉତ୍ତର- ସିଲଭର

୧୪- ୨୦୨୧ ଟୋକିଓ ପଇରାଲମ୍ପିକରେ ଅଭନୀ ଲେଖେରା, ଶୁଟିଙ୍ଗ ରେ ପ୍ରଥମେ ଗୋଲ୍ଡ ମେଡାଲ ଓ ତା ପରେ କେଉଁ ମେଡାଲ ଜିତିଛନ୍ତି ?

ଉତ୍ତର- ବ୍ରୋଞ୍ଚ

୧୫- ନିକଟ ଅତୀତରେ ଭାରତ ଓ କେଉଁ ଦେଶ ମଧ୍ୟରେ KAZID-୨୧ ସଂଯୁକ୍ତ ସୈନ୍ୟ ଅଭ୍ଯାସ ଆରମ୍ଭ ହୋଇଛି ?

ଉତ୍ତର- କଜାକିସ୍ତାନ

୧୬- ଭିକାରି ନୁହେଁ କିନ୍ତୁ ପଇସା ମାଗିଥାଏ ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବାଯାଇଥାଏ ସେ କିଏ ?

ଉତ୍ତର- ବସ କଣ୍ଡକ୍ଟର

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *