Ollywood ହିରୋଇନ Jyoti Mishraଙ୍କ ପରିବାର ଓ ଜୀବନୀ 

ନବେ ଦଶକରେ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଜ୍ୟୋତି ମିଶ୍ରଙ୍କୁ ସମସ୍ତେ ଜାଣିଥିବେ । ବର୍ତମାନ ସମୟରେ ଜ୍ଯୋତି ମିଶ୍ର କଣ କରୁଛନ୍ତି ଔ କଣ କରୁଛନ୍ତି ଏହି ବିଷୟରେ ଆପଣ ମାନେ କିଛି ଜାଣିଛନ୍ତିକି । ବହୁତ ସାରା ଫିଲ୍ମ ଆଉ ଆଲବମରେ ମଧ୍ୟ ଅଭିନୟ କରିଛନ୍ତି ।

ତାଙ୍କର ଦମଦାର ଅଭିନୟ ଓ ଏକ୍ସପ୍ରେଶନର ଦିବାନା ହୋଇଥିଲେ ବହୁତ ବ୍ୟକ୍ତି । ଜ୍ଯୋତି ମିଶ୍ରଙ୍କ ଜନ୍ମ ୨୨ ଫେବୃଆରୀ ୧୯୭୮ ମସିହାରେ ହୋଇଥିଲା ଆଉ ବର୍ତମାନ ସମୟରେ ତାଙ୍କୁ ୪୩ ବର୍ଷ ହୋଇଛି । ସେ ବହୁତ ସୁନ୍ଦର ଅଭିନେତ୍ରୀ ଅଟନ୍ତି ତାଙ୍କର ଅଭିନୟ ବହୁତ ଜୀବନ୍ତ ଆଉ ଦର୍ଶକଙ୍କ ମନକୁ ମଧ୍ୟ ଛୁଇଁ ଥାଏ ।

ସେ ଏବେ ଭୁବନେଶ୍ଵରରେ ବର୍ତମାନ ସମୟରେ ରହୁଛନ୍ତି । ଜ୍ଯୋତି ମିଶ୍ର ବିବାହ ପରେ ଓଲିଉଡ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ । ଆସନ୍ତୁ ଜାଣିବା ଜ୍ଯୋତି ମିଶ୍ରଙ୍କ ପରିବାର ବିଷୟରେ । ପରିବାରରେ ତାଙ୍କ ପୁଅ ଓ ସ୍ଵାମୀ ରହିଛନ୍ତି । ଜ୍ଯୋତି ମିଶ୍ର ବକଷି ଜଗବନ୍ଧୁ କଲେଜରୁ ନିଜର କଲେଜ ପଢା ସାରି ଥିଲେ । ଏହା ପରେ ୧୯୯୮ ମସିହାରେ ସୌଭାଗ୍ୟ ବତୀ ଫିଲ୍ମ ଜରିଆରେ ଓଲି ଉଡ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ ।

ଏହାଛଡା ସେ ବହୁତ ଓଡିଆ ଆଲବମରେ ମଧ୍ୟ କାମ କରିଛନ୍ତି । ଜ୍ଯୋତି ମିଶ୍ର କାମ କରିଥିବା ଫିଲ୍ମ ଗୁଡିକ ହେଉଛି ତୋ ଆଖି ମୋ ଅଇନା, ତୁ ଏକା ଆମ ସହ ଭରସା , ସିନ୍ଦୁର ନୁହେଁ ଖେଳ ଘର, ମନ ରହିଗଲା ତୁମରି ଠାରେ । ଏହି ପରି କିଛି ହିଟ ଫିଲ୍ମରେ ଅଭିନୟ କରି ଦର୍ଶକକ ମନକୁ ଜିତି ଥିଲେ । ଏହା ପରେ ୨୦୦୭ ମସିହାରେ ଜୟ ଜଗନ୍ନାଥ ସୋ ରେ ଅଭିନୟ କରି ଜ୍ଯୋତି ମିଶ୍ର ଦର୍ଶକଙ୍କ ମନରେ ଗୋଟିଏ ଅଲଗା ସ୍ଥାନ ବନାଇ ଛନ୍ତି । ଜ୍ଯୋତି ମିଶ୍ର ପ୍ରାୟ ୧୫ ରୁ ଅଧିକ ଓଡିଆ ଫିଲ୍ମରେ ଅଭନୟ କରିଛନ୍ତି ।

ଏହାଛଡା ସେ ବଙ୍ଗାଳୀ, ଓଡିଆ, ଆଉ ଛତିଶ ଗଡି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଜ୍ୟୋତିଙ୍କର ଗୋଟିଏ ପୁଅ ଅଛି ବର୍ତମାନ ତାଙ୍କୁ ପନ୍ଦର ବର୍ଷ ବୟସ ହୋଇଛି । ବାହାଘର ପରେ ନିଜ ସଂସାରକୁ ସମ୍ଭାଳିଥିବାରୁ ବଲିଉଡ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଛନ୍ତି ।

ଯଦି ଏହି ଲେଖାଟି ଆପଣଙ୍କୁ ଭଲ ଲାଗୁଛି ତେବେ ଲାଇକ ସେୟାର ଆଉ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *