ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକାର ମାନେ ଖୁବ ସୁନ୍ଦର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଆଜିକାଲି ଘରେ ଘରେ ଲୋକ ମାନେ ଟିଭି ସିରିଏଲ ଦେଖିବାକୁ ଆଗ୍ରହ ପ୍ରକାଶ ଅକରୁଛନ୍ତି ।
କିଛି କଳାକାର ମାନେ ନିଜର ଷ୍ଟାଇଲ, ଲୁକ ଓ ବ୍ୟକ୍ତିତ୍ବ ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହୁଛନ୍ତି । ଆଜି ଆମେ ଆପଣ ଅମାନଙ୍କୁ “ନୂଆ ବୋହୁ” ସିରିଏଲର କଳାକାର ମାନଙ୍କର ରିୟଲ ଲାଇଫ ବାପା କିଏ ସେହି ବିଷୟରେ କହିବାକୁ ଯାଉଛୁ ।
୧ – “ମିତାଲି ସରଘରିୟା ବା ରାଧିକା” : ତରଙ୍ଗ ଚ୍ଯାନେଲ ରେ ପ୍ରସାରିତ ହେଉଥିବା ସିରିଏଲ “ନୂଆ ବୋହୁ” ଆପଣ ମାନେ ନିଶ୍ଚୟ ଦେଖୁଥିବେ । ଏହି ସିରିଏଲରେ ଅଭିନେତ୍ରୀ ମିତାଲି ରାଧିକା ଚରିତ୍ର ରେ ମୁଖ୍ୟ ନାୟିକା ଭାବେ ନଜର ଆସୁଛନ୍ତି । ରାଧିକା ଏହି ସିରିଏଲରେ ଭଲ ବୋହୁ ହେବା ସହ ଭଲ ସ୍ତ୍ରୀ ହେବାର ଅଭିନୟ ଖୁବ ସୁନ୍ଦର ଭାବେ ନିଭାଉଛନ୍ତି । ଏହି ଭିଡିଓ ରେ ମିତାଲିଙ୍କ ସହ ତାଙ୍କ ରିୟଲ ଲାଇଫ ବାପାଙ୍କର ଫୋଟୋ ରହିଛି ।
୨- “ଜଗଦୀଶ ପାଲ ବା ସାତ୍ଵିକ” : “ନୂଆ ବୋହୁ” ସିରିଏଲରେ ଅଭିନେତା ଜଗଦୀଶ ପାଲ ସାତ୍ଵିକ ଚରିତ୍ର ରେ ମୁଖ୍ୟ ନାୟକ ଭାବେ ଅଭିନୟ କରୁଛନ୍ତି ଯାହାକୁ ଦର୍ଶକ ମାନେ ବେଶ ପ୍ରଶଂସା କରୁଛନ୍ତି । ସାତ୍ଵିକ ଓ ରାଧିକାଙ୍କ ଯୋଡି ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସୁଛି । ଏହି ଭିଡିଓ ରେ ସାତ୍ଵିକଙ୍କ ରିୟଲ ଲାଇଫ ପିତାଙ୍କର ଫୋଟୋ ରହିଛି ।
୩- “ନିତୁ ମିଶ୍ର ବା ପଦ୍ମା” : “ନୂଆ ବୋହୁ” ସିରିଏଲରେ ଅଭିନେତ୍ରୀ ନିତୁ ମିଶ୍ର ପଦ୍ମା ଭୂମିକାରେ ସାତ୍ଵିକଙ୍କ ମା ଚରିତ୍ର ରେ ଅଭିନୟ କରୁଛନ୍ତି । ନିତୁ ନିଜର ଅଭିନୟ ଯାଦୁରେ ଦର୍ଶକ ମାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି । ଏହି ଭିଡିଓ ରେ ନିତୁଙ୍କର ରିୟଲ ଲାଇଫ ପିତାଙ୍କର ଫୋଟୋ ରହିଛି ।
୪- “କ୍ରୀଷ୍ଣା କର ବା ରାଜରାଜେନ୍ଦ୍ର” : ଏହି ସିରିଏଲରେ ଅଭିନେତା କ୍ରୀଷ୍ଣା କର ରାଜା ରାଜେନ୍ଦ୍ର ଭାବେ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି । ଏହି ସିରିଏଲରେ ରାଜା ରାଜେନ୍ଦ୍ର ସାତ୍ଵିକଙ୍କ ପିତା ଭୂମିକାରେ ନଜର ଆସୁଛନ୍ତି । ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି । ଏହି ଭିଡିଓ ରେ କ୍ରୀଷ୍ଣା କରଙ୍କର ରିୟଲ ଲାଇଫ ପିତାଙ୍କ ଫୋଟୋ ରହିଛି ।
୫- “ଲୋପାମୁଦ୍ରା ଦାସ ବା ଲୋପା” : ଏହି ସିରିଏଲରେ ଅଭିନେତ୍ରୀ ଲୋପାମୁଦ୍ରା ବଡ ବୋହୁ ହେବାର ଚରିତ୍ର ରେ ନଜର ଆସୁଛନ୍ତି । ଲୋପା ନିଜର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟ ଜିତି ପାରିଛନ୍ତି । ଏହି ଭିଡିଓ ରେ ଲୋପାଙ୍କର ରିୟଲ ଲାଇଫ ପିତାଙ୍କର ଫୋଟୋ ରହିଛି ।
ବନ୍ଧୁଗଣ ଆପଣ ମାନଙ୍କୁ “ନୂଆ ବୋହୁ” ସିରିଏଲର କଳାକାର ମାନଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।