ଓଡିଆ ସିରିଏଲ “ନଣନ୍ଦ ପୁଟୁଳି” ର ସେଲିବ୍ରେଟି କୁକିଜ ବାନ୍ଧି ହେଲେ ବିବାହ ବନ୍ଧନରେ… ଦେଖନ୍ତୁ କାହାକୁ

ଓଲିଉଡ ଜଗତରେ ସେଲିବ୍ରେଟି ମାନେ ନିଜର ସାନଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଆଜିକାଲି ଘରେ ଘରେ ଲୋକ ମାନେ ଟିଭି ସିରିଏଲ ଦେଖିବାକୁ କେତେ ଆଗ୍ରହ ହେଉଛନ୍ତି । ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନେ କିଛି କମ ନୁହନ୍ତି ।

ସେମାନେ କେବଳ ଅଭିନୟ ପାଇଁ ନୁହେଁ ବରଂ ନିଜର ସୁନ୍ଦରତା ଓ ଷ୍ଟାଇଲିସ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ କୁକିଜ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସେହି ବିଷୟରେ କିଛି କହିବାକୁ ଯାଉଛୁ । ଆପଣ ମାନେ “ନଣନ୍ଦ ପୁଟୁଳି” ସିରିଏଲ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ ।

ଏହି ସିରିଏଲରେ ଲିଡ ନାୟିକା ଭାବେ ଅଭିନେତ୍ରୀ କୁକିଜ ସ୍ଵାଇଁ ଜବରଦସ୍ତ ଅଭିନୟ କରି ନିଜର ଅଭିନୟ ଯାଦୁରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ କୁକିଜ ସ୍ଵାଇଁଙ୍କର ବୟସ ହେଉଛି ୨୬ ବର୍ଷ । ସେ ପିଲା ଦିନୁ ଅଭିନୟ ପ୍ରତି ରୁଚି ରଖୁଥିଲେ । କୁକିଜ ସ୍ଵାଇଁ ନିଜ ମା ଓ ପରିବାର ଲୋକଙ୍କ ସହଯୋଗ ଯୋଗୁ ଆଜିକା ଡେଟରେ ଓଲିଉଡ ଜଗତରେ ଏକ ଅଲଗା ପରିଚୟ ପାଇ ପାରିଛନ୍ତି ।

ତାଙ୍କର ଦମଦାର ଅଭିନୟ ପାଇଁ ତାଙ୍କର ଫ୍ୟାନ୍ସ ମାନେ ତାଙ୍କୁ ବେଶ ପସନ୍ଦ କରୁଥିବାର ନଜର ଆସୁଛନ୍ତି । ସୂଚନା ଅନୁସାରେ ଅଭିନେତ୍ରୀ କୁକିଜ ସ୍ଵାଇଁ “ନଣନ୍ଦ ପୁଟୁଳି” ସିରିଏଲରେ ରିୟଲ ଲାଇଫରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୁକିଜ ସ୍ଵାଇଁ ମ୍ୟାରେଜ କରିଛନ୍ତି ନେଇ ଯେଉଁ ଖବର ପ୍ରକାଶ ପାଇଛି ତାହା ସଂପୂର୍ଣ୍ଣ ଭାବେ ମିଥ୍ୟା ଅଟେ ।

ସୂଚନା ଅନୁସାରେ କୁକିଜ ସ୍ଵାଇଁ ରିୟଲ ଲାଇଫରେ ବିବାହ କରି ନାହାନ୍ତି । ସେ “ନଣନ୍ଦ ପୁଟୁଳି” ସିରିଏଲରେ ଭଲ ବୋହୁ ହେବା ସହ ଭଲ ସ୍ତ୍ରୀ ଚରିତ୍ର ରେ ମଧ୍ୟ ଭଲ ଅଭିନୟ ଜାରି ରଖିଛନ୍ତି । ଏହା ଛଡା ସେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି । ଆଶା କରୁଛୁ ସେ ନିଜର ଅଭିନୟ ଏମିତି ଆଗକୁ ଜାରି ରଖିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ କୁକିଜ ସ୍ଵାଇଁଙ୍କର “ନଣନ୍ଦ ପୁଟୁଳି” ସିରିଏଲରେ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *