ଦର୍ଶକ ବନ୍ଧୁ ୬୦୦ ବର୍ଷ ପୂର୍ବେ ଲେଖା ଯାଇଥିବା ମାଳିକା ରେ କଳିଯୁଗ ବିଷୟରେ ଅନେକ କଥା ଲେଖାଅଛି । ସମଗ୍ର ପୃଥିବୀ କୁ ଏଇ ଅଚ୍ୟୁତାନନ୍ଦ ଦାସ ଅନେକ ଗୁଡାଏ ଭବିଷ୍ୟ ବାଣୀ କରିଛନ୍ତି ମାଳିକା ରେ । ଯାହା ଧୀରେ ଧୀରେ ବର୍ତ୍ତମାନ ସତ ପ୍ରମାଣିତ ହେଉଛି । କଟକ ସହର ଓଡିଶାରେ ମୁଖ୍ୟ ବ୍ୟବସାୟ ସ୍ଥଳୀ । କଟକ ସହର କୁ ନେଇ ମାଳିକା ରେ ଏକ ବଡ ଅଘଟଣ ଘଟିବା ନେଇ କୁହା ଯାଇଛି । କଟକରେ ଆଗକୁ ଲୀଳା କରିବେ କଳ୍କି । କଳିଯୁଗ ଶେଷ ସମୟରେ କଟକରେ କଣ ଘଟିବ ଆସନ୍ତୁ ଜାଣିବା ବିସ୍ତାର ଭାବେ ।
ମାଳିକା ରେ କୁହାଯାଇଛି କଟକ ରେ ଯେବେ ନୂଆ ରେଳ ରାସ୍ତା ତିଆରି ହେବ ଆଉ ରେଳ ରାସ୍ତା କେଉଁ ଠାରୁ ଆରମ୍ଭ ହେବ । ମହାନଦୀରେ ଯେବେ ନୂଆ ରେଳ ରାସ୍ତା ତିଆରି ହେବ ତାହା କଳିଯୁଗର ଅନ୍ତ ସମୟ ବୋଲି ମାଳିକା ରେ କୁହାଯାଇଛି । ତା ପରେ କଟକରେ ଆରମ୍ଭ ହେବ ହିଂସା । ଦିନରେ ଆକାଶ ରୁ ଉଲଲା ପଡିବ । ମହାପୁରୁଷ ଅଚ୍ୟୁତାନନ୍ଦ ଆହୁରି ମଧ୍ୟ କହିଛନ୍ତି ରାଣୀହାଟ ଠାରୁ ତୁଳସୀପୁର ଯାଏଁ ରକ୍ତ ର ନଦୀ ବୋହିବ । କଟକର ଚାନ୍ଦିନୀଚୋକ ଠାରେ ହିନ୍ଦୁ ମୁସ୍ଲିମ ଭିତରେ ଯୁଦ୍ଧ ଆରମ୍ଭ ହେବ ।
ହଣା କଟା ଲାଗି ରହିବ । ଆଉ ଏହି ଘଟଣା ମଙ୍ଗଳବାର ଦିନ ହିନ ଘଟିବ । ସେହି ସମୟରେ ପ୍ରଭୁ ହନୁମାନ ଗର୍ଜନ କରି ଉଠିବେ । କଟକରେ ମହାସମର ଲାଗିବ । ମହାପୁରୁଷ ଆଗକୁ କହିଛନ୍ତି ପଶ୍ଚିମ ଦିଗରୁ ସନ୍ୟାସୀ କଟକରେ ପ୍ରବେଶ କରିବେ । ଆଉ ସେହି ଦିନ କିଛି ଛଦ୍ମ ବେସୀ ମୁସଲମାନ ସୈନ୍ୟ କଟକରେ ପ୍ରବେଶ କରିବେ । ପ୍ରଥମେ ସେମାନେ ହଣା କଟା ଆରମ୍ଭ କରିବେ । ସେହି ସମୟରେ ହନୁମାନ ଗର୍ଜନ କରି ଉଠିବେ । ପ୍ରଥମେ ସେମାନେ ଯୁଦ୍ଧ ଆରମ୍ଭ କରିବେ ଆଉ କଟକ ବାସିନ୍ଦା ଯୁଦ୍ଧ କରିବେ ନାହି ।
କଟକର ବଳରାମ ଆଶ୍ରମରେ ପ୍ରଭୁ ହନୁମାନ ଜନ୍ମ ନେଇ ସାରିଛନ୍ତି । ଭକ୍ତ ଏମାନେ ସେଠାରେ ମହା ସଂଗ୍ରାମ ଦେଖିବେ । ୨୦୨୬ରେ ଏହି ଘଟନ ଅଘଟିବ ବୋଲି ମହାପୁରୁଷ କହିଛନ୍ତି । କେବଳ କଟକ ନୁହେଁ ଏ ଯୁଦ୍ଧ ଭୁବନେଶ୍ଵର ଯାଏଁ ବ୍ୟାପୀବ । ଏହି ଯୁଦ୍ଧ ୩ ପାଖ ୩ ମାସ ଚାଲିବ । ଯୁଦ୍ଧ ୧୩୫ ଦିନ ଚାଲିବ ବୋଲି କୁହାଯିଛି । ଯୁଦ୍ଧ ଏତେ ଭୟଙ୍କର ହେବ ଯେ ଖୋର୍ଦ୍ଧା ଯାଏଁ ରକ୍ତ ନଦୀ ବୋହିବ । ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରିବେ ।
ମୀନ ରାଶିରେ ଶନିଙ୍କ ଚଳନ ୨୦୨୪ରେ ହେବାରୁ ଏଭଳି ଘଟିବ । ଏହି ଘଟଣା ଅଢେଇ ବର୍ଷ ଲାଗି ରହିବ । ସେହି ସମୟରେ ପୃଥିବୀ ମାତା ତ୍ରାହି ତ୍ରାହି ଡାକୁଥିବ ଆଉ ରାସ୍ତା ସାରା କୂଢ କୂଢ ଶବ ଗଦା ହୋଇଥିବ । ତେବେ ଏ ସବୁ ମାଳିକା ରେ କୁହାଯାଇଛି କୌଣସି ମନ ଗଡା କାହାଣୀ ନୁହେଁ । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।