ଦେଖନ୍ତୁ ଓଡିଆ ସିରିଏଲ “ତାରିଣୀ ଆଖିରେ ତାରା”ର କଳାକାର ମାନେ ରିୟଲ ଲାଇଫରେ ଦେଖିବାକୁ କେମିତି

ଟେଲିଭିଜନ ଜଗତର କଳାକାର ମାନେ ଓଡିଆ ଇଣ୍ଡଷ୍ଟ୍ରିର କଳାକାର ମାନଙ୍କ ଠାରୁ କିଛି କମ ନୁହନ୍ତି । ସେମାନେ ନିଜର ଦମଦାର ଅଭିନୟ ଦ୍ଵାରା ଆଜିକା ଡେଟରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି । ଟିଭି ସିରିଏଲ ଦେଖିବାକୁ ଦର୍ଶକ ମାନେ ଖୁବ ଆଗ୍ରହ ପ୍ରକାଶ କରୁଛନ୍ତି ।

ଏହା ସହ କଳାକାର ମାନେ ମଧ୍ୟ ନିଜର ଅଭିନୟ ବ୍ଯତୀତ ଷ୍ଟାଇଲିସ, ବ୍ୟକ୍ତିତ୍ବ ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ “ତାରଣୀ ଆଖିର ତାରା” ସିରିଏଲରେ ଅଭିନୟ କରୁଥିବା କଳାକାର ମାନେ ରିୟଲ ଲାଇଫରେ ଦେଖିବାକୁ କେମିତି ହୋଇଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

୧- “କନିକା” : ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ତାରିଣୀ ଆଖିରେ ତାରା” ରେ ଅଭିନେତ୍ରୀ କନିକା ବେଶ ସୁନ୍ଦର ଅଭିନୟ ଜାରି ରଖିଛନ୍ତି । ଏହି ସିରିଏଲରେ ସେ ଖଳନାୟିକା ଭାବେ ଅଭିନୟ କରୁଥିଲେ ମଧ୍ୟ ରିୟଲ ଲାଇଫରେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

୨- “ତନୁଜା” : ଏହି ସିରିଏଲରେ ଅଭିନେତ୍ରୀ ତନୁଜା ବହୁତ ସାଧାସିଧା ଚରିତ୍ରରେ ନଜର ଆସୁଛନ୍ତି । କିନ୍ତୁ ରିୟାଲ ଲାଇଫରେ ତାଙ୍କର ଷ୍ଟାଇଲ ସିରିଏଲ ଲାଇଫ ଠାରୁ ଭିନ୍ନ ଅଟେ । ତନୁଜା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

୩- “ତାରିଣୀ” : ଏହି ସିରିଏଲରେ ଅଭିନେତ୍ରୀ ତାରିଣୀ ଭଲ ଝିଅ ହେବାର ଭୂମିକାରେ ବେଶ ସୁନ୍ଦର ଅଭିନୟ ଜାରି ରଖିଛନ୍ତି । ତାରିଣୀଙ୍କ ଅଭିନୟ ପାଇଁ ସିରିଏଲଟି ନମ୍ବର ୱାନ ସିରିଏଲ ହୋଇ ପାରିଛି । ତାରିଣୀ ରିୟଲ ଲାଇଫରେ ଦେଖିବାକୁ ବହୁତ ଗରଜେସ ଲାଗନ୍ତି ।

୪- “ତୁଷାର” : ଏହି ସିରିଏଲରେ ତୁଷାର ତାରିଣୀଙ୍କର ପ୍ରେମିକ ଚରିତ୍ରରେ ସାଧାସିଧା ବ୍ୟକ୍ତି ଭାବେ ନଜର ଆସୁଛନ୍ତି । ରିୟଲ ଲାଇଫରେ ସେ ଦେଖିବାକୁ ବହୁତ ହ୍ୟାଣ୍ଡସମ ଓ ଚାର୍ମିଙ୍ଗ ଲାଗନ୍ତି ।

୫- “ତାରା” : ଏହି ସିରିଏଲରେ ଅଭିନେତ୍ରୀ ତାରା ତାରିଣୀର ଭଉଣୀ ଚରିତ୍ରରେ ନଜର ଆସୁଛନ୍ତି । ତାରା ନିଜର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟକୁ ଜିତି ପାରିଛନ୍ତି । ରିୟଲ ଲାଇଫରେ ତାରା ଦେଖିବାକୁ ବହୁତ ବୋଲ୍ଡ ଓ ସୁନ୍ଦର ଲାଗନ୍ତି ।

୬- “ତରୁଣ” : ଏହି ସିରିଏଲରେ ଅଭିନେତା ତରୁଣ ତୁଷାରଙ୍କ ଭାଇ ଭୂମିକାରେ ଅଭିନୟ କରୁଛନ୍ତି । ରିୟଲ ଲାଇଫରେ ତରୁଣ ଦେଖିବାକୁ ବହୁତ ଚାର୍ମିଙ୍ଗ ହେବା ସହ ତାଙ୍କର ହେୟାର ଷ୍ଟାଇଲ ମଧ୍ୟ ସମସ୍ତଙ୍କ ଠାରୁ ଅଲଗା ହୋଇଥାଏ ।

୭- “ବୀର” : ଏହି ସିରିଏଲରେ ତାରିଣୀ ଓ ତାରାଙ୍କର ଛୋଟ ଭାଇ ଭୂମିକାରେ ଅଭିନେତା ବୀର ନଜର ଆସୁଛନ୍ତି । ରିୟଲ ଲାଇଫରେ ବୀର ଦେଖିବାକୁ ବହୁତ ଷ୍ଟାଇଲିସ ଓ ହ୍ୟାଣ୍ଡସମ ଅଟନ୍ତି ।

୮- “କାଜଲ” : ଏହି ସିରିଏଲରେ ଅଭିନେତ୍ରୀ କାଜଲ ବହୁତ ସିମ୍ପଲ ଚରିତ୍ରରେ ଅଭିନୟ କରୁଛନ୍ତି । କିନ୍ତୁ ରିୟଲ ଲାଇଫରେ କାଜଲ ଦେଖିବାକୁ ବହୁତ ସୁନ୍ଦର ହେବା ସହ ବହୁତ ଷ୍ଟାଇଲିସ ମଧ୍ୟ ମେଣ୍ଟେନ କରନ୍ତି । କାଜଲ ନିଜର ଅଭିନୟ ଯାଦୁରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *