ଓଜନ କମେଇବାରେ ରାମବାଣ ଅଟେ ଭୃଷଙ୍ଗ ପତ୍ର, ଜାଣନ୍ତୁ କେମିତି ସେବନ କରିବା ଦ୍ଵାରା ଶୀଘ୍ର ଘଟିଥାଏ ଓଜନ

ପ୍ରତିଦିନର ଖାଦ୍ୟରେ ଏଧିକ ମାତ୍ରାରେ ସାମିଲ ହୋଇଥାଏ ଜଙ୍କ ଫୁଡ ସେଥିଲାଗି ମୋଟା ପଣ ଆସିଥାଏ । ଆଜିକାଲି ଲୋକ ନିଜର ବଢୁଥିବା ଓଜନ କାରଣରୁ ବହୁତ ଅସୁବିଧାର ସମୁଖୀନ ହେଉଛନ୍ତି । ବହୁତ ସାରା ଉପାୟ କରିବା ପରେ ମଧ୍ୟ ତାଙ୍କର ଓଜନ କମି ନଥାଏ । ଏମିତିରେ ଲୋକ ନିରାସ ହୋଇକି ଓଜନ କମେଇବାର ଉପାୟ ବନ୍ଦ କରିଦେଇଥାନ୍ତି ।

କିନ୍ତୁ ଏମିତି କରିବା ଠିକ ନୁହେଁ ।ଯଦି ଆପଣବି ଓଜନ କମେଇବାର ଉପାୟ କରି ଥକି ଗଲେଣି ତ ଆପଣଙ୍କୁ ଜଣେଇବାକୁ ଚାହିଁବୁକି ଭୃଷଙ୍ଗ ପତ୍ର ଆପଣଙ୍କ ପାଇଁ ଆଶାର କିରଣ ହୋଇପାରେ । ଏମିତି କୁହାଯାଏକି ଭୃଷଙ୍ଗ ପତ୍ରକୁ ନିଜ ଖାଇବାରେ ସାମିଲ କରିବା ଦ୍ଵାରା ଓଜନ ବହୁତ ଶିଘର କାମ ହୋଇଥାଏ । ଭୃଷଙ୍ଗ ପତ୍ରର ନିୟମିତ ସେବନ କରିବା ଦ୍ଵାରା ସ୍ଲିମ ଓ ଫିଟ ରହିବେ ।

Image Courtesy: Google

କଣ ଫାଇଦା ମିଳିଥାଏ ଭୃଷଙ୍ଗ ପତ୍ର ସେବନ କରିବା ଦ୍ଵାରା

ଭୃଷଙ୍ଗ ପତ୍ରରେ ଭରପୁର ମାତ୍ରାରେ ଫାଇବାର, ଫସଫରସ, ମ୍ୟାଗ୍ନେସିୟମ, କପର, ଓ କାର୍ବୋହାଇଡ୍ରେଟ ଥାଏ । ଏହି କାରଣରୁ ଆମର ପାଚନ ତନ୍ତ୍ର ଭଲରେ କାମ କରିଥାଏ ଓ ଏହା ଆମ ଓଜନ କମେଇବାରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହ କରିଥାଏ । ବିଶେଷଜ୍ଞଙ୍କ ଅନୁସାରେ ଭୃଷଙ୍ଗ ପତ୍ରରେ ଭିଟାମିନ ଏ, ବି, ସି, ଓ ବି୨ ରହିଥାଏ । ଯେଉଁ ତିରେ ବହୁତ ଶୀଘ୍ର ଓଜନ ହ୍ରାସ ହୋଇଥାଏ । ଭୃଷଙ୍ଗ ପତ୍ର ବହୁତ ଶୀଘ୍ର ଆପଣଙ୍କ ଶରୀରରେ ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ । ସେଥିଲାଗି ଏହାକୁ ନିୟମିତ ସେବନ କରିବା ଦ୍ଵାରା ଫଳ ବହୁତ ମିଳିଥାଏ ।

Image Courtesy: Google

କେମିତି ବ୍ୟବହାର କରିବେ

ଭୃସଙ୍ଗ ପତ୍ରର ୧୫ ରୁ ୨୦ ଟି ପତ୍ର ନିଅନ୍ତୁ । ଏହାକୁ ସଫା ପାଣିରେ ଦୁଇରୁ ତିନି ବାର ସଫା ପାଣିରେ ଧୋଇ ଦିଅନ୍ତୁ । ପୁଣି ତାକୁ ଗୋଟେ ଗ୍ଲାସ ପାଣିରେ ମିଶାଇ ମିକସିରେ ଗ୍ରାଇଣ୍ଡ କରନ୍ତୁ । ତାକୁ ପୁରା ଭଲରେ ଗ୍ରାଇଣ୍ଡ କରନ୍ତୁ । କାରଣ ଯଦି ଭୃସଙ୍ଗ ପତ୍ରର ଜୁଷ ପିଇଲାବେଳେ ପାଟିରେ ଭୃସଙ୍ଗ ପତ୍ର ଲାଗିବତ ତାକୁ ପିଇବା ମୁସ୍କିଲ ହୋଇଯିବ ।

Image Courtesy: Google

ତାପରେ ଏହାକୁ ଗୋଟେ ଗ୍ଲାସରେ ବାହାର କରନ୍ତୁ, ଏଥିରେ ଆପଣ ଚାହିଁଲେ ପୁଦିନା ଧନିଆ ଓ ଲେମ୍ବୁ ମିଶାଇ ପାରିବେ ।ଯଦି ଏହା ଆପଣଙ୍କୁ ଟେଷ୍ଟ ନ ଲାଗିବ ତାହେଲେ ଆପଣ ସ୍ଵାଦ ଅନୁସାରେ ଲୁଣ ଟିକେ ମିଶାଇ ପାରିବେ । ପ୍ରତିଦିନ ଏହାକୁ ସକାଳୁ ଖାଲି ପେଟରେ ସେବନ କରିବା ଦ୍ଵାରା ଆପଣଙ୍କ ଓଜନ ବହୁତ ଶୀଘ୍ର ହ୍ରାସ ପାଇବ । ଆପଣଙ୍କୁ ଜଣେଇବାକୁ ଚାହୁଞ୍ଚୁକୀ ଏହା ତରଳ ହେବ ଦ୍ଵାରା ଶରୀରରେ ଜଲ୍ଦି ପ୍ରଭାବ ପକାଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *