ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।
ଛୁଆଙ୍କୁ ଛୋଟବେଳୁ ପ୍ରଶ୍ନ ଉତ୍ତର ଅଭ୍ଯାସ ରଖିଲେ ତାଙ୍କ ଆସନ୍ତା ଭବିଷତ ପାଇଁ ବହୁତ ଲାଭକାରୀ ହୋଇଥାଏ, ଯଦି ଆପଣ ମଧ୍ୟ ନିଜ ଛୁଆକୁ ଭଲ ଭଲ ଜିନିଷ ଶିଖିବେଇବା ପାଇଁ ଇଛା କରନ୍ତି ତେବେ ତାଙ୍କ ସହ ପ୍ରଶ୍ନ ଉତ୍ତର ଖେଳନ୍ତୁ ।

୧. ଶାଶୁଙ୍କୁ କଫି ଦରକାର ଏବଂ ସ୍ବାମୀଙ୍କୁ ଚା । ସ୍ତ୍ରୀ ପ୍ରଥମେ କଣ କରିବେ ?
ଉତ୍ତର : ଗ୍ଯାସ ଅନ କରିବେ ।
୨. ଇଙ୍ଗ୍ଲିଶରେ ଇ ପରେ କଣ ଅଛି ?
ଉତ୍ତର : ଏଫ
୩. ହିଅର ଏବଂ ଦେଅର ମଧ୍ୟରେ କଣ ପାର୍ଥକ୍ଯ ?
ଉତ୍ତର : ଟି ର ପାର୍ଥକ୍ଯ ।
୪. ଗୋଟିଏ ଘରେ ଜଣେ ଅନ୍ଧ, ଜଣେ ଛୋଟା ଏବଂ ଜଣେ କାଲା ରହୁଛନ୍ତି । ତେବେ ଅଟା ପେଷିବା ପାଇଁ କିଏ ଯିବ ?
ଉତ୍ତର : କେହି ନୁହେଁ । କାରଣ ଅତାକୁ ପେଷିବା ଦରକାର ନାହିଁ । ଗହମ ପେଶିଲେ ଅଟା ହୁଏ ଅଟାକୁ ପେଷିବା ଦରକାର ନାହିଁ ।
୫. ଜଣେ ବ୍ୟକ୍ତି ଗୋଟିଏ ଆଙ୍ଗୁଳିରେ ୫ ସେକେଣ୍ଡରେ, ୫ ଜଣକୁ ଉପରକୁ ପଠେଇଦେଲେ । ସେ କିଏ ଥିଲେ ?
ଉତ୍ତର : ଲିଫ୍ଟମ୍ୟାନ ।
୬. ରାମୁର ୬ ବର୍ଷ ବେଳେ ତା ଭଉଣୀର ବୟସ ତାର ଅଧା ଥିଲା । ରାମୁକୁ ୪୦ ବର୍ଷ ବେଳେ ତା ଭଉଣୀର ବୟସ କେତେ ହୋଇଥିବ ?
ଉତ୍ତର : ୩୭ ବର୍ଷ ।
୭. ତାହା କଣ ଯାହା ଏନିକୁ ଦେଇହୁଏ କିନ୍ତୁ ଫେରସ୍ତ ନେଇ ହୁଏ ନାହିଁ ?
ଉତ୍ତର : ଜ୍ଞାନ

୮. ତାହା କଣ ଯାହା ମରିବା ପର୍ଯ୍ୟନ୍ତ ଆମର ପିଛା ଚାଡେ ନାହିଁ ?
ଉତ୍ତର : ନିଜର ଛାଇ
୯. ଲୋକମାନେ ମୋତେ ଖାଇବା ପାଇଁ କିଣନ୍ତି କିନ୍ତୁ ଖାଇ ନଥାନ୍ତି ? ମୁଁ କିଏ ?
ଉତ୍ତର : ଚାମଚ ।
୧୦. ଦଶ ଟଙ୍କାରେ ଏମିତି କଣ କିଣିବା ଯାହାଦ୍ୱାରା ପୁରା କୋଠରି ଭରିଯିବ ?
ଉତ୍ତର : ଦିଆସିଲ ଏବଂ ମହମବତୀ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।