Ollywoodରେ ପୁଣି ଖେଳିଲା ଶୋକର ଛାୟା, ଏହି ଅଭିନେତା ଦୁନିଆକୁ କଲେ ଅଲବିଦ

ନମସ୍କାର ବନ୍ଧୁଗଣ । ଓଡିଆ ସିନେମା ଜଗତରେ ପୁଣି ଆସିଛି ବଡ ଦୁଖ ଖବର । ଜଣକ ପରେ ଜେନ ଓଡିଆ କଳାକାର ଆମ ଗହଣରୁ ବିଦାୟ ନେଉଛନ୍ତି । ବର୍ତ୍ତମାନର ବଡ ଖବର ହେଉଛି ବରିଷ୍ଠ ଅଭିନେତା ପ୍ରିୟ ସୁନ୍ଦରଙ୍କର ମୃତ୍ୟୁ ଘଟିଛି । ତାଙ୍କ ପରଲୋକ ହେବା କାରଣରୁ ଓଡିଆ ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳି ଯାଇଛି । ଅଭିନେତା ପ୍ରିୟ ସୁନ୍ଦର ଓଡିଆ ଫିଲ୍ମ ରେ ଅଭିନୟ କରିବା ସହ ଅନେକ ଧାରାବାହିକରେ ମଧ୍ୟ ଅଭିନୟ କରି ସାରିଛନ୍ତି ।

ତାଙ୍କ ଅଭିନୟକୁ ଦର୍ଶକ ମାନେ ବହୁତ ସରା ଭଲ ପାଇବା ଦେବା ସହ ପସନ୍ଦ ମଧ୍ୟ କରିଥିଲେ । ଯାହା ଯୋଗୁ ସେ ଲୋକଲୋଚନକୁ ଆସିଥିଲେ । ସେ ମାତ୍ର ୫୯ ବର୍ଷ ବୟସରେ ହସପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ସେ କ୍ରାନ୍ତିଧାରା ଓ ଅନେକ ଧାରାବାହିକ ମାଧ୍ୟମରେ ଲୋକ ମାନଙ୍କ ନଜରକୁ ଆସିଥିଲେ ।

ଏହା ସହ ଅନେକ ଚଳଚିତ୍ର ମଧ୍ୟ କରିଛନ୍ତି । ସେ ଆଗ ଧାଡିର ଜଣେ ବରିଷ୍ଠ କଳାକାର ଭାବେ ପରିଚିତ ଥିଲେ । ଦର୍ଶକ ମାନେ ଅଭିନେତା ପ୍ରିୟ ସୁନ୍ଦରଙ୍କ ନିଧନ ପରେ ତାଙ୍କ ସ୍ଥାନ ଆଉ କେହି ନେଇ ପାରିବେ ନାହି ବୋଲି ମତାମତ ଦେଇଛନ୍ତି ।

ବର୍ତ୍ତମାନ ଓଡିଆ ଜଗତରୁ ବଡ ବଡ କଳାକାର ମାନଙ୍କର ମୁଣ୍ଡ ଚାଲି ଯିବାର ଆଶଙ୍କା ପ୍ରକାଶ ହୋଇଛି । କାରଣ ଅଭିନେତା ମିହିର ଦାସଙ୍କ ମୃତ୍ୟୁ ପରେ ଏବେ ପ୍ରିୟ ସୁନ୍ଦରଙ୍କ ମୃତ୍ୟୁ କେତେ ଦୂର ସତ୍ୟାସତ ଓ ଗ୍ରହଣୀୟ ତାହା ଦେଖିବା ବାକି ରହିଲା । ତାଙ୍କର ନିଧନ ଖବର ଶୁଣିବା ପରେ ତାଙ୍କର ପ୍ରଶଂସକ ମାନେ ଦୁଖ ପ୍ରକାଶ କରିବା ସହ ସ୍ତବ୍ଧ ହୋଇ ଯାଇଛନ୍ତି ।

କିଛି ବାରିଷ୍ଟହା କଳାକାର ମାନେ ଓଲିଉଡ ରେ ଏମିତି କଳାକାର ଆଉ ଜନ୍ମ ନେବେ ନାହି ବୋଲି ମତାମତ ଦେଇଛନ୍ତି । ଦର୍ଶକ ମାନେ ଅଭିନେତା ପ୍ରିୟ ସୁନ୍ଦରଙ୍କର ଅଭିନୟକୁ ଝୁରିବା ସହ ତାଙ୍କୁ ମଧ୍ୟ ଝୁରି ହେଉଛନ୍ତି । ସେ ଓଡିଆ ଇଣ୍ଡଷ୍ଟ୍ରି ରେ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଥିଲେ ।

ଆମେ ମାନେ ସମସ୍ତେ ଭଗବାନଙ୍କ ନିକଟରେ ଅଭିନେତା ପ୍ରିୟ ସୁନ୍ଦରଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ପ୍ରିୟ ସୁନ୍ଦରଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *