Top 10 ଓଡିଆ Singer ଗୋଟିଏ ଗୀତା ଗାଇବା ପାଇଁ କେତେ ଟଙ୍କା ନିଅନ୍ତି

ଆପଣମାନେ ଓଡିଆ ଗୀତ ନିଶ୍ଚିତ ରୂପରେ ଶୁଣିଥିବେ । ବର୍ତ୍ତମାନ ସମୟରେ ୟୁଟ୍ୟୁବ ଯୋଗୁ ବି ଓଡିଆ ଗୀତା ସମସ୍ତ ଦର୍ଶକଙ୍କ ନିକଟକୁ ପହଞ୍ଚି ପାରୁଛି ଓ ଅନ୍ୟ ପଟେ ବି ଦର୍ଶକମାନେ ଏହାକୁ ପସନ୍ଦ ବି କରୁଛନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଗୋଟିଏ ଓଲିଉଡ ସିଙ୍ଗର ଗୋଟିଏ ଗୀତ ଗାଇବା ପାଇଁ କେତେ ଟଙ୍କା ନେଇଥାଏ ଓ କେତେ ଦିନ ମଧ୍ୟରେ ସେମାନେ ଗୋଟିଏ ଗୀତକୁ ପୁରା କରିଥାନ୍ତି ।

ଆଜି ଆମେ ଆପଣଙ୍କୁ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବୁ । ନମୀତା ଅଗ୍ରୱାଲ- ଓଲିଉଡର ଜବରଦସ୍ତ ଗାୟିକା ନମୀତା ଅଗ୍ରୱାଲ ବହୁତ ଫିଲ୍ମରେ ଓ ଆଲବମରେ ଗୀତ ଗାଇଛନ୍ତି । ସେ ବହୁତ ଓଡିଆ ଭଜନ ମଧ୍ୟ ଗାଇଛନ୍ତି । କହିଦେଉଛୁ କି ନମୀତା ଅଗ୍ରୱାଲ ଗୋଟିଏ ଭଜନ ଗାଇବା ପାଇଁ ୭,୦୦୦ ଟଙ୍କା ନେଇଥାନ୍ତି ।

ଶୋହିନୀ

ଶୋହିନୀଙ୍କୁ ଆପଣମାନେ ବହୁତ ଆଲବମରେ ଗୀତ ଗାଉଥିବାର ଶୁଣିଥିବେ ଓ ଶୋହିନୀ ଗୋଟିଏ ଗୀତ ପାଇଁ ପାଖାପାଖି ୧୦,୦୦୦ ଟଙ୍କା ନେଇଥାନ୍ତି ।

ବିଷ୍ଣୁ ମୋହନ

ବିଷ୍ଣୁ ମୋହନ ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ନାଁ ଅଟନ୍ତି । ବିଷ୍ଣୁ ମୋହନ ଗୋଟିଏ ଓଡିଆ ଗୀତ ଗାଇବା ପାଇଁ ୧୦,୦୦୦ ରୁ ୧୨,୦୦୦ ଟଙ୍କା ନେଉଛନ୍ତି ।

ଅଭିଜିତ ମଜୁମଦାର

ଅଭିଜିତ ମଜୁମଦାରଙ୍କ ଗୋଟିଏ ମ୍ୟୁଜିକ ଷ୍ଟୂଡିଓ ଅଛି । ଏହା ସହିତ ଅଭିଜିତ ମଜୁମଦାର ଗୋଟିଏ ଗୀତ ଗାଇବା ପାଇଁ ପାଖାପାଖି ୧୫,୦୦୦ ରୁ ୨୦,୦୦୦ ଟଙ୍କା ନେଇଥାନ୍ତି ।

ଦିପ୍ତିରେଖା

କିଛି ଦିନ ପୂର୍ବେ ହିଁ ଦିପ୍ତିରେଖା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦିପ୍ତିରେଖା ପ୍ରାୟତଃ ଆଲବମ ଗୀତ ଗାଉଥିବାର ନଜର ଆସନ୍ତି । ସେ ଗୋଟିଏ ଗୀତ ଗାଇବା ପାଇଁ ୨୦,୦୦୦ ରୁ ୨୫,୦୦୦ ଟଙ୍କା ନେଇଥାନ୍ତି ।

ସତ୍ୟଜିତ

ସତ୍ୟଜିତଙ୍କୁ ଆପଣ ବହୁତ ଆଲବମରେ ଶୁଣିଥିବେ । ସତ୍ୟଜିତ ବର୍ତ୍ତମାନ ସମୟରେ ଗୋଟିଏ ଗୀତ ଗାଇବା ପାଇଁ ପ୍ରାୟତଃ ୨୦,୦୦୦ ରୁ ୨୫,୦୦୦ ଟଙ୍କା ନେଉଛନ୍ତି ।

ସ୍ଵୟମ ପାଢି

ସ୍ଵୟମ ପାଢିଙ୍କ ଗୀତ ଆପଣ ନିଶ୍ଚିତ ରୂପରେ ଶୁଣିଥିବେ । ସ୍ଵୟମ ପାଢି ବର୍ତ୍ତମାନ ଗୋଟିଏ ଗୀତା ଗାଇବା ପାଇଁ ପାଖାପାଖି ୩୦,୦୦୦ ରୁ ୩୫,୦୦୦ ତାଙ୍କ ନେଉଛନ୍ତି ।

ତପୁ ମିଶ୍ର

ଓଲିଉଡର ଜବରଦସ୍ତ ଗାୟିକା ତପୁ ମିଶ୍ରଙ୍କ ଦେହାନ୍ତ କିଛି ଦିନ ପୂର୍ବେ ହିଁ ହୋଇଛି । ତାଙ୍କର ପ୍ରାୟତଃ ସବୁ ଗୀତ ସୁପରହିଟ ହୋଇଛି । ତପୁ ମିଶ୍ର ଗୋଟିଏ ଗୀତ ଗାଇବା ପାଇଁ ପାଖାପାଖି ପ୍ରାୟତଃ ୩୫,୦୦୦ ରୁ ୪୦,୦୦୦ ଟଙ୍କା ନେଇଥାନ୍ତି ।

ଅସୀମା ପଣ୍ଡା

ଅସୀମା ପଣ୍ଡାଙ୍କ ଗୀତ ଆପଣଙ୍କ କାନରେ ନିଶ୍ଚିତ ରୂପରେ ପଡିଥିବ । ତାଙ୍କର ପ୍ରାୟତଃ ଗୀତ ଯୁବପିଢିଙ୍କୁ ପସନ୍ଦ ଆସିଥାଏ । ସେ ଗୋଟିଏ ଗୀତା ଗାଇବା ପାଇଁ ପାଖାପାଖି ୪୦,୦୦୦ ରୁ ୪୫,୦୦୦ ଟଙ୍କା ନେଇଥାନ୍ତି ।

ହ୍ୟୁମାନ ସାଗର

ଓଲିଉଡର ପ୍ରଥମ ନମ୍ବରରେ ଥିବା ହ୍ୟୁମାନ ସାଗରଙ୍କ ଗୀତ ପ୍ରାୟତଃ ସବୁ ଫିଲ୍ମରେ ଅଛି । ସେ ଆଲବମ ଓ ଫିଲ୍ମରେ ଗୀତ ଗାଆନ୍ତି । ହ୍ୟୁମାନ ସାଗର ବର୍ତ୍ତମାନ ସମୟରେ ଗୋଟିଏ ଗୀତ ଗାଇବା ପାଇଁ ପାଖାପାଖି ୫୦,୦୦୦ ରୁ ୮୦,୦୦୦ ଟଙ୍କା ନେଉଛନ୍ତି ।

ଅନ୍ତରା

ଅନ୍ତରା ବହୁତ ଫିଲ୍ମ, ସିରିଏଲରେ ଓ ଆଲବମରେ ଗୀତ ଗାଇଛନ୍ତି । ଅନ୍ତରା ବର୍ତ୍ତମାନ ଗୋଟିଏ ଗୀତା ଗାଇବା ପାଇଁ ପାଖାପାଖି ୨୫,୦୦୦ ରୁ ୨୮,୦୦୦ ଟଙ୍କା ନେଉଛନ୍ତି ।

ଋତୁରାଜ

ଓଡିଆ ଗାୟକ ଋତୁରାଜ ବର୍ତ୍ତମାନ ବଲୀଉଡରେ ପ୍ଲେ ବ୍ୟାକ ସିଙ୍ଗର ରୂପରେ କାମ କରୁଛନ୍ତି । ସେ ବର୍ତ୍ତମାନ ଗୋଟିଏ ଗୀତ ଗାଇବା ପାଇଁ ପାଖପାଖି ୧ ଲକ୍ଷରୁ ୧.୫ ଲକ୍ଷ ଟଙ୍କା ନେଇଥାନ୍ତି ।

Leave a Reply

Your email address will not be published. Required fields are marked *