Ollywood ହାସ୍ୟ ଅଭିନେତା ମାନଙ୍କ ସ୍ତ୍ରୀ ଙ୍କୁ ଆଗରୁ କେବେ ଦେଖି ନଥିବେ…

ଓଡିଆ ଅଭିନେତା ମାନେ ସବୁ ଲୋକଙ୍କ ପ୍ରିୟ । ସେହି ମାନଙ୍କୁ ଦେଖିକି ଆମେ ସବୁ ଜିନିଷ ପାଇଁ ଆଗ୍ରହ ହୋଇ ଥାଉ । ଜେଭଳି ହିରୋ ମାନଙ୍କ ଚେହେରା ହେଉ କିମ୍ବା ସେମାନଙ୍କ ପିନ୍ଧିବା ଶୈଳୀ ହେଉ ସବୁ କ୍ଷେତ୍ରରେ ଏହା ଅଲଗା ହିଁ ଦେଖା ଯାଇ ଆମକୁ ।

କିନ୍ତୁ ଯଦି ଭଲକି ଦେଖିବା ତ ଜାଣି ପାରିବା କି ଆମେ ଗୋଟେ ଫିଲ୍ମ କେବଳ ଜଣେ ହିରୋ ପାଇଁ ନୁହେଁ ସେଥିରେ ଥିବା ସବୁ ଚରିତ୍ର ପାଇଁ ହୋଇ ଥାଏ । ତେବେ ହାସ୍ୟ ଅଭିନେତା ମାନେ ମଧ୍ୟ ଖୁବ ଭଲ ଅଭିନୟ କରି ଓଡିଶା ବାଶି ଙ୍କୁ ହସାଇ ଛନ୍ତି ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଏହି ଅଭିନେତା ମାନଙ୍କ ପ୍ପାଇନ ଆଉ କିଛି ସୋ ମଧ୍ୟ ଚାଲୁଛି ।

ତେବେ ଆପଣ କଣ ଜାଣିଛନ୍ତି ଏମାନଙ୍କ ମଧ୍ୟରୁ କିଏ କିଏ ବିବାହ କରିଛନ୍ତି ଓ କିଏ କିଏ ବିବାହ କରି ନାହାନ୍ତି । ଯଦି ଜଣାଇ ନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ ଏହି ବିଷୟରେ । ଆପଣ ମାନେ ଜାଣି ଥିବେ କି ଗୁଡୁ ଏବେ କିଛି ଦିନ ତଳେ ବିବାହ କରିଥିଲେ । ସେ ନିଜର ବାନ୍ଧବୀ ଙ୍କୁ ଭଲ ପାଇ ବିବାହ କରିଥିଲେ, କିଛି ଦିନ ସେ ସୋସିଆଲ ମିଡିଆରେ ଏକ ବାନ୍ଧବୀ କରିଥିଲେ ଏହା ପରେ ସିଧା ବିବାହ କରିଥିଲେ ।

ତେବେ କେବଳ ଗୁଡୁ ନୁହେଁ ବରଂ ହଋ ଓ ପପୁ, ଯଇ ମଧ୍ୟ ବିବାହ କରିଛନ୍ତି । ହଋ ଏକ ଏଭଳି ହାସ୍ୟ ଅଭିନେତା ଯିଏ ନିଜ କମେଡି ଦ୍ଵାରା ସବୁଙ୍କ ମନ ଜିତ୍ୟ ପାରିଥିଲେ ସେ । ପାପୁ ସେ ମଧ୍ୟ ବିବାହ କରିଛନ୍ତି ତାଙ୍କର ପ୍ରେମିକା କୁ ସେ ଆସିବା ପରେ ହାସ୍ୟ ଅଭିନେତା ମାନଙ୍କ ଜୀବନ ଶୈଳୀ ବଦଳି ଯାଇଥିଲା ।

ଏହା ଦ୍ଵାରା ସେ ଅନେକ ଫିଲ୍ମ କରିଥିଲେ । ଯାହା ଖୁବ ସଫଳ ମଧ୍ୟ ହୋଇଛି । ପାପୁ ଏକ ସାଧାରଣ ଅଭିନୟ କରିବା ଆରମ୍ଭ କରିଥିଲେ ଧୀରେ ଧୀରେ ସେ ଉପରକୁ ଉଠି ଆଜି ନିଜର ଏକ ସ୍ଵତନ୍ତ୍ର ପରିଚୟ ଦେଇ ଛନ୍ତି ।

ଏହା ପରେ ନାମ ଆସେ ପ୍ରଜ୍ଞାନ ଏବେ ଯାଏ ବିବାହ କରି ନାହାଁନ୍ତି । ଏହା ପରେ ନାମ ଆସେ ଯୋଗେଶ ଯୋୟୋ ଙ୍କର ସମ୍ବଳ ପୁର ର ଏକ ଭଲ ହାସ୍ୟ ଅଭିନେତା ହେଉଛନ୍ତି ଯୋଗେଶ ସେ ମଧ୍ୟ ବିବାହିତ ଅଟନ୍ତି ।

Leave a Reply

Your email address will not be published. Required fields are marked *