ଓଜନ କମ କରିବା ପାଇଁ ରାତିରେ ଶୋଇବା ଆଗରୁ ପିଅନ୍ତୁ ଏହି ଗୋଟେ ଜିନିଷ- Health Tips

ଆଜିକା ସମୟରେ ଓଜନ ବଢିବା ବହୁତ୍ ବଡ ସମସ୍ୟା ଅଟେ । ସମସ୍ତେ ଏହାକୁ କମ କରିବା ବିଷୟରେ ଚିନ୍ତା କରନ୍ତି କିନ୍ତୁ କାମ କରି ପାରନ୍ତି ନାହିଁ । ଆପଣଙ୍କୁ ଏହା ଜାଣି ବହୁତ୍ ଆଶ୍ଚର୍ଯ୍ୟ ହବ ଯେ ମୋଟାପନ୍ ପାଇଁ ସବୁଠାରୁ ଅଧିକ ରୋଗ ଲୋକଙ୍କୁ ହୋଇଥାଏ ଓ ଏହାକୁ କମ କରିବା ପାଇଁ ବହୁତ୍ ଲୋକ ପରିଶ୍ରମ କରନ୍ତି କିନ୍ତୁ ସଠିକ୍ ଉପାୟ ନଜାଣିବାରୁ କିଛି ବି ଭଲ ହୋଇନଥାଏ । ଆଜି ଆମେ ଆପଣଙ୍କୁ ଘରୋଇ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣଙ୍କ ଓଜନ ବହୁତ୍ ଶିଘ୍ର କମିବାକୁ ଲାଗିଥାଏ ।

ମୋଟା ହବା ଦ୍ୱାରା ମଣିଷ ଶରୀର ଉପରେ ବହୁତ୍ ପ୍ରକାର ରୋଗ ହାବି ହୋଇଥାଏ ଓ ଏହି ସବୁ କାରଣରୁ ମଣିଷ ନା ପରିଶ୍ରମ କରି ପାରେ ନା ନିଜ ଓଜନ କମ କରିପାରେ । ଆପଣଙ୍କୁ ଓଜନ କମ କରିବା ପାଇଁ ବାହାରକୁ ଯିବା ଆବଶ୍ୟକ ନାହିଁ ଆମେ ଆପଣଙ୍କୁ ଯେଉଁ ଜିନିଷ ବିଷୟରେ କହିବୁ ତାହା ଆପଣଙ୍କୁ ନିଜ ରୋଷେଇ ଘରେ ମିଳିଯିବ ।

ଆପଣଙ୍କୁ ରାତିରେ ଦୁଇ ଚାମଚ ଜୁଆଣି ପାଣିରେ ଭେଦେଇ ରଖିବାକୁ ହବ ତା ପରେ ସକାଳେ ଉଠି ଆପଣ ତାକୁ ଭଲ ଭାବରେ ଫୁଟାଇ ଛାଣି ନିଅନ୍ତୁ ଓ ଚା ଭଳି ଗରମ ଗରମ ପିଅନ୍ତୁ ଏହା ଆପଣଙ୍କ ପାଇଁ ଲାଭକାରୀ ହବ । ଯଦି ଆପଣ ଏହାକୁ ଉଷୁମ କରି ପୀବେ ତେବେ ଏହାର କିଛି ଲାଭ ହବ ନାହିଁ ସେଥିପାଇଁ ଗରମ ଗରମ ପିଅନ୍ତୁ ।

ଏହା ଛଡ଼ା ୩ ଦିନ ଏହି ଭଳି ଜୁଆଣି ପାଣି ପିଆନ୍ତୁ ତା ପରେ ୩ ଦିନ ଜିରା ପାଣି ତା ପରେ ୩ ଦିନ ପରେ ମଧୁରୀ ପାଣି ଏହି ଭଳି ଆପଣଙ୍କୁ ସେବନ କରିବାକୁ ହବ । ଏହି ସବୁ ଜିନିଷ ସମସ୍ତଙ୍କ ଘରେ ଥାଏ କିନ୍ତୁ କେହି ଏହାର ଲାଭକାରୀ ଗୁଣ ବିଷୟରେ ଜାଣି ନଥାନ୍ତି । ଜୁଆଣି ଭିତରେ ଏମିତି କିଛି ତତ୍ତ୍ଵ ରହିଥାଏ ଯାହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ୍ ଲାଭକାରୀ ହୋଇଥାଏ ଏହା ଆମ ପେଟରେ ଗ୍ୟାସ ହବାକୁ ଦିଏ ନାହିଁ ।

ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଏହା ଆମ ପାଚନ କ୍ରୀୟାକୁ ବହୁତ୍ ଭଲ କରିଥାଏ ଯାହା ଦ୍ୱାରା ଆପଣଙ୍କ ପେଟ ସଫା ରହିଥାଏ ଓ ଆପଣଙ୍କ ମେଟାବୋଲିଯିମ୍ କଣ୍ଟ୍ରୋଲରେ ରହିଥାଏ । ଯଦି ଆପଣଙ୍କୁ ମଧ୍ୟ ଓଜନ କମ କରିବାର ଅଛି ତେବେ ଏହି ଭଳି ଉପାୟ ନିଶ୍ଚିନ୍ତ କରନ୍ତୁ ଦେଖିବେ ଲାଭ ହବ ଓ ସକାଳେ ଉଠି ଅଧ ଘଣ୍ଟା ପାଇଁ ଯୋଗା ବଶ୍ୟ କରନ୍ତୁ ଏହା ଆପଣଙ୍କ ସ୍ବାସ୍ଥ୍ୟ ଭଲ ରଖିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *