ଓଡିଆ ଜଗତର ଅଭିନେତ୍ରୀ Somalin Parida ଙ୍କ ପ୍ରେମିକଙ୍କ ସହ ଜବରଦସ୍ତ ଡ୍ୟାନ୍ସ ହେଉଛି ଭାଇରାଲ

ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଠିକ ସେହିପରି ଟେଲିଭିଜନ ଜଗତରେ ଜବରଦସ୍ତ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ବେଶ ଚର୍ଚ୍ଚାରେ ରହିଛନ୍ତି । କିଛି କଳାକାର ମାନେ ପରସ୍ପରକୁ ପ୍ରେମ କରି ବିବାହା ବନ୍ଧନରେ ଆବଦ୍ଧ ହୋଇ ସାରିଛନ୍ତି । ଆଉ କିଛି କଳାକାର ମାନେ ବହୁତ ଜଲ୍ଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ସୋମାଲିନ ପରିଡା ହେଉଛନ୍ତି ଅନ୍ୟତମ ଯିଏ ବହୁତ ଜଲ୍ଦି ବିବାହ କରିବାକୁ ଅଯାଉଛନ୍ତି । ତେବେ ସୋମାଲିନ ନିଜ ପ୍ରେମିକ ସହ କିପରି ଡ୍ୟାନ୍ସ କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଜ୍ୟାକଲିନ ପରିଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସାରା ଓଡିଆ ସିରିର୍ଲେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ତାଙ୍କ ଭଉଣୀ ସୋମାଲିନ ପରିଡାଙ୍କର ଗତ କିଛି ଦିନ ନିର୍ବନ୍ଧ ଶେଷ ହୋଇଛି ।

ସୋମାଲିନ ଯାହାଙ୍କୁ ଏନଗେଜମେଣ୍ଟ କରିଛନ୍ତି ସେ ଓଡିଆ ଇଣ୍ଡସ୍ତ୍ରୀର ଜଣେ ପ୍ରଡ୍ୟୁସର ଭାବେ ପରିଚିତ ଅଟନ୍ତି । ଦୁହେଁ ଅନେକ ଦିନ ହେବ ପରସ୍ପରକୁ ପ୍ରେମ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିସ୍ପତି ନେଇଛନ୍ତି । ତେବେ ଏହି ଭିଡିଓ ରେ ସୋମାଲିନ ନିଜ ପ୍ରେମିକଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି । ଦୁହେଁ ପରସ୍ପର ସହ ଅଧିକ ସମୟ ଅତିବାହିତ କରୁଛନ୍ତି । ତେବେ ଦୁହିଙ୍କର ଡ୍ୟାନ୍ସ ପର୍ଫୋମାଂସ ବେଶ ମଜାଦାର ଓ ମନୋଲୋଭା ହୋଇଛି ।

ଏହା ସହ ଏହି ଭିଡିଓ ରେ ଏହି ଦୁଇ ପ୍ରେମୀ ଯୁଗଳ କିଛି ସାଏରି ମଧ୍ୟ କହିବାର ନଜର ଆସୁଛନ୍ତି । ଦୁହେଁ ଗୀତ ଗାଇ ଡ୍ୟାନ୍ସ କରିବା ସହ ପରସ୍ପର ପ୍ରତି ଥିବା ଭଲ ପାଇବାକୁ ଜାହିର କରୁଛନ୍ତି ଏହି ଭିଡିଓ ଜରିଆରେ । ଏହା ସହ ଦୁହେଁ ଅଲଗା ଅଲଗା ଜାଗାକୁ ବୁଲିବାକୁ ଯାଇ ଟାଇମ ସ୍ପେନ୍ଡ ମଧ୍ୟ କରୁଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛି । ତେବେ ଆଶା କରୁଛୁ ଏହି ଦୁଇ ଯୋଡି ଏମିତି ହସ ଖୁସିରେ ନିଜର ମ୍ୟାରେଡ ଲାଇଫ ସ୍ପେନ୍ଡ କରନ୍ତୁ ।

ଆଗକୁ ସୋମାଲିନ ଟିଭି ଇଣ୍ଡଷ୍ଟ୍ରି ରେ ଏମିତି ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣନ୍ତୁ ବୋଲି ଆଶା କରୁଛୁ । ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ବେଶ ଅସନ୍ଦ ଆସିବା ସହ ବହୁତ ସାରା ଭଲ ପାଇବା ଦେଇଛନ୍ତି ଦର୍ଶକ ମାନେ ।

ବନ୍ଧୁଗଣ ଆପଣ ମାନଙ୍କୁ ସୋମାଲିନ ଓ ତାଙ୍କର ପ୍ରେମିକଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *