Ollywood ଅଭିନେତ୍ରୀ Jhilik Bhatacharjee କୋରୋନାରୁ ସୁସ୍ଥ ହୋଇ ନିଜ ସ୍ଵାମୀଙ୍କ ସହ ରୋମାଣ୍ଟିକ Video ହେଲା ଭାଇରାଲ

ଓଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଅଭିନୟ ବ୍ଯତୀତ ନିଜର ଷ୍ଟାଇଲ, ଲୁକ ଓ ସୁନ୍ଦରତା ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ପୁରା ବିଶ୍ବରେ କୋରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି । ଏହି ମହାମାରୀରେ ସାଦହରଣ ଲୋକଙ୍କ ଠାରୁ ଆରମ୍ଭ କରି କଳାକାର ଏମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ତେବେ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ମାନେ କୋରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ସାରିଲେଣି ।

ତେବେ ଆପଣ ମାନେ ଜାଣିଥିବେ ଓଡିଆ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ ଗତ କିଛି ଦିନ ତଳେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଝିଲିକ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ସେହି ବିଷୟରେ ଆଲୋଚନା କରିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ବର୍ତ୍ତମାନ ସେ କୋରୋନାରୁ ସୁସ୍ଥ ହୋଇ ସାରିଲେଣି ।

ସେ ତାଙ୍କ ସ୍ଵାମୀ ତଥା ବିଜେଡି ସାଂସଦ ପ୍ରୀତି ରଞ୍ଜନ ଘଡୋଇଙ୍କ ସହ ଲଙ୍ଗ ଡ୍ରାଇଭରେ ଯାଇଛନ୍ତି । ଏହି ସବୁ ଭି-ଡି-ଓ ଓ ଫୋଟୋ ଗୁଡିକୁ ଝିଲିକ ତାଙ୍କ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି । ଝିଲିକ ପୋଷ୍ଟ କରି ଲେଖିଛନ୍ତି ଯେ ସେ ବର୍ତ୍ତମାନ ସୁସ୍ଥ ହେବ ସହ ବହୁତ ଖୁସିରେ ମଧ୍ୟ ଅଛନ୍ତି । ତାଙ୍କର ଫ୍ୟାନ୍ସ ମାନେ ମଧ୍ୟ ଝିଲିକ ସୁସ୍ଥ ହେବାର ଖବର ଶୁଣିବା ପରେ ବହୁତ ଖୁସି ପ୍ରକାଶ କରିଛନ୍ତି ।

ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଅନେକ ଓଡିଆ ଫିଲ୍ମରେ ଅଭିନୟ କରି ଖୁବ ପପୁଲାର ହୋଇ ପାରିଛନ୍ତି । ତାଙ୍କର ସୁନ୍ଦର ଅଭିନୟ ପାଇଁ ଦର୍ଶକ ମାନେ ଅତଙ୍କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି । ଆଶା କରୁଛୁ ଝିଲିକ ବହୁତ ଜଲ୍ଦି ଓଡିଆ ଇଣ୍ଡଷ୍ଟ୍ରି କୁ ପୁଣି ଥରେ ଫେରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ବଙ୍ଗାଳୀ ନାୟିକା ଝିଲିକ ଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *