ବନ୍ଧୁଗଣ, ମୁଖ୍ୟତ ଓଡିଶା ବାସୀ ମାନେ ଓଡିଆ ଚଳଚିତ୍ର କୁ ବହୂତ ପସନ୍ଦ କରିଥାନ୍ତି । ନିଜ ନିଜ ପସନ୍ଦ କୁ ନେଇ ଅଭିନେତା ତଥା ଅଭିନେତ୍ରୀ ମଧ୍ୟ କୁ ସର୍ବଦା ଟିଭି ପରଦାରେ ଦେଖିବାକୁ ଭଲ ପାଇଥାନ୍ତି ଦର୍ଶକେ । ମାତ୍ର ଗତ କିଛି ଦିନ ଭିତରେ ଅନେକ ଓଡିଆ କଳାକାର ଆମ୍ଭକୁ ଛାଡି ଚାଲିଯାଇଥିବା ସମୟରେ
ଓଡିଆ ଇଣ୍ଡଷ୍ଟ୍ରି ପାଇଁ ଦୁଖ ର ବିଷୟ ପାଲଟି ଯାଇଛି । ବନ୍ଧୁଗଣ ବର୍ତ୍ତମାନ ଆଉ ଏକ ଓଡିଆ କଳାକାର ଆମ୍ଭକୁ ଛାଡି ପରଲୋକ କୁ ଗମନ କରିଛନ୍ତି । ବନ୍ଧୁଗଣ ଆଜି ଆମ୍ଭେ ତାଙ୍କ ସମ୍ବନ୍ଧରେ କିଛି ବିଶେଷ ଅନୁଭୂତି ପ୍ରଦାନ କରିବାକୁ ଯାଉଅଛୁ । ବନ୍ଧୁଗଣ ଓଡିଆ ସିନେ ଜଗତ ପାଇଁ ଆସିଛି ଆଉ ଏକ ଦୁଖ ଖବର । ପୁଣି ଜୀବନ ହରାଇଛନ୍ତି ଓଡିଆ ସିନେମାର ଆଉ ଏକ କଳାକାର । ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରି ନିମନ୍ତେ ଏହା ପୁଣିଥରେ ଦୁଖ ର ବିଷୟ ପାଲଟି ଯାଇଛି ।
ବନ୍ଧୁଗଣ ସମ୍ବଲପୁର ର ସବୁଠାରୁ ଉତ୍ତମ ହାସ୍ୟ ଅଭିନେତା ଯାହାଙ୍କୁ କମେଡି କିଂ ବୋଲି କହିଥାନ୍ତି, ତାଙ୍କ ନାମ ହେଉଛି “ଡୁଲୁ” । ବନ୍ଧୁଗଣ ସେ ଆଉ ଏ ଦୁନିଆରେ ନାହାଁନ୍ତି । “ଡୁଲୁ” ସମ୍ବଲପୁର ରେ ଅନେକ ମ୍ୟୁଜିକ ଭିଡିଓ ତଥା ଅନେକ କମେଡି କରି ଲୋକ ପ୍ରିୟତା ହାସଲ କରିଥିଲେ । ଡୁଲୁ ଙ୍କ ପରିବାର ରେ ସେ ଏକମାତ୍ର ରୋଜଗାରର ଭରସା ଥିଲେ ।
ଡୁଲୁ ଭଳି ରୋଜଗାରି ପୁତ୍ର କୁ ହରାଇ ପରିବାରରେ ସମସ୍ତେ ପ୍ରାଏ ମ୍ରିୟମାଣ । ବନ୍ଧୁଗଣ ଡୁଲୁ ସମ୍ବଲପୁର ଇଣ୍ଡଷ୍ଟ୍ରି ରେ ବହୁତ ପ୍ରସିଦ୍ଧ ଥିଲେ । ଦର୍ଶକେ ମଧ୍ୟ ବହୁତ ପସନ୍ଦ କରୁଥିଲେ ଡୁଲୁଙ୍କ କମେଡି କୁ । କେଉଁ ଶୈଳୀ ରେ କମେଡି କୁ କିଭଳି ଭାବେ ତୋଳି ଧରାଯାଏ ତାହା ବେଶ ଭଲ ଭାବେ ଜଣାଥିଲା ଡୁଲୁ ଙ୍କୁ । କମେଡି କରି ଲୋକ ମାନଙ୍କୁ ବହୁତ ହସାଉଥିଲେ ଡୁଲୁ ।
ବନ୍ଧୁଗଣ ପ୍ରସିଦ୍ଧ କମେଡିଆନ “ଯୋଗେଶ ଯୋଜ” ଙ୍କ ସହିତ ମଧ୍ୟ ଅନେକ କମେଡି ଭିଡିଓ କରିଛନ୍ତି ଡୁଲୁ । ଏହାକୁ ମଧ୍ୟ ଦର୍ଶକେ ଦେଖି ହସି ହସି ଗଡୁଥିଲେ । ମାତ୍ର ବର୍ତ୍ତମାନ ସମ୍ବଲପୁର ଇଣ୍ଡଷ୍ଟ୍ରି ରେ ଦୁଖର ସାୟା ଖେଳି ଯାଇଛି । ସମ୍ବଲପୁର ବାସୀ ମାନଙ୍କର ମନମୋହୁଥିବା ଡୁଲୁ ଆଉ ନାହାଁନ୍ତି । ଦର୍ଶକଙ୍କ ମନରେ ଦୁଖର ଛାୟା ଖେଳି ଯାଇଅଛି ।
ବନ୍ଧୁଗଣ ସୂଚନା ଯୋଗ୍ୟ ଯେ, ଡୁଲୁ ଓଡିଆ ଇଣ୍ଡଷ୍ଟ୍ରି ରେ ନଜରକୁ ଆସିବାର ଯୋଜନା ଚାଲିଥିଲା । ମାତ୍ର ଓଡିଆ ଚଳଚିତ୍ର ରେ ନଜର ଆସିବା ପୂର୍ବରୁ ପରଲୋକ କୁ ଚାଲିଗଲେ “ଡୁଲୁ” । ବନ୍ଧୁଗଣ ତାଙ୍କ ଫ୍ୟାନ୍ସ ମାନେ ଅନେକ ଦୁଖ ପ୍ରକାଶ କରିଥିବା ବେଳେ ଡୁଲୁ ଙ୍କ ମା ଙ୍କ ଆଖିରୁ ଲୁହ କମ ହେଉନାହିଁ । ବନ୍ଧୁଗଣ ଏହି ମର୍ମାହାତ ବିଷୟକୁ ନେଇ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।