ସୁଟିଙ୍ଗ ସେଟ ରୁ ଭଲ ପାଇ ଆଗାମୀ ଦିନରେ ବାହା ହେବାକୁ ଯାଉଥିବା ହିରୋ ଓ ହିରୋଇନ

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ମାନେ ବର୍ତ୍ତମାନ ଉଭୟ ଉଭୟ ଙ୍କୁ ପସନ୍ଦ କରି ବିବାହ କରି ସାରିଲେଣି । ବନ୍ଧୁଗଣ ଆଉ କିଛି ଯୋଡି ଅଛନ୍ତି ଯେଉଁମାନେ କି ଧାରାବାହୀକ ରେ ଅଭିନୟ କରିବା ମାଧ୍ୟମରେ ପରସ୍ପରକୁ ପସନ୍ଦ କରି ଅନେକ ସମୟ ଧରି ଭଲ ପାଇଆସୁଛନ୍ତି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ସେହି କଳାକାର ମାନଙ୍କ ପ୍ରେମ ଜୀବନ ତଥା ଆଗକୁ ବିବାହ କରିବାକୁ ଯାଉଥିବା

କଳାକାରଙ୍କ ସମ୍ବନ୍ଧରେ । ୧- ‘ଅଶ୍ଵିନୀ ଏବଂ ପ୍ରେରଣା’- ବନ୍ଧୁଗଣ ଏହି ଯୋଡି ଙ୍କୁ ଆପଣ ମାନେ ଅନେକ ଟିଭି ଧାରାବାହିକ ତଥା ଆଲବମ ଏବଂ ରିୟାଲିଟି ସୋ ରେ ଆଙ୍କରିଙ୍ଗ କରିଥିବାର ଦେଖିଥିବେ । ବନ୍ଧୁଗଣ ଏହି ଯୋଡି ଅନେକ ସମୟ ଧରି ପରସ୍ପର କୁ ଡେଟ କରୁଥିବାର ସୂଚନା ମିଳିଛି । ବନ୍ଧୁଗଣ ଆଗାମୀ ଦିନରେ ଏହି ଯୋଡି ବିବାହ କରିବାକୁ ଯାଉଥିବାର ସୂଚନା ମିଳିଅଛି ।

୨- ‘ଅମର ଏବଂ ଜେସୀ’- ବନ୍ଧୁଗଣ ଏହି ଯୋଡି କୁ ଆପଣ ମାନେ ଜୀବନ ସାଥି ଧାରାବାହିକ ରେ ଅଭିନୟ କରିଥିବାର ଦେଖିଥିବେ । ବନ୍ଧୁଗଣ ସିରିୟଲ ମାଧ୍ୟମରେ ଉଭୟ ପରସ୍ପରଙ୍କୁ ଭଲ ପାଇଆସିଛନ୍ତି । ବନ୍ଧୁଗଣ ଆଗାମୀ ଦିନରେ ଏହି ଯୋଡି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

୩- ‘ଆଶିଷ ଏବଂ ଶ୍ରଦ୍ଧା’- ବନ୍ଧୁଗଣ ଏହି ଯୋଡିକୁ ମଧ୍ୟ ଆପଣ ମାନେ କୁଆଁରୀବୋହୂ ଧାରାବାହିକ ରେ ଅଭିନୟ କରିଥିବାର ଦେଖିଥିବେ । ବନ୍ଧୁଗଣ ବର୍ତ୍ତମାନ ଏହି ଯୋଡି ପରସ୍ପର କୁ ଡେଟ କରୁଛନ୍ତି ଏବଂ ଆଗାମୀ ଦିନ ମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

୪- ‘ସାରା ଏବଂ ସାଇ’- ବନ୍ଧୁଗଣ ଏହି ଯୋଡିଙ୍କୂ ମଧ୍ୟ ଆପଣ ମାନେ ସିରିୟଲରେ ଅଭିନୟ କରିଥିବାର ଦେଖିଥିବେ । ବନ୍ଧୁଗଣ ଉଭୟ ବହୁତ ଉତ୍ତମ ଅଭିନୟ କରି ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ଏହି ଯୋଡି ମଧ୍ୟ ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଛନ୍ତି ।

୫- ‘ଲିପ୍ସା ମିଶ୍ର’- ବନ୍ଧୁଗଣ ଲିପ୍ସା ଙ୍କ ବୟପ୍ରେଣ୍ଡ ହେଉଛନ୍ତି ଜଣେ ପ୍ରଡ୍ୟୁସର ଅଟନ୍ତି । ଉଭୟ ଓଡିଆ ଇଣ୍ଡଷ୍ଟ୍ରି ମାଧ୍ୟମରେ ପରସ୍ପର ଙ୍କୁ ଭଲ ପାଇଆସୁଛନ୍ତି । ଆଗାମୀ ଦିନ ମାନଙ୍କରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

୬- ‘ରାଜେଶ ଏବଂ ଶ୍ରଦ୍ଧା’- ବନ୍ଧୁଗଣ ଏହି ଯୋଡି ମଧ୍ୟ ଅଭିନୟ କରୁଥିବା ସିରିୟଲ ରୁ ଉଭୟଙ୍କୁ ଭଲ ପାଇଆସୁଥିଲେ । ମାତ୍ର ବର୍ତ୍ତମାନ ଦୁହେଁ ଅଲଗା ହେବାର ଖବର ସୋସିଆଲ ମିଡିଆ ରେ ଭାଇରାଲ ହେବାକୁ ଲାଗିଛି ମାତ୍ର ଏହାକୁ ନେଇ କୌଣସି ପ୍ରକାରର ସତ୍ୟତା ନଜରକୁ ଆସିନାହିଁ । ମାତ୍ର ଆମ୍ଭେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଅଛୁ ଯେ, ଯଦି ଉଭୟ ଅଲଗା ହୋଇଛନ୍ତି ତେବେ ଖୁବ ଶୀଘ୍ର ଏକାଠି ହୋଇଜାଆନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆଶାକରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *