ଦେଖନ୍ତୁ Ollywoodର Top 5 ଗାୟିକା ମାନଙ୍କର ହ୍ୟାଣ୍ଡସମ ସ୍ଵାମୀକୁ

ବନ୍ଧୁଗଣ, ଆପଣ ମାନେ ନିଶ୍ଚିତ ଓଡିଆ ଗୀତ ଶୁଣୁଥିବେ । ନିଜ ନିଜ ପସନ୍ଦ ଅନୁଯାୟୀ ଗାୟିକା ତଥା ଗାୟକ ମଧ୍ୟ ଭିନ୍ନ ଭିନ୍ନ ହୋଇଥାନ୍ତି । ଯେଉଁମାନଙ୍କୁ ଆପଣ ମାନେ ନିଜ ମନପସନ୍ଦ ମୁତାବକ ଶୁଣିବାକୁ ଭଲ ପାଇଥାନ୍ତି । ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନେତା ହେଉ କିଅବା ଅଭିନେତ୍ରୀ ତଥା ଗାୟକ ଗାୟିକା ଏ ସବୁ କଳାକାର ଙ୍କୁ ପରଦାରେ ଦେଖିବାକୁ ତଥା ଶୁଣିବାକୁ ଆମ୍ଭେମାନେ ବେସ ଭଲ ପାଇଥାଉ ।

ନିଜ ମନଲାଖି ଗାୟିକା ଙ୍କ ନୂତନ ସଙ୍ଗୀତ କୁ ଶୁଣିବାକୁ ଯେତିକି ଭଲ ଲାଗିଥାଏ ଠିକ ସେତିକି ସେମାନଙ୍କ ରିୟଲ ଲାଇଫ ସମ୍ବନ୍ଧରେ ଜାଣିବାକୁ ମଧ୍ୟ ଉତ୍କଣ୍ଠା ହୋଇଥାଏ । ଆସନ୍ତୁ ଜାଣିବା ଓଡିଆ ଇଣ୍ଡଷ୍ଟ୍ରି ର ଏହି ପ୍ରସିଦ୍ଧ ଗାୟିକା ମାନଙ୍କ ସ୍ଵାମୀ ମାନଙ୍କ ସମ୍ବନ୍ଧରେ ।

୧- “ଶୋହିଣୀ ମିଶ୍ର”- ବନ୍ଧୁଗଣ ଆପଣ ମାନେ ଶୋହିଣୀ ମିଶ୍ର ଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବନ୍ଧୁଗଣ “ଶୋହିଣୀ ମିଶ୍ର”ଙ୍କ ସ୍ଵାମୀ “ହିମାଂଶୁ ଶେଖର ପତି” ଅଟନ୍ତି । ବନ୍ଧୁଗଣ ଉଭୟଙ୍କ ବିବାହ ୨୦୨୦ ମସିହାରେ ହୋଇଥିଲା । ତାଙ୍କ ସ୍ଵାମୀ ଦେଖିବାକୁ ବହୁତ ହାଣ୍ଡସମ ଅଟନ୍ତି ।

୨- “ଦିପ୍ତିରେଖା ପାଢୀ”- ବନ୍ଧୁଗଣ ଦୀପ୍ତି ଓଡିଶା ର ଜଣେ ପ୍ଲେବ୍ୟାକ ସିଙ୍ଗର ଅଟନ୍ତି । ବନ୍ଧୁଗଣ ଦୀପ୍ତି “ସୌମ୍ୟରଞ୍ଜନ ଶତପତି” କୁ ୨୦୨୦ ମାର୍ଚ୍ଚ ମାସରେ ବିବାହ କରିଥିଲେ । ତାଙ୍କ ସ୍ଵାମୀ ଜଣେ ଭୁବନେଶ୍ୱର ର ବିଖ୍ୟାତ ଶିଳ୍ପପତି ଅଟନ୍ତି ।

୩- “ତପୁ ମିଶ୍ର”- ବନ୍ଧୁଗଣ “ତପୁ ମିଶ୍ର” ଓଡିଶା ର ଜଣେ ପ୍ରସିଦ୍ଧ ଗାୟିକା ଅଟନ୍ତି । ବନ୍ଧୁଗଣ “ତପୁ ମିଶ୍ର” ୨୦୧୮ ରେ “ଦୀପକ ପୂଜାହରି” ଙ୍କୁ ବିବାହ କରିଥିଲେ । ବନ୍ଧୁଗଣ “ତପୁ ମିଶ୍ର” ଙ୍କ ସ୍ଵାମୀ ଜଣେ ଆକ୍ଟର ଅଟନ୍ତି ।

୪- “ନମୀତା ଅଗ୍ରୱାଲ”- ବନ୍ଧୁଗଣ “ନମୀତା ଅଗ୍ରୱାଲ” ଙ୍କୁ କିଏବା ନ ଜାଣନ୍ତି । ସେ ଓଡିଶା ବାସୀ ଙ୍କ ଘରେ ଘରେ ପରିଚିତ ଅଟନ୍ତି । ବନ୍ଧୁଗଣ “ନମୀତା ଅଗ୍ରୱାଲ” ଙ୍କ ସ୍ଵାମୀ ଙ୍କ ନାମ “ସୀତାରାମ ଅଗ୍ରୱାଲ” ଅଟେ । “ନମୀତା ଅଗ୍ରୱାଲ” ୧୯୯୨ ମସିହାରେ ବିବାହ କରିଥିଲେ ।

୫- “ଆସୀମା ପଣ୍ଡା”- ବନ୍ଧୁଗଣ ଆସୀମା ଜଣେ ବିଖ୍ୟାତ କଣ୍ଠଶିଳ୍ପୀ ଅଟନ୍ତି । ବନ୍ଧୁଗଣ “ଆସୀମା” ୨୦୧୮ ରେ “ମାନସ” ଙ୍କୁ ବିବାହ କରିଥିଲେ । ମାତ୍ର ପରେ କୌଣସି କାରଣ ବଶତ ଅଲଗା ହୋଇଯାଇଥିଲେ । ବନ୍ଧୁଗଣ ବର୍ତ୍ତମାନ ଆସିମା ଏକୁଟିଆ ଅଛନ୍ତି । ବନ୍ଧୁଗଣ ଓଡିଶା ରେ ଅନେକ କଳାକାର ତଥା ଗାୟିକା ଗାୟକ ମାନଙ୍କର ସଙ୍ଗୀତ ଆପଣ ଶୁଣି ଆସିଛନ୍ତି ,

ମାତ୍ର ସେଥି ମଧ୍ୟରୁ କିଛି ଏଭଳି ଗାୟକ ତଥା ଗାୟିକା ଅଛନ୍ତି ଯାହା ଆମ୍ଭ ହୃଦୟକୁ ସିଧାସଳଖ ଛୁଇଁ ଆସିଥାନ୍ତି । ବନ୍ଧୁଗଣ ବର୍ତ୍ତମାନ ଆମ୍ଭେ ଯେଉଁ ଗାୟିକା ମାନଙ୍କ ସମ୍ବନ୍ଧରେ ଆପଣଙ୍କୁ ବିଶେଷ ଟିପ୍ପଣୀ ଦେଲୁ ସେମାନେ ପ୍ରସିଦ୍ଧ ଗାୟିକା ହେବା ସାଙ୍ଗରେ ଭଲ ମଣିଷ ମଧ୍ୟ ଅଟନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି ଭଲ ଲାଗୁଥିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *