ଓଲିଉଡ ସେଲିବ୍ରେଟି Ashwin ଓ Prerana ଙ୍କ ହଳଦୀ ରସମର Video ଦେଖନ୍ତୁ 

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ ଆଉ ତାଙ୍କର ଅଭିନୟ ମଧ୍ୟ ନିଶ୍ଚୟ ଦେଖିଥିବେ । ତେବେ ବର୍ତ୍ତମାନ ସମୟରେ ଓଡିଆ ଇଣ୍ଡଷ୍ଟ୍ରି ରେ ବିବାହର ସିଜିନ ଆରମ୍ଭ ହୋଇଛି । ଜଣଙ୍କ ପରେ ଜଣେ ସେଲିବ୍ରେଟି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଯାହାର ଭିଡିଓ ଓ ଫୋଟୋ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ତେବେ ସେ ଟିଭି ସେଲିବ୍ରେଟି ହୁଅନ୍ତୁ କି ଓଲିଉଡ ସେଲିବ୍ରେଟି ହୁଅନ୍ତୁ ସମସ୍ତେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ।

ଆଜି ଆମେ ଆପଣଙ୍କୁ ସେମିତି ଜେଣ ଖାସ ଯୋଡି ଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଭିନେତା ଅଶ୍ଵିନୀ ଓ ଅଭିନେତ୍ରୀ ପ୍ରେରଣା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଏହି ଦୁଇ କଳାକାର ଟିଭି ଜଗତରେ ଅନେକ ସାରା ସିରିଏଲ ରେ ନିଜର ଜବରଦସ୍ତ ଅଭିନୟ ଦେଖାଇ ଦର୍ଶକ ମାନଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ଅଶ୍ଵିନୀ ଓ ପ୍ରେରଣା ଅନେକ ସାରା ରିୟାଲିଟି ସୋ ରେ ମଧ୍ୟ ନଜର ଆସିଛନ୍ତି ।

ତେବେ ତାଙ୍କୁ ନେଇ ଆସିଛି ବଡ ଖୁସି ଖବର ବର୍ତ୍ତମାନ ସମୟରେ । ସୂଚନା ଅନୁଯାୟୀ ଅଶ୍ଵିନୀ ଓ ପ୍ରେରଣା ବହୁତ ଜଲ୍ଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବର୍ତ୍ତମାନ ସମୟରେ ଦୁହିଙ୍କର ହଳଦୀ ରସମର ଭିଡିଓ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି । ଏହି ଭିଡିଓ କୁ ଦେଖି ଫ୍ୟାନ୍ସ ମାନେ ବହୁତ ସାରା ଲାଇକ ଆଉ କମେଣ୍ଟ ବି ଦେଉଛନ୍ତି । ତେବେ ଭାଇରାଲ ହୋଇଥିବା ଭିଡିଓ ରେ ଅଶ୍ଵିନୀ ଓ ପ୍ରେରଣା ଙ୍କ ହଳଦୀ ରସମ ଚାଲିଛି ।

ଆଉ ଦୁହେଁ ହଳଦୀ ଲଗାଇ ବହୁତ ଏଞ୍ଜୋଏ ବି କରୁଛନ୍ତି । ଦୁହେଁ ୟେଲୋ ରଙ୍ଗର ଡ୍ରେସ ପିନ୍ଧିବା ସହ ଗେଟପ ଖୁବ ସୁନ୍ଦର ନେଇଛନ୍ତି । ଅଶ୍ଵିନୀ ବହୁତ ହ୍ୟାଣ୍ଡସମ ଲାଗୁଛନ୍ତି ଆଉ ପ୍ରେରଣା ୟେଲୋ ଲେହେଙ୍ଗା ରେ ବହୁତ ଗରଜେସ ଲାଗୁଛନ୍ତି । ତେବେ ଦୁହିଙ୍କର ହଳଦୀ ରସମ ରେ ତାଙ୍କ ପୁରା ପରିବାର ସହ ସମ୍ପର୍କୀୟ, ସାଙ୍ଗ ସାଥି ମଧ୍ୟ ଯୋଗ ଦେଇଛନ୍ତି । ଆଉ ଦୁହିଁଙ୍କୁ ହଳଦୀ ଲଗାଇ ଦେଉଛନ୍ତି ।

ଦୁହେଁ ହଳଦୀ ଲଗା ମୁହଁ ରେ ବେଶ କ୍ୟୁଇଟ ଲାଗୁଛନ୍ତି ଖାସ କରି ପ୍ରେରଣା । ତେବେ ଅଶ୍ଵିନୀ ଓ ପ୍ରେରଣା ଙ୍କ ବିବାହ ବହୁତ ଜଲ୍ଦି ହେବାକୁ ଯାଉଛି । ଦୁହିଙ୍କର ମ୍ୟାରେଡ ଲାଇଫ ସୁଖମୟ ହେଉ ଓ ଦୁହେଁ ସାରା ଜୀବନ ଏକାଠି ରୁହନ୍ତୁ ଏହା ଆମର କାମନା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସେଲିବ୍ରେଟି ଅଶ୍ଵିନୀ ଓ ପ୍ରେରଣା ଙ୍କ ଯୋଡି କେମିତି ଲାଗିଲା ଏବଂ ଦୁହିଙ୍କର ହଳଦୀ ରସମର ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *