ଦେଖନ୍ତୁ ଭାଇରାଲ Video: ଏହି ଭାଇ ଜଣକ କିଛି ଏମିତି କଣ କହିଲେ ଏହି ଝିଅକୁ, ଯାହା ସୋସିଆଲ ମିଡିଆରେ ହେଉଛି ନିଆଁ ପରି ଭାଇରାଲ

ବର୍ତ୍ତମାନ ଚାରି ଆଡେ ଓଡିଆରେ ପ୍ରକାଶିତ ମାଟ୍ରିକ ରେଜଲ୍ଟ ୨୦୨୧କୁ ନେଇ ଚର୍ଚା ଚାଲିଛି । କହିବାକୁ ଗେଲେ ଯେବେ ଠାରୁ ମାଟ୍ରିକ ରେଜଲ୍ଟ ୨୦୨୧ ପ୍ରକାଶିତ ପାଇଛି ସେହି ସମୟରୁ ସମସ୍ତ ଛାତ୍ରଛାତ୍ରୀମାନଙ୍କର ଭିନ୍ନ ଭିନ୍ନ ପ୍ରକାରର ଅ-ଭି-ଯୋ-ଗ ଶୁଣିବାକୁ ମିଳୁଛି ।

କେତେକ ଛାତ୍ର ଛାତ୍ରୀମାନଙ୍କର କମ ନମ୍ବର ରହିବା କାରଣରୁ ସେମାନେ ମି-ଡି-ଆ ସାମ୍ନାକୁ ଆସି ଅ-ଭି-ଯୋ-ଗ କରିଛନ୍ତି କି ତାଙ୍କର ମାର୍କ ବଢାଯାଉ । ଏହିଭଳି ବର୍ତ୍ତମାନ ବହୁତ ଭି-ଡି-ଓ ଭାଇରାଲ ହେଉଛି । ଏହା ସହିତ କେତେକ ଭି-ଡି-ଓରେ ପ୍ରାଇବେଟ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଉପରେ ଗମ୍ଭୀର ଅ-ଭି-ଯୋ-ଗ ମଧ୍ୟ ଲଗାଇଛନ୍ତି ।

କେତେକ ଭି-ଡି-ଓରେ ପ୍ରାଇବେଟ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନେ କହୁଛନ୍ତି କି ସରକାରୀ ସ୍କୁଲରେ ପଢୁଥିବା ପିଲାମାନେ ଛତୁ ଓ ଅଣ୍ଡା ଖାଇ ଭଲ ମାର୍କ ରଖି ପାସ ହୋଇଛନ୍ତି ତ ଆମେ ପ୍ରାଇବେଟ ସ୍କୁଲରେ ପଢି କାହିଁକି ଭଲ ମାର୍କ ରଖି ପାରିବୁ ନାହିଁ । ଏହା ପରେ ଜଣେ ସାଧାରଣ ବ୍ୟକ୍ତି ଏହା ଉପରେ ଏକ ଭି-ଡି-ଓ କରିଛନ୍ତି । ଯେଉଁଥିରେ ସେ ପ୍ରାଇବେଟ ସ୍କୁଲର ପଢୁଥିବା ଛାତ୍ରଛାତ୍ରୀଙ୍କୁ ତାଙ୍କର ବୟାନ ଉପରେ ନିଜର ମନ୍ତବ୍ୟ ଦେଉଛନ୍ତି । ବ୍ୟକ୍ତି ଜଣକ କହୁଛନ୍ତି କି ଆପଣ ନିଜର ପିଲାମାନଙ୍କୁ ଭଲ ସଂସ୍କାର ଦିଅନ୍ତୁ ।

ଜଣେ ଝିଅ କହିଲା କି ଛତୁଆ ଓ ଅଣ୍ଡା ଖାଇ ସେମାନେ କେମିତି ଅଧିକ ମାର୍କ ରଖିବେ, ଆମେ ପ୍ରାଇବେଟ ସ୍କୁଲରେ ଅଧିକ ଟଙ୍କା ଦେଇ କାହିଁକି କମ ମାର୍କ ରଖିବୁ । ବ୍ୟକ୍ତି ଜଣକ କହିଲେ କି ଝିଅ ତୁମକୁ କହିଦେଉଛୁ କି ଛତୁଆ ଓ ଅଣ୍ଡା ତମ ବାପା ତାଙ୍କୁ ଯାଇ ଦେଇ ନ ଥିଲେ । ସେଥିପାଇଁ ସେ ଛତୁଆ ଅଣ୍ଡା ଖାଉ କି ଗୋଡି ମାଟି ଖାଉ ସେଥିରେ ତୁମର କିଛି କହିବାର ନାହିଁ ।

ବ୍ୟକ୍ତି ଜଣକ କହିଲେ କି ପ୍ରାଇବେଟ ସ୍କୁଲରେ ପଢୁଥିବା ପିଲାମାନଙ୍କର ଯଦି ମାର୍କ କମ ଅଛି କିମ୍ବା ସେମାନଙ୍କର ଅନ୍ୟ କିଛି ଅସୁବିଧା ଅଛି ତେବେ ସେମାନେ ଅ-ଭି-ଯୋ-ଗ କରି ପାରିବେ । କିନ୍ତୁ ସରକାରୀ ସ୍କୁଲକୁ ନିନ୍ଦିବା କିମ୍ବା ଅପମାନିତ କରିବା ସେମାନଙ୍କର ଅଧିକାର ନୁହେଁ । ଲୋକମାନେ ବର୍ତ୍ତମାନ କହୁଛନ୍ତି କି ଫଳ ଯଦି ଏମିତି ତେବେ ଗଛ କେମିତି ହୋଇଥିବ । ଅର୍ଥାତ ଯଦି ପିଲାମାନଙ୍କର ଏହିଭଳି କଥାବାର୍ତ୍ତା ଓ ଏହିଭଳି ଭାଷା ତେବେ ତାଙ୍କର ମାତା ପିତା କେମିତି ହୋଇଥିବେ । ସେଥିପାଇଁ ଦୟା କରି ନିଜର ପିଲାମାନଙ୍କୁ ସଂସ୍କାର ଶିଖାନ୍ତୁ ।

ଆପଣ ପ୍ରାୟବେଟ ସ୍କୁଲରେ ପଢନ୍ତୁ କିମ୍ବା ଲଣ୍ଡନ ସ୍କୁଲରେ ପଢନ୍ତୁ ଆମର କୌଣସି ଆପତ୍ତି ନାହିଁ । କିନ୍ତୁ ପ୍ରାଇବେଟ ସ୍କୁଲରେ ପାଠ ପଢି ସରକାରୀ ସ୍କୁଲର ଛାତ୍ରମାନଙ୍କୁ ଏହିଭଳି ବ୍ୟବହାର କରିବା ଉଚିତ ନୁହେଁ । ସେ ଆଗକୁ କହିଲେ କି ପ୍ରାଇବେଟ ସ୍କୁଲରେ ପାଠ ପଢି ଯେତେବେଳେ ଆପଣ ସରକାରୀ ସ୍କୁଲ, କଲଜେ କିମ୍ବା ଚାକିରି ପଛରେ ଗୋଡେଇବେ ନାହିଁ । ସେହି ସମୟରେ ଆମେ ନୁହେଁ ଆପଣଙ୍କୁ ହିଁ ଲାଜ ଲାଗିବ ।

ସେତେବେଳେ ଆପଣ ଚିନ୍ତା କରିବେ କି ଆପଣ ମୋ ଝିଅ କହୁଥିଲା କି ସରକାରୀ ସ୍କୁଲ ଖରାପ ଓ ସରକାରୀ ପିଲାମାନେ ଖରାପ ତେବେ ସରକାରୀ ଚାକିରି କେଉଁ ଆଡୁ ଭଲ ହୋଇଗଲା । ଦୟାକରି ଆପଣଙ୍କର ପିଲାମାନଙ୍କୁ ସଂସ୍କାର ଶିଖାନ୍ତୁ । ଯଦି ସେମାନଙ୍କର ମାର୍କ ଦରକାର କିମ୍ବା ଯାହା ବି ଦରକାର ସେମାନେ ଗଣଶିକ୍ଷା ମନ୍ତ୍ରୀକୁ କୁହନ୍ତୁ ନାହିଁ ସରକାରୀ ଛାତ୍ରମାନଙ୍କ ଉପରେ ପ୍ରଶ୍ନ ଉଠାନ୍ତୁ ।

Leave a Reply

Your email address will not be published. Required fields are marked *