ଓଡିଆ ସିରିଏଲ “ସିନ୍ଦୁରର ଅଧିକାର”ରେ ଅଭିନୟ କରୁଥିବା କଳାକାର ମାନେ ରିୟଲ ଲାଇଫରେ ଦେଖିବାକୁ ଏମିତି ?

ଓଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ସୁନ୍ଦର ପର୍ଫୋମାଂସ ପାଇଁ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଠିକ ସେହି ଭଳି ଟେଲିଭିଜନ ଜଗତରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକରେ ଅଭିନୟ କରି କଳକାର ମାନେ ବେଶ ଚର୍ଚ୍ଚାରେ ରହିଛନ୍ତି ।

ସେମାନେ କେବଳ ଅଭିନୟ ପାଇଁ ନୁହେଁ ବରଂ ନିଜର ଷ୍ଟାଇଲିସ ଅନ୍ଦାଜ ଓ ପର୍ଶନାଲିଟି ପାଇଁ ମଧ୍ୟ ଖୁବ ଲୋକପ୍ରିୟ ଅଟନ୍ତି । ଆଜି ଆମେ ଆପଣ ମାନଙ୍କୁ ସିନ୍ଦୁରରର ଅଧିକାର ସିରିଏଲର ଆକ୍ଟର ମାନେ ରିୟଲ ଲାଇଫରେ ଦେଖିବାକୁ କେମିତି ଲାଗନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

୧- “ପବିତ୍ରା” : ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ସିନ୍ଦୁରର ଅଧିକାର” ରେ ପବିତ୍ରା ମୁଖ୍ୟ ଭୂମିକାରେ ଅଭିନୟ କରି ଖୁବ ଲୋକପରିୟ ହୋଇ ପାରିଛନ୍ତି । ସେ ରିୟଲ ଲାଇଫରେ ଦେଖିବାକୁ ବହୁତ ସୁନ୍ଦର ଲାଗନ୍ତି ।

୨- ଦାମିନୀ : ଏହି ସିରିଏଲରେ ଅଭିନେତ୍ରୀ ଦାମିନୀ ଖୁବ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ସେ ରିୟଲ ଲାଇଫରେ ଦେଖିବାକୁ ବହୁତ ଗରଜେସ ହେବା ସହ ତାଙ୍କର ହେୟାର ଷ୍ଟାଇଲ ମଧ୍ୟ ଖୁବ ନିଆରା ।

୩- “ଉର୍ଭି” : ଏହି ସିରିଏଲରେ କାମ୍ୟାଙ୍କ ଝିଅ ଭୂମିକାରେ ଉର୍ଭି ଅଭିନୟ କରିବାର ନଜର ଆସୁଛନ୍ତି । ରିୟାଲ ଲାଇଫରେ ଉର୍ଭି ଦେଖିବାକୁ ବହୁତ ସୁନ୍ଦର ହେବା ସହ ତାଙ୍କର ଡ୍ରେସ ଷ୍ଟାଇଲ ଠାରୁ ଆରମ୍ଭ କରି ହେୟାର ଷ୍ଟାଇଲ ଯାଏଁ ସବୁ ଅଲଗା ।

୪- “କାମ୍ୟା” : ଏହି ସିରିଏଲରେ ଖଳନାୟିକା ଭାବେ କାମ୍ୟା ଅଭିନୟ କରିବାର ନଜର ଆସୁଛନ୍ତି । ରିୟଲ ଲାଇଫରେ କାମ୍ୟା ଦେଖିବାକୁ ବହୁତ ଗରଜେସ ଇଓ ତାଙ୍କର ହେୟାର ଷ୍ଟାଇଲ ଠାରୁ ଆରମ୍ଭ କରି ଡ୍ରେସ ପିନ୍ଧିବା ଯାଏ ସବୁ ଭିନ୍ନ ଅଟେ ।

୫- “ନିକି” : ଏହି ସିରିଏଲରେ ଅଭିନେତ୍ରୀ ନିକି ଖୁବ ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ରିୟଲ ଲାଇଫରେ ଦେଖିବାକୁ ବହୁତ ସୁନ୍ଦର ଲାଗନ୍ତି ।

୬- “ଇତି” : ଏହି ସିରିଏଲରେ ପବିତ୍ରାଙ୍କ ଝିଅ ଭୂମିକାରେ ଇତି ଅଭିନୟ କରିବାର ନଜର ଆସୁଛନ୍ତି । ରିୟଲ ଲାଇଫରେ ସେ ଦେଖିବାକୁ ବହୁତ ଚୁଲବୁଲି ଓ ସୁନ୍ଦର ଲାଗନ୍ତି ।

୭- “ଆରଭ” : ଏହି ସିରିଏଲରେ ମୁଖ୍ୟ ନାୟକ ଭାବେ ଆରଭ ଅଭିନୟ କରୁଛନ୍ତି । ରିୟାଲ ଲାଇଫରେ ସେ ଦେଖିବାକୁ ବହୁତ ହ୍ୟାଣ୍ଡସମ ଓ ଷ୍ଟାଇଲିସ ଲାଗନ୍ତି ।

୮- “ମିଠୁ” : ଏହି ସିରିଏଲରେ ଅଭିନେତା ମିଠୁ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟକୁ ଜିତି ପାରିଛନ୍ତି । ରିୟଲ ଲାଇଫରେ ଦେଖିବାକୁ ବହୁତ ଷ୍ଟାଇଲିସ ଓ ଚାର୍ମିଙ୍ଗ ଲାଗନ୍ତି । ସେ ତାଙ୍କର ଅଭିନୟ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ “ସିନ୍ଦୁରର ଅଧିକାର” ସିରିଏଲ ର କଳାକାର ମାନଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *