Ollywood ସେଲିବ୍ରେଟି Sabyasachi Mishra ଙ୍କର କିଏ କଲା ଏମିତି ଅବସ୍ଥା, ଦେଖନ୍ତୁ Video

ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନେ ନିଜର ପ-ର୍ଫୋ-ମାଂ-ସ ପାଇଁ ବେଷ ଚ-ର୍ଚ୍ଚା-ରେ ରହିଛନ୍ତି । କିଛି କଳାକାର ମାନେ ସୋ-ସି-ଆ-ଲ ମି-ଡି-ଆରେ ନିଜର ଭଲ କାମ ପାଇଁ ମଧ୍ୟ ପ୍ରଶଂସାର ପାତ୍ର ସାଜିଛନ୍ତି । ରିୟଲ ରୁ ଋଳ ହିରୋ ପଳାଟିଥିବା ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଓଲିଉଡ ଜଗତର ଅଭିନେତା ସବ୍ୟସାଚୀ ସବୁ ସମୟରେ ସୋ-ସି-ଆ-ଲ ମି-ଡି-ଆରେ ଆ-କ୍ଟି-ଭ ହୋଇ ରହିଥାନ୍ତି । ନିୟମିତ ଭାବେ ସେ ଗ-ଣ ମା-ଧ୍ୟ-ମ-ରେ ନିଜର ମତାମତ ଦେବା ସହିତ ଫ୍ୟା-ନ୍ସ ମାନଙ୍କ ସହ ନିଜର ଅନୁଭୂତି ଶେୟାର କରିଛନ୍ତି ।

ତେବେ ସୋମବାର ମଧ୍ୟ ରାତ୍ରିରେ ଏମିତି କଣ ହେଲା ଯେ ସବ୍ୟସାଚୀ ଫ-ଟା ଗଞ୍ଜି ଓ ଗାମୁଛା ପି-ନ୍ଧି-ଥି-ବା ଫୋ-ଟୋ-କୁ- ଟ୍ବି-ଟ-ରେ ଶେୟାର କରିଛନ୍ତି । ତେବେ ରାତି ପ୍ରାୟ ୧୨ଟା ୧୭ ବେଳକୁ ଓଡିଆ ଜଗତର ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କ ଅଧିକାରୀଙ୍କ ଟ୍ଵି-ଟ-ର ହ୍ୟା-ଣ୍ଡେ-ଲ-ରେ ଏକ ଫୋ-ଟୋ ସେ-ର କରିଥିଲେ । ଏହି ଫୋ-ଟୋ-ରେ ସବ୍ୟ ଫ-ଟା ଗଞ୍ଜି ଓ ଗା-କୁ-ଚା ପି-ନ୍ଧି-ବା ସହ ଝା-ମ୍ପୁ-ରା ଚୁ-ଟି ସହ ହାତରେ ଏକ ମୋ-ବା-ଇ-ଲ ଧ-ରି-ଛ-ନ୍ତି । ଯେଉଁ ଠାରୁ ଧୂଆଁ ସହ ଇଂ-ଷ୍ଟା, ଫେ-ସ-ବୁ-କ-, ୱା-ଟ-ସା-ପର ଲୋଗୋ ବାହାରିବାରେ ଲାଗିଛି ।

ଏହି ଫୋ-ଟୋ ଶେୟାର କରି ସବ୍ୟ ଲେଖିଛନ୍ତି ଯେ ଏହି ୩ଟି ଆପର ସ-ର୍ଭ-ର ବ-ନ୍ଦ ହେଲା ପରେ ସେଲିବ୍ରେଟି ମାନଙ୍କ ଅବସ୍ଥା ଏମିତି ହୋଇଥାଏ । ସବ୍ୟଙ୍କର ଏହି ଅଦଭୂତ ଫୋଟୋ ଦେଖି ତାଙ୍କ ଫ୍ୟା-ନ୍ସ ମାନେ ଭାବୁଥିବେ ଯେ ନୂଆ ବିବାହ କରିଥିବା ସବ୍ୟଙ୍କୁ ତାଙ୍କ ସ୍ତ୍ରୀ ଅର୍ଚ୍ଚିତା ପା-ନେ ଦେଇଛନ୍ତି ।

କିନ୍ତୁ ଏହା ସତ ନୁହେଁ । ସୋମବାର ସନ୍ଧ୍ୟାରେ ଦୀର୍ଘ ସମୟ ଧରି ଯୁକରବର୍ଗ ମାଲିକାନାରେ ଥିବା ଫେ-ସ-ବୁ-କ, ଇଂ-ଷ୍ଟା ଓ ୱା-ଟ-ସା-ପ ଅଚଳ ହୋଇ ଯାଇଥିଲା । ଫେ-ସ-ବୁ-କ ଅଧିକୃତ ସା-ଇ-ଟ ଡା-ଉ-ନ ପାଇଁ ସମ୍ପୃକ୍ତ କମ୍ପାନୀ ମାନେ ୟୁଜର୍ସ ସମୁଖିନ୍ନ ହେଉଥିବା ସମସ୍ଯା ପାଇଁ କ୍ଷମା ମା-ଗି-ବା ସାହ ଏହାର ତୁରନ୍ତ ସ-ମା-ଧା-ନ କରିବା ପାଇଁ ଆଶ୍ଵାସନା ଦେଇଥିଲେ ।-

ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହେଉଥିବା ସୂଚନା ଅନୁଯାୟୀ ୨୦ ହଜାରରୁ ଅଧିକ ଫେ-ସ-ବୁ-କ, ଇଂ-ଷ୍ଟା ଓ ୧୪ ଯାହାରରୁ ଉର୍ଦ୍ଧ ୱ୍ହା-ଷ୍ଟ-ସା-ପ ଓ ୩୦୦୦ରୁ ଅଧିକ ମେ-ସେ-ଞ୍ଜ-ର ବ୍ୟବହାର କରୁଥିବା ୟୁଜର୍ସ ମାନେ ତାଙ୍କର ଅସୁବିଧା ହେଉଥିବା ଅ-ଭି-ଯୋ-ଗ କରିଥିଲେ । କାରଣ କମ୍ପାନୀର ସ-ର୍ଭ-ର ସେହି ସମୟରେ ଡା-ଉ-ନ ଥିଲା । ତେବେ ଏହିଭଳି ଭାବେ ସବ୍ୟ ମଧ୍ୟ ରାତ୍ରିରେ ଫ-ଟା ଗଞ୍ଜି ଓ ଗା-ମୁ-ଛା ପି-ନ୍ଧି ଫୋ-ଟୋ ଶେୟାର କରିଛନ୍ତି । ତେବେ ଓଡିଆ ଇଣ୍ଡଷ୍ଟ୍ରିରେ ସବ୍ୟସାଚୀ ଅନେକ ସାରା ଓଡିଆ ଫିଲମରେ ଜ-ବ-ର-ଦ-ସ୍ତ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ ଅକରିଛନ୍ତି । ଏହା ସହ ଅର୍ଚ୍ଚିତାଙ୍କ ସହ ତାଙ୍କର ମ୍ୟା-ରେ-ଡ ଲାଇଫ ମଧ୍ୟ ବେସ ହସ ଖୁସିରେ ଅତିବାହିତ ହେଉଛି ।

ବନ୍ଧୁଗଣ ଆପଣ ମାନଙ୍କର ଅଭିନେତା ସବ୍ୟସାଚୀ ମିଶ୍ରଙ୍କର ଏହିଭଳି ପ୍ରତିକ୍ରିୟାକୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *