Jhilik Bhattacharjya କୋରୋନାରେ ଆକ୍ରାନ୍ତ ହେବା ପରେ ଅନୁରୋଧ କରି କହିଲେ କିଛି ଏମିତି, ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଆପଣ ମାନେ ଏହା ମଧ୍ୟ ଜାଣିଥିବେ ଯେ ବର୍ତ୍ତମାନ କୋରୋନା ମହାମାରୀ ଯୋଗୁ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଆକ୍ରାନ୍ତ ହେଉଛନ୍ତି । ତେବେ କିଛି କଳକାରା ମାନେ କୋରୋନାରେ ପୀଡିତ ହୋଇ ସୁସ୍ଥ ହେଉଛନ୍ତି ତ ଆଉ କିଛି କଳକାରା ମାନେ କୋରୋନାରେ ନିଜର ଜୀବନ ହା-ରି ସାରିଛନ୍ତି । ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରିରୁ ଏକ ଦୁଖ ଖବର ଆସି ପହଞ୍ଚିଛି । ସୂଚନା ଅନୁସାରେ ଓଡିଆ ଲୋକପରିୟ ଅଭିନେତ୍ରୀ ଝିଲିକ ଭତାଚାର୍ଜ୍ୟ କୋରୋନାରେ ଗତ ଦୁଇ ଦିନ ତଳେ ଆକ୍ରାନ୍ତ ହେବାର ଜଣା ପଡିଛନ୍ତି ।

ନିଜେ ଝିଲିକ କୋରୋନାରେ ଆକ୍ରାନ୍ତ ହେବ କଥା ନିଜ ଫ୍ୟାନ୍ସ ମାନଙ୍କୁ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି । ବର୍ତ୍ତମାନ ସେ ହୋମ କ୍ଵାରେନ୍ଟେଡ ରେ ଘରେ ରହୁଛନ୍ତି ଏହି କଥା ମଧ୍ୟ ଝିଲିକ କହିଛନ୍ତି ।

ଏହା ବ୍ଯତୀତ ସେ ନିଜ ଫ୍ୟାନ୍ସ ମାନଙ୍କୁ ଆଉ ଗୋଟେ କଥା ଅନୁରୋଧ କରି କହିଛନ୍ତି ଯେ ଯେଉଁ ମାନେ ତାଙ୍କ ସହ ଗତ ୧୦ ଦିନ ତଳେ ମିଳାମିଶା କରିଥିଲେ ସେମାନେ ନିଜର କୋଭିଡ଼ ଟେଷ୍ଟ ନିହାତି କରି ଦିଅନ୍ତୁ । ଝିଲିକ ନିଜର ଚିକିତ୍ସା ଜାରି ରଖିବା ସହ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ବୋଲି ସୋସିଆଲ ଆକାଉଣ୍ଟ ରେ ଶେୟାର କରିଛନ୍ତି ।

 

ଅଭିନେତ୍ରୀ ଝିଲିକ ହେଉଛନ୍ତି ଜଣେ ବଙ୍ଗାଳୀ ନାୟିକା ଯିଏ ଓଡିଆ ଜଗତରେ ଅନେକ ଓଡିଆ ଚଳଚ୍ଚିତ୍ର ରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ତାଙ୍କର ପ୍ରାୟ ଫିଲ୍ମ ବହୁତ ହିଟ ହୋଇଥିଲା ଯାହା ତାଙ୍କର ଫ୍ୟାନ୍ସ ମାନେ ବହୁତ ପସନ୍ଦ କରିଥିଲେ । ଗତ କିଛି ଦିନ ତଳେ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ତେବେ ସେ କୋରୋନା ପଜେଟିଭ ହୋଇଛନ୍ତି ସତ କିନ୍ତୁ ତାଙ୍କ ପରିବାର ଲୋକେ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ବୋଲି ସେ କହିଛନ୍ତି । ଆଶା କରୁଛୁ ଅଭିନେତ୍ରୀ ଝିଲିକ ବହୁତ ଜଲ୍ଦି କୋରୋନା ସଂକ୍ରମଣ ରୁ ଆରୋଗ୍ଯ ହୋଇ ଓଡିଆ ଇଣ୍ଡଷ୍ଟ୍ରି କୁ ପୁଣି ଥରେ ଫେରି ଆସନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଓଲିଉଡ ଅଭିନେତ୍ରୀ ଝିଲିକ ଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *