ଓଡିଶାକୁ ମାଡି ଆସୁଛି ଆଉ ଏକ ଭୟଙ୍କର ବାତ୍ୟା ‘ଫେଲିସିଆ’ : ୨୦୦ କିମିରୁ ଅଧିକ ବେଗରେ ବହିବ ପବନ ! ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ

ପୁଣି ଥରେ ଏକ ବାତ୍ୟା ଆସୁଛି ବୋଲି ପାଣି ପାଗ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି । ଏହି ବାତ୍ୟାର ପ୍ରଭାବରେ ୧୩୦ ରୁ ୨୦୦ କିମି ପ୍ରତି ଘଣ୍ଟାରେ ପବନ ବହିପାରେ । ପାଣି ପାଗର ବିଶେଷଜ୍ଞମାନେ ଅନୁମାନ କରିଛନ୍ତି କି ଆସନ୍ତା ବୁଧବାର ଦିନ ଏହା ଗଭୀର ଅବପାତରେ ପରିଣତ ହୋଇପାରେ ।

କହିଦେଉଛୁ କି ଏହି ବାତ୍ୟାର ନାଁ ଫେଲିସିଆ ରଖା ଯାଇଛି । ଯାହାକି ବର୍ତ୍ତମାନ ପୂର୍ବ ପ୍ରଶାନ୍ତ ମହାସାଗରର ଉପରେ ଘନୀଭୂତ ହୋଇଛି । ଏହା ସହିତ ଫେଲିସିଆ ୧୫ କିମି ବେଗରେ ଭୂପୃଷ୍ଠ ଆଡକୁ ମାଡି ଆସୁଛି । କହିଦେଉଛୁ କି ଆମେରିକାର ହିଲୋ ପ୍ରାନ୍ତରୁ ୨୧୨୦ ମାଇଲ ଓ କାଲିଫର୍ଣ୍ଣିଆ ଉପକୂଳରୁ ୧୦୩୦ ମାଇଲ୍ ଦୂରରେ ଅଛି ଏହି ବାତ୍ୟା ।

ପାଣି ପାଗ ସୂଚନା ଅନୁସାରେ ବାତ୍ୟା ଯେଉଁ ସ୍ଥାନରେ କେନ୍ଦ୍ରୀଭୁତ ହୋଇଛି ସେଠି ଘଣ୍ଟା ପ୍ରତି ୨୫ କିମି ବେଗରେ ପବନ ବୋହୁଛି ଓ ଅନୁମାନ କରାଯାଉଛି କି ଯଦି ଏହା ସ୍ଥଳଭାଗକୁ ସ୍ପର୍ଶ କରିବ ତେବେ ଏହାର ଗତି ୨୦୦ କିମି ପ୍ରତି ଘଣ୍ଟାରେ ପବନ ବେଗରେ ବହିପାରେ । କିନ୍ତୁ ସବୁଠୁ ଗୁରୁତ୍ଵପୂର୍ଣ କଥା ହେଉଛି କି ଏହି ବାତ୍ୟା ସ୍ଥଳଭାଗରେ ମାଡ ନ ହୋଇପାରେ ବି ।

ଏକ ରିପୋର୍ଟ ଅନୁସାରେ ଫେଲିସିଆ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପ୍ରବେଶ କରିବା ସମୟରେ ଏହା ଦୁର୍ବଳ ହୋଇ ଯାଇ ପାରେ । କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ପ୍ରବେଶ କରିବା ସତ୍ବେ ବି ଏହା ହାଓ୍ୱାଲିଆନ ଦ୍ୱୀପରୁ ଦୂରରେ ରହିବ । କୁହାଯାଉଛି କି ରବିବାର ରାତିରୁ ହିଁ ଏହା ଦୁର୍ବଳ ହୋଇଯିବ । ଯାହାକି ଆସନ୍ତା ସପ୍ତାହର ବୁଧବାର ପର୍ଯ୍ୟନ୍ତ ଏହା କ୍ରମଶ ଦୁର୍ବଳ ହୋଇଯିବ ।

ବୁଧବାର ଦିନ ଏହା ଦୁର୍ବଳ ହୋଇ ଦକ୍ଷିଣ ପଶ୍ଚିମରେ ଅବସ୍ଥିତ ହାଓ୍ୱାଇ ଦ୍ୱୀପ ଆଡକୁ ଚାଲିଯିବ । ଫେଲିସିଆ ବର୍ତ୍ତମାନ ବହୁତ ଦୂରରେ ଅଛି ଓ ଏହା ହାଓ୍ୱାଇ ଦ୍ୱୀପ ଉପରେ କୌଣସି ବି ପ୍ରକାରର ପ୍ରଭାବ ପକାଇବ ନାହିଁ ବୋଲି ପାଣି ପାଗ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । କିନ୍ତୁ ଶେଷ ସମୟ ପର୍ଯ୍ୟନ୍ତ ବି କିଛି ବି କହି ହେବ ନାହିଁ । ଏହା ସତ୍ବେ ସେଠିକାର ପ୍ରଶାସନ ନାଗରିକମାନନ୍କାଉ ସତର୍କ ରହିବାକୁ କହିଛନ୍ତି । ବାତ୍ୟାର ମୁକାବିଲା କରିବା ପାଇଁ ଆବଶ୍ୟକୀୟ ଜିନିଷ ସବୁକୁ ପ୍ରସ୍ତୁତ ରଖିବା ପାଇଁ ବି ପରାମର୍ଶ ଦିଆ ଯାଇଛି ।

ଅନ୍ୟ ଏକ ରିପୋର୍ଟ ଅନୁସାରେ ଫେଲିସିଆ କାଟାଗୋରୀ ୪ ରେ ରେ ରଖାଯାଇଛି । କାରଣ ଏହି ବାତ୍ୟା ଅତି ଭୟଙ୍କର ରୂପ ନେଇପାରେ । ବାତ୍ୟା ସ୍ଥଳ ଭାଗ ଛୁଇଁବା ପରେ ଅର୍ଥାତ ମାଡ ହେବା ଫେରେ ଏହି ଅଞ୍ଚଳରେ ଘଣ୍ଟାପ୍ରତି ୧୩୦ ମାଇଲ ବେଗରେ ପବନ ବହୁବାର ୧୩୦ ମାଈଆଳ ପର୍ଯ୍ୟନ୍ତ ବଢିପାରେ । ବର୍ତ୍ତମାନ ଏହା ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରୁଛି ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *